ପାଣିଘେରରେ ଲୋକେ , ସରକାର ଦୃଷ୍ଟି ଦେବାକୁ ଦାବି

ସାଲେଭଟା ରୁ ଗୁରୁଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ପଂଚାୟତ ସମିତି ଅନ୍ତର୍ଗତ କୁଟା ସିଂହା ପଂଚାୟତ ଅଧୀନ ଡୁଙ୍ଗୁରିପାଲି , ତେତେଲଗାଁ (ଗୋପବନ୍ଧୁ ନଗର ) କଣ୍ଟାପାଲି ଓ କୁଟା ସିଂହା ଗ୍ରାମ ଗତ ଦୁଇ ଦିନ ହେଲା ପାଣି ଘେରରେ ରହିଥିବା ଜାଣିବାକୁ ମିଳିଛି | ଏହି ପଂଚାୟତ ସମିତି ଅଧୀନ…

କ୍ୱାର୍ଟର ଖତ ଖାଉଛି : ଡାକ୍ତରଖାନା କର୍ତ୍ତୃପକ୍ଷ ଦିନରେ ଲଣ୍ଠନ ଦେଖାଉଛନ୍ତି

ସାଲେଭଟାରୁ ଗୁରୁ ଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ସିଏଚସିର ସୁପାରିନଟେଣ୍ଡେଣ୍ଟ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ଲୋକଙ୍କ ଭିତରେ ଚର୍ଚା ହେଉଛି |କଥାଟି ଏପରି ଗୋଟିଏ ଜିନିଷ ଅଛି କିନ୍ତୁ ସେ ଜିନିଷଟି ନାହିଁ ବୋଲି କହୁଛନ୍ତି | ଆଗଲପୁର ସି ଏଚ ସି ଅଧୀନ ସାଲେଭଟା ପି ଏଚ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷର ନୂତନ ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନୂତନ ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଡ଼ି.ଏଚ୍.ଏସ୍.ଇ ଙ୍କର…

ଲଗାଣ ବର୍ଷା ରେ ବସ୍ତି ବାସିନ୍ଦା ଙ୍କ ଭଲମନ୍ଦ ବୁଝିବା ପାଇଁ ପହଞ୍ଚିଲେ ପ୍ରଶାନ୍ତ ସେଠୀ।

ରାଉରକେଲା (ବସନ୍ତ କୁମାର ଜେନା): ବସ୍ତି ବାସିନ୍ଦା ଙ୍କ ସୁଖଦୁଃଖ ରେ ନିଜକୁ ସାମିଲ କରିଆସୁଥିବା ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ତାଙ୍କ ର କାର୍ଯ୍ୟଧାରା ବଜାୟ ରଖିଛନ୍ତି। ଲଘୁଚାପ ପ୍ରଭାବରେ ରାଉରକେଲା ରେ ଝଡବର୍ଷା ଦୁଇ ଦିନ ଧରି ଲାଗି ରହିଛି।ଫଳରେ ରଘୁନାଥପାଲୀ ନିର୍ବାଚନ…

ଟ୍ରେନ୍ ରେ କଟି ଚାଲିଗଲା ମହିଳା ଙ୍କ ଜୀବନ।

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା ) ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ଷ୍ଟେସନ ଦକ୍ଷିଣ କ୍ୟବିନ ଗୌଡଦିଆ ନିକଟ ରେ ମାଲ ବାହି ଟ୍ରେନ୍ ରେ କଟି ଜଣେ ଅସହାୟ ମହିଳା ଙ୍କ ଚାଲିଗଲା ଜୀଵନ। ମହିଳା ଜଣକ ମାର୍କୋଣା ପଞ୍ଚାୟତ ରିଆ ଗାଁ ର ଅନିମା ନାୟକ ହୋଈ ଥିବା ବେଳେ ଆଜି ଟ୍ରେନ୍ ଆଗକୁ…

ଘୋଷଣା ହେଲା ଟିମ ମନମୋହନ

ନାଉରି, ଅପରାଜିତା, ଗୋଲକ, କୁସୁମ, ଲେଖାଶ୍ରୀଙ୍କ ସମେତ ୧୦ଉପସଭାପତି ଅଭିଳାଷ ପଣ୍ଡାଙ୍କୁ ଯୁବମୋର୍ଚ୍ଚା, ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ମହିଳା ମୋର୍ଚ୍ଚା ଦାୟିତ୍ୱ ଉମାକାନ୍ତ ପଟ୍ଟନାୟକ ହେଲେ ସୋସିଆଲ୍ ମିଡିଆ ଇନ-ଚାର୍ଜ ଭୁବନେଶ୍ୱର : ଟିମ ଘୋଷଣାକୁ ନେଇ ରାଜ୍ୟ ବିଜେପି…

ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ

ଗ୍ରାମୀଣ ଓଡ଼ିଶାର ରୂପାନ୍ତିକରଣକୁ ରାଜ୍ୟସରକାରଙ୍କ ସର୍ବାଧିକ ପ୍ରାଧାନ୍ୟ: ମନ୍ତ୍ରୀ ଶ୍ରୀ ଅମାତ ଭୁବନେଶ୍ବର :- ଭାରତର ଆତ୍ମା ଗାଁ ରେ ରହିଛି । ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତିଟିକୁ ଓଡ଼ିଶା ସରକାର ସବୁଠାରୁ ଅଧିକ ଚରିତାର୍ଥ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ଟିପିଏସ୍ଓଡିଏଲ୍ ର ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସସିସି) ଫୁଲବାଣୀରେ ଉଦ୍ଘାଟିତ

ବ୍ରହ୍ମପୁର:ପରିଚାଳନା ଉତ୍କର୍ଷ ପ୍ରତି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଫୁଲବାଣୀରେ ଏକ ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସସିସି) ବା ଅଂଚଳ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଜୁଲାଇ ମାସ ସୁଦ୍ଧା ବିଭିନ୍ନ ବିଭାଗର କାର୍ଯ୍ୟ ସଫଳତା ସମ୍ପର୍କରେ ଆଲୋଚନା ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ । ଖାରବେଳ…

ବଦଳିଲେ ଜିଲ୍ଲା ଶିକ୍ଷାଧିକାରୀ,ରାଜଶ୍ରୀ ନୂତନ ଜିଲ୍ଲା ଶିକ୍ଷାଧିକାରୀ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ଭାବେ ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏଠାରେ କାର୍ଯ୍ୟରତ ଥିବା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଛି। ଆଜି ପୂର୍ବାହ୍ନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା…