ହାତୀପଲ ଘଡେଇବା ପାଇଁ ହାତୀ ପିଠିରେ ନିଆଁ ମାଡ଼

ବାରିପଦା/ ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ, କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡରେ ୧୦୦ ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । କରଞ୍ଜିଆ ବନଖଣ୍ଡ ରେ ଗତ ୨୬ ଦିନ ମଧ୍ୟରେ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ…

ତାତିଲେ ବୃଦ୍ଧବୃଦ୍ଧା , ପେଟ ପୋଡ଼ିବାରୁ ଅଧିକାରୀଙ୍କୁ ଆଖି ମୁଜା ଛେଚିଲେ

ଭତ୍ତା ଟଙ୍କା ନେବାକୁ ଆସି ଅଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଜନତା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ବୃଦ୍ଧ ବୃଦ୍ଧା ଦଶ ମାସର ଭତ୍ତା ଟଙ୍କା ଖାଇଗଲେ ସରକାରୀ ବାବୁ । ଭତ୍ତା ଟଙ୍କା ଦେବା ବଦଳ ରେ ଦେଖାଉ ଥିଲେ ନାଲି ଆଖି । ହେଲେ ଚର ଘୋର ସବୁ ଦିନ ଅନ୍ଧାର ନ ଥାଏ ଭଳି ଆଜି…

ରାଉରକେଲା ଅବକାରୀ ବିଭାଗ ଦ୍ୱାରା ୧୨୮୫୦ କେଜି ମହୁଲ ପୋଚ ନଷ୍ଟ , ୩୨୦ ଲିଟର ମହୁଲି ମଦ ଜବତ

ରାଉରକେଲା(ବସନ୍ତ କୁମାର ଜେନା) : ଗତ ୨୬ ତାରିଖ ଦିନ ଅବକାରୀ ବିଭାଗ ପୋଲିସ ସୁପରିଟେଣ୍ଡେଣ୍ଟ ଅଧିକ୍ଷଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ରାଉରକେଲା ସବ୍-ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ତାଙ୍କ ଟିମ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ, ଭୁଚାହୁଣ୍ଡା, ରେଳପୋଷ, ଖଇରି ବନ୍ଧ ଅଞ୍ଚଳରୁ…

ଦରଦାମ ବୃଦ୍ଧି,କୃଷି ସମସ୍ୟା, ବେକାରୀ ଓ ବିଦ୍ୟୁତ ସମସ୍ୟା ଉପରେ ଜନ ଆନ୍ଦୋଳନ ପାଇଁ ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା…

ରାଉରକେଲା (ବସନ୍ତ କୁମାର ଜେନା): ସି ପି ଆଇ ଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ର ଦୁଇ ଦିନିଆ ଜିଲ୍ଲା ସଂପାଦକ ମଣ୍ଡଳୀ ଓ ଜିଲ୍ଲା କମିଟି ବୈଠକ ସ୍ଥାନୀୟ ଶକ୍ତି ନଗର ସ୍ଥିତ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଏ କେ ଜି ଭବନ ଠାରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ତଥା ବଣାଇ ବିଧାୟକ ଲକ୍ଷ୍ମଣ…

ବଲାଙ୍ଗୀର ରେ କୃଷି ରଥ ର ଶୁଭାରମ୍ଭ

ବଲାଙ୍ଗୀର(ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଠାକୁର) :- ଓଡ଼ିଶା ସରକାର କୃଷି କ୍ଷେତ୍ର ରେ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି ।ସରକାରଙ୍କ ଲୋକାଭିମୁଖୀ ଯୋଜନା ସଫଳ ହେବାସହ କୃଷି ଏବଂ କୃଷକ ମାନଙ୍କ ମଧ୍ୟ ଉନ୍ନତି ହେଉଥିବା ପରିଲକ୍ଷିତ ହୁଏ।କୃଷି ଏବଂ କୃଷକ ସଶକ୍ତିକରଣ ଦିଗରେ ଓଡ଼ିଶା…

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ : ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସୂଚନା ଫଳକ ସହ ଜରୁରୀ ଯୋଗାଯୋଗ ନମ୍ବର…

ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆହୁତ…

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୭/୦୭ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି ।ସିରିଆ, ଇଥିଓପିଆ, ଭୁଟାନ ଓ…

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର: ସଳଖିଲା ବଙ୍କା ମେରୁଦଣ୍ଡ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ରୋଗୀଙ୍କର ମାଗଣା ଚିକିତ୍ସା ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର । ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି…

ନୃସିଂହନାଥ ମନ୍ଦିରର ଭୁସମ୍ପତ୍ତି କାହା କବଜାରେ.

ବରଗଡ଼:-ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ପୀଠ । ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ରହିଛି ଅନେକ ଭୁସମ୍ପତି । ପାଇକମାଲ ଅଞ୍ଚଳର ବିଭିନ୍ନ ଗ୍ରାମ ଯଥା ପିପଲଖୁଣ୍ଟା ମୈାଜା,କୋକନରା ମୈାଜା ଏବଂ ସାଲେପାଲି ମୈାଜାରେ ମଧ୍ୟ ଠାକୁରଙ୍କ ଜମି…

ଅସ୍ତରଙ୍ଗ ପୋଲିସ ଦ୍ୱାରା ଚାରି କୁଖ୍ୟାତ ଅପରାଧୀ ଗିରଫ

ଅସ୍ତରଙ୍ଗ,/ ଦୁଃଶାସନ ନାୟକ -ଅସ୍ତରଙ୍ଗ ପୋଲିସ କୁ ମିଳିଛି ବଡ ସଫଳତା । ଗୋପ ଅଂଚଳ ର ଚାରି କୁଖ୍ୟାତ ଅପରାଧୀ ଙ୍କୁ କାବୁ କରିଛି ଅସ୍ତରଙ୍ଗ ପୋଲିସ । ସୂଚନା ମୁତାବକ ଡ୍ରାଇଭର ଶ୍ରୀମନ୍ତ ମାଝୀ, ସଂଗ୍ରାମ କେଶରୀ ପରିଡା, ଅନିଲ କୁମାର ଭଟ୍ଟ, ଚିତ୍ତ ରଞ୍ଜନ ସ୍ୱାଇଁ, ଏମାନେ ବିଗତ ଦିନ ରେ ବହୁ…