Sign in
Sign in
Recover your password.
A password will be e-mailed to you.
ହାଟସାହି ର ସୁନାମ ଆଣିଲେ ବୋହୁ ଆୟୁସ୍ମିତା
କେନ୍ଦ୍ରାପଡା:ପ୍ରଫୁଲ୍ଲ କୁମାର ମଲ୍ଲ- କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ହାଟସାହି ଗ୍ରାମର ବୋହୁ ଆୟୁସ୍ମିତା ସାହୁ । ରାଜସ୍ଥାନ ୟୁନିଭରର୍ସିଟିରେ ମ୍ୟାନେଜମେଣ୍ଟ ଡ଼କ୍ଟରେଟ ପାଇଛନ୍ତି । ସେ ହେଉଛନ୍ତି ହାଟସାହି ଗ୍ରାମର ହରିଶ୍ଚନ୍ଦ୍ର ନାୟକଙ୍କ ବୋହୁ ଆୟୁସ୍ମିତା । ଶଶୁରଙ୍କର ଇଛା ଓ…
ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳ ସମାଜର ନେତାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପ୍ରଶାସନ ଓ ସେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳ ସମାଜର ନେତାମାନଙ୍କୁ…
ଫସଲ ବୀମା ପଞ୍ଜୀକରଣ ସଂପର୍କିତ ସମୀକ୍ଷା ବୈଠକ
ଅଗଷ୍ଟ ୫ପର୍ଯ୍ୟନ୍ତ ପଞ୍ଜୀକରଣ ତାରିଖ ବୃଦ୍ଧି
ନିର୍ଦ୍ଧାରିତ ସମୟ ମଧ୍ୟରେ ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ
ଭୁବନେଶ୍ଵର:ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା…
ଉଦିତନଗର ହାଇସ୍କୁଲର ୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ
ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ଉଦିତନଗର ହାଇସ୍କୁଲରେ ପାଠ ପଢିଥିବା ୧୯୮୩ ବ୍ୟାଚ ( ବରିଷ୍ଠ ବିଭାଗ)ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବଂଧୁ ନିଜ ନିଜର ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ପରସ୍ପର…
ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଅଶ୍ୱିନୀ ନାୟକ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଅଶ୍ୱିନୀ କୁମାର ନାୟକ କଲେଜର ନୂତନ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଗତକାଲି ମହାବିଦ୍ୟାଳୟ ଅଧ୍ୟକ୍ଷ ପଦରୁ ସୁରେଶ କୁମାର ପ୍ରଧାନ ଅବସର ଗ୍ରହଣ କରିଥିଲେ। ଫଳରେ କଲେଜର…
ପ୍ରୋ ସିଜିନ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସୁନ୍ଦରଗଡ଼ /ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ଜଲଦା ର ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦ୍ବାରା ପ୍ରୋ ସିଜିନ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜଲଦା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସମାଇ ସୋରେନଙ୍କ ସଭାପତିତ୍ବ ତଥା ମଂଚ ସଂଯୋଜନାରେ ଆୟୋଜିତ ଏହି…
ଗାଁରେ ପହଞ୍ଚି ନୂତନ ମତଦାନ କେନ୍ଦ୍ରର ସ୍ଥିତି ପରଖିଲେ ବିଡିଓ
ଗାଇସିଲାଟ/ମନ ଡନସନା - ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବେବାହାଲ ଗ୍ରାମବାସୀ ଭାରତ ସ୍ୱାଧୀନ ହେବାର ଯଦି ଓ ୭୫ ବର୍ଷ ବିତିଯାଇଛି ଆଜି ପର୍ଯ୍ୟନ୍ତ ନିଜ ଗ୍ରାମରେ ଗୋଟିଏ ମତଦାନ କେନ୍ଦ୍ର ପାଇ ପାରିନାହାନ୍ତି । ଉକ୍ତ ଗ୍ରାମ ବାସୀ ଭୋଟ ଦେବା ପାଇଁ…
ପର୍ଯ୍ୟଟନ ବିକାଶ ପାଇଁ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ
ଗାଇସିଲାଟ/ ମନ ଡନସନା- ବରଗଡ଼ ଜିଲ୍ଲା ପର୍ଯ୍ୟଟନରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଗାଇସିଲେଟ ବ୍ଲକକୁ ମିଳିଛି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା । ୧୪ ଜୁଲାଇରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଗାଇସିଲେଟ ବ୍ଲକ୍ ର ବୁରୋମୁଣ୍ଡା ଗ୍ରାମରେ କଳା ଗ୍ରାମ ଏବଂ…
ସମ୍ବଲପୁରୀ ଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ l
ପଦ୍ମପୁର :-ଆଜି ସମ୍ବଲପୁରୀ ଦିନ ଉପଲକ୍ଷେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଳ ଉପଚାର କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ଯ ଅତିଥି ଭାବେ ନଗରପାଳ ଶ୍ରୀମତୀ ସାବିତ୍ରୀ ବାଗ, ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରୋଜ ଦୋରା ଯୋଗଦେଇ ନିଜର…
ବାୟା ଅବଧୂତ କଲେଜରେ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଜଗତସିଂହପୁର,ତା-୦୧.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କନିମୂଳ ସ୍ଥିତ ବାୟା ଅବଧୂତ ମହାବିଦ୍ୟାଳୟ ରେ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।…