Sign in
Sign in
Recover your password.
A password will be e-mailed to you.
ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ.
ରାଉରକେଲା(ବସନ୍ତ କୁମାର ଜେନା): ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ୪୩ତମ ସ୍ଥାନ ହାସଲ କରିଛନ୍ତି ରାଉରକେଲା ର ପୁଅ ସ୍ଥିତପ୍ରଜ୍ଞ ପତି। ରାଉରକେଲା ବାସନ୍ତୀ କଲୋନୀର ବାସିନ୍ଦା ଶରତ କୁମାର ପତି ଓ ମଞ୍ଜୁଲତା ପତିଙ୍କ ଏକମାତ୍ର ପୁତ୍ର ସ୍ଥିତପ୍ରଜ୍ଞ ।…
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅବସର ଗ୍ରହଣ ।
ବଲାଙ୍ଗିର (ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ସେ ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଆଲୋକ କୁମାର…
ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍ଆର୍ଡିସି ଟିମ୍ର ସୋଆ ପରିଦର୍ଶନ
ଭୁବନେଶ୍ୱର, ଅଗଷ୍ଟ ୩: ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ (ଏନ୍ଆର୍ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା ।…
ଅଂଗଦାନ ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ
ଭୁବନେଶ୍ୱର, ଅଗଷ୍ଟ ୩: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍…
ଦୁଇଦିନିଆ ଓଡିଶା ଗସ୍ତରେ ଶ୍ରୀ ଅମିତ ଶାହ
ଆସନ୍ତାକାଲି ରାତିରେ ଭୁବନେଶ୍ୱର ପହଂଚିବେ ଶ୍ରୀ ଶାହ, ଶନିବାର ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ
ଶନିବାର ଦିନ ସକାଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ
ଶନିବାର ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ…
କେବଳ ଘୋଷଣାରେ ସୀମିତ ଓଡିଆ ବିଶ୍ୱବିଦ୍ୟାଳୟ: ରମାରଞ୍ଜନ ବଳିୟାରସିଂହ
ସରକାରଙ୍କ ଅଦୂରଦର୍ଶିତା କାରଣରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ବାସ୍ତବତାଠାରୁ ବହୁ ଦୂରରେ
ବିଶ୍ୱ ବିଦ୍ୟାଳୟର ପରିକଳ୍ପନା କେବଳ ପରିକଳ୍ପନାରେ ରହିଗଲା
ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଘୋଷଣା ଏକ ଲଲିପପ୍
ରାଜ୍ୟକୁ ଅଣଓଡ଼ିଆ ଅଫିସରମାନେ ଶାସନ କରୁଥିବାରୁ ଓଡ଼ିଆ ବିଶ୍ୱ…
ଜିଲ୍ଲାସ୍ତରୀୟ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ବୁଧବାର ଦିନ ଗଜପତି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ‘ଶିଶୁଙ୍କ ପାଇଁ ଦିନ ଟିଏ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ…
ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l
ନବରଙ୍ଗପୁର 03.08. 2023ଅଶୋକ ସାହୁ, ଶାସକ ପ୍ରଶାସକ.ଦାୟିତ୍ୱ ହେଉଛି ଏକ ଆହ୍ୱାନ l ଖେଳୁଆଡ ମନୋଭାବ ନେଇ ଏହାର ସମ୍ମୁଖୀନ ହେବା ହେଉଛି ଏକ ଦାୟିତ୍ୱବାନ ଅଧିକାରୀଙ୍କ କର୍ତ୍ତବ୍ୟ l ସେଭଳି ଏକ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ l ନବରଙ୍ଗପୁର…
ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ସମୀକ୍ଷା କରିଛନ୍ତି ଟିକାବାଲି ବ୍ଲକ ଅଧକ୍ଷ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର ଲଗାଣ ବର୍ଷା ରେ ଟିକାବାଲି ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି l ଟିକାବାଲି ଅଞ୍ଚଳର ରାସ୍ତା ଘାଟ, ବିଦ୍ୟୁତ ସରବରାହ, ବିଦ୍ୟାଳୟ, ଚାଷ ଜମି, ବସ ଷ୍ଟାଣ୍ଡ ଓ ହାଟପଦା ପରିଦର୍ଶନ କରି ପରିସ୍ଥିତିର…
କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ବରିଷ୍ଠ ନାଗରିକ (ଗୋଲ୍ଡେନ୍ ଜେନେରେସନ୍) ହେଲ୍ଡ ଲାଇନ୍ ସେବା ଆରମ୍ଭ
ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲ ଲିମିଟେଡ (କେଏଚଏଲ) ଭୁବନେଶ୍ବର ରେ ଏକ ବରିଷ୍ଠ ନାଗରିକ (ଗୋଲ୍ଡେନ ଜେନେରସନ ) ହେଲ୍ଡ ଲାଇନ: 18005725000 ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ଭୁବନେଶ୍ଵର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ବରିଷ୍ଠ ନାଗରିକ ସଙ୍ଘର 100ରୁ ଅଧ୍ବକ ବରିଷ୍ଠ ନାଗରିକ ଏହି…