Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ…
ମେଧା ସମ୍ମାନ ସମାରୋହ ୨୦୨୩ ଅନୁଷ୍ଠିତ
ବାସୁଦେବପୁର - ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ବାସୁଦେବପୁର ରେ ବିଜୟ ଶ୍ରୀ ରାଉତ ରାୟ ଙ୍କ ୭୧ ତମ ଜନ୍ମ ଜୟନ୍ତୀ ପାଳନ ଅବସର ରେ ବିଜୟ ଶ୍ରୀ ରାଉତ ରାୟ ସ୍ମୃତି ସଂସଦ ବାସୁଦେବପୁର ପକ୍ଷ ରୁ ବାସୁଦେବପୁର ଅଞ୍ଚଳ ର ଦଶମ ଶ୍ରେଣୀ ପରୀକ୍ଷା ରେ ବ୍ଲକ୍ ଟପ୍ ମାନଙ୍କୁ ନେଇ ମେଧା ସମ୍ମାନ…
ସ୍ବାଧୀନତା ଦିବସ ପାଳନ ନିମନ୍ତେ ଵଣାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ସୁନ୍ଦରଗଡ଼/ ରାଉରକେଲା (ବସନ୍ତ କୁମାର ଜେନା): ବନାଇଁଗଡ଼ ୭୭ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ଵଣାଇଁ ପାଳନ କମିଟି ର ସମସ୍ତ ସଦସ୍ୟ/ ସଦସ୍ୟା ମାନଙ୍କ ଉପସ୍ଥିତି ରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ…
ଉତ୍ତମ ମଣିଷ ଗଢିବାରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ
ରାଉରକେଲା(ବସନ୍ତ କୁମାର ଜେନା) : ରାଉରକେଲା, ସହରର ୨୪ଗୋଟି ନାଟ୍ଯାନୁଷ୍ଠାନକୁ ନେଇ ଗଠିତ 'ଏକତ୍ର' ରାଉରକେଲା ଆନୁକୂଲ୍ୟରେ ଦି ବିଲିଭର୍ସ ନାଟ୍ଯାନୁଷ୍ଠାନର ୨୩ତମ ବାର୍ଷିକୋତ୍ସବ ସେକ୍ଟର ୭ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ର ର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ତଥା ମଂଚ…
ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟିଟି ଚାମ୍ପିଅନସିପ୍ ଆରମ୍ଭ
ଭୁବନେଶ୍ୱର : ସ୍ଥାନୀୟ ସହିଦ୍ ନଗର ଇଣ୍ଡୋର ହଲରେ ଶୁକ୍ରବାରଠାରୁ ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟେବଲ ଟେନିସ (ଟିଟି) ଚାମ୍ପିଅନସିପ୍ ଆରମ୍ଭ ହୋଇଛି।
ଭୁବନେଶ୍ବର ଟେବଲ ଟେନିସ୍ ଆସୋସିଏସନ ଓ ଓଡ଼ିଶା ଷ୍ଟେଟ୍ ଟେବଲ ଟେନିସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି…
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଳକ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଣିଆ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଉଠାଇ ଆଣିଛି…
ପୂର୍ବତଟ ରେଳପଥ ମହିଳା କଲ୍ଯାଣ ସଂଗଠନ ପକ୍ଷରୁ ବୃକ୍ଷରୋପଣ ଅଭିଯାନ
ଭୁବନେଶ୍ୱର : ପୂର୍ବତଟ ରେଳପଥ ମହିଳା କଲ୍ଯାଣ ସଂଗଠନ ପକ୍ଷରୁ ଏକ ବୃକ୍ଷ ରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ଏହି ଅଭିଯାନରେ ପୂର୍ବତଟ ରେଳପଥ ମହିଳା କଲ୍ଯାଣ ସଂଗଠନର ସଦସ୍ୟାମାନେ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ନେତୃତ୍ବରେ ପୁରୀ ସ୍ଥିତ ରେଳ ଅଧିକାରୀ ବିଶ୍ରାମ ଗୃହ ଠାରେ…
ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୯ମ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ଅସ୍ତରଙ୍ଗ/ଦୁଃଶାସନ ନାୟକ : ଶୁକ୍ରବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ପିର ଜାହାନିଆ ପୀଠ ଠାରେ, ବହୁ ପୁରାତନ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୯ମ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସଭାପତି ପ୍ରଶାନ୍ତ କୁମାର ବାରିକ…
କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି- ୨୦୨୦ ପ୍ରଣୟନର ୩ୟ ବାର୍ଷିକ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟରେ ବୈଠକ ଓ…
https://youtu.be/mv8WQRGe3mg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ଜୁଲାଇ ମାସର ଆସନ୍ତା ୨୯ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି -୨୦୨୦ର ୩ୟ ବାର୍ଷିକ କାର୍ଯ୍ୟକ୍ରମ ପାଳନ ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା…
କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପକ୍ଷରୁ ୱାକାଥନ୍ ସହ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ
ଭୂବନେଶ୍ବର, ଜୁଲାଇ ୨୮, ୨୦୨୩ : ଭୂବନେଶ୍ବର, ଓଡିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (KHL) ପକ୍ଷରୁ ବିଶ୍ୱ ହେପାଟାଇଟିସ୍ ଦିବସ ଏକ ପଦଯାତ୍ରା ସହ ପାଳିତ ହୋଇଯାଇଛି। ହେପାଟାଇଟିସ୍ ଭଳି ମାରାତ୍ମକ ରୋଗ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି…