Sign in
Sign in
Recover your password.
A password will be e-mailed to you.
ୟୁ.ଜି. ଓ ପି.ଜି. ନାମଲେଖା ତାରିଖ ଘୁଞ୍ଚିଲା
ଭୁବନେଶ୍ୱର, :ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ ଆବେଦନକାରୀଙ୍କ ରିପୋର୍ଟି(ଦ୍ୱିତୀୟ ପର୍ଯ୍ୟାୟ…
ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ଜେଲରେ ଥିବା ଅନ୍ତେବାସୀଙ୍କୁ ଛତୁ ଚାଷ ତାଲିମ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଉପ-କାରାଗାର ର ଅନ୍ତେବାସୀ ମାନଙ୍କୁ ଛତୁ ଚାଷ ତାଲିମ ପ୍ରଦାନ କରାଯାଇଛି। ଆଜିର ଏହି ଉଦଯାପନ କାର୍ଯ୍ୟକ୍ରମରେ ଉପ-କାରାଗାର…
ଜୋସ୍ନା ଶବରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରୋଉତ୍ତୋଳନ ପ୍ରତିଯୋଗିତାର ସଫଳ ଖେଳାଳି ଭାବେ ସୁଶ୍ରୀ ଜୋସ୍ନା ଶବର କନିଷ୍ଠ ବର୍ଗରେ ସଫଳତା ହାସଲ କରିଛନ୍ତି।ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ କନିଷ୍ଠ ବର୍ଗରେ ୪୦ କେଜି( ୫୫ କେଜି ସ୍ନାଚ୍ + ୬୪ କେଜି କ୍ଲିନ୍…
ଜିଲ୍ଲା ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୩ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
https://youtu.be/Phpc_h7Z6KY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵ ସ୍ତନ୍ୟପାନ ସପ୍ତାହ -୨୦୨୩ ପାଳନ ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପାରଳାଖେମୁଣ୍ଡି ଠାରେ ମା ଓ ପ୍ରସୂତୀ ମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ
ଭୁବନେଶ୍ୱର: ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ…
ବର୍ଷା ବିପର୍ଯ୍ୟସ୍ତ କରିଛି ଜୀବନଯାତ୍ରା
ସାଲେଭଟା / ଗୁରୁ ଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ପଂଚାୟତ ସମିତି ଅଂଚଳରେ ଗତ ଦୁଇ ଦିନ ହେଲା ଦିନ ରାତି ପ୍ରବଳ ବର୍ଷା ହୋଇଛି | ଅଳ୍ପ ସମୟ ପାଇଁ ଛାଡି ପୁଣି ବର୍ଷୁଛି ଲୋକଙ୍କର ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି | ଯେଉଁ ମାନକର ନଡା ଛପର କିମ୍ୱା ଖପର ଘର କିମ୍ବା…
ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମିଶନ ଶକ୍ତି
ପରିଦର୍ଶନ ସହ କାଫେ ଖାଦ୍ୟର ମାନ ପରୀକ୍ଷଣ କଲେ ବିଧାୟକ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ମହିଳା ମାନଙ୍କ ଆତ୍ମନିର୍ଭରଶୀଳତାର ପଥ ପ୍ରଦର୍ଶକ ସାଜିଛି ମିସନ ଶକ୍ତି । ମିଶନ ଶକ୍ତି ବଢ଼ାଉଛି ସହାୟତାର ହାତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ…
ରିଲାଏନ୍ସ ଜିଓର ଓଡ଼ିଶାରେ ଏକ ନମ୍ବର ସ୍ଥିତି ସୁଦୃଢ, ମେ’ ମାସରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ
ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୩ ମେ’ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା…
ଜଗଦଳପୁର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଉତ୍ସବ l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ପଞ୍ଚାୟତ ରେ ଥିବା ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଭାବେ ଖୋଳା ଯାଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଛାତ୍ର ଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଲଗାଣ ବର୍ଷା ସତ୍ୱେ…
ବେଦାନ୍ତ ଆଲୁମିନିୟମ୍ର ଶୁଭଲକ୍ଷ୍ମୀ ସମବାୟ ସମିତି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଝାଡୁ ପ୍ରସ୍ତୁତି ତାଲିମର…
ଝାରସୁଗୁଡା, ଓଡ଼ିଶା, ୦୨ ଅଗଷ୍ଟ ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁଭଲକ୍ଷ୍ମୀ ଉଦ୍ୟୋଗିନି ଅଧୀନରେ ନିଆଯାଇଥିବା ଅନେକ ଉଦ୍ୟୋଗ ବିକାଶ ସୁଯୋଗର ଏକ ଅଂଶ ଭାବରେ ଝାଡୁ ନିର୍ମାଣ ଉଦ୍ୟମ ଆରମ୍ଭ କରିବା ପାଇଁ ଭାରତର ପ୍ରସିଦ୍ଧ ଉଦ୍ୟୋଗୀ ବିକାଶ…