କେନ୍ଦ୍ରାପଡ଼ା ସିଭିଲ ସୋସାଇଟି ଓ ଓସା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ପାଇଁ ଗଣଧାରଣା ।

କେନ୍ଦ୍ରାପଡା/ପ୍ରଫୁଲ କୁମାର ମଲ୍ଲ:  ଓଡିଶା ସୂଚନା ଅଧିକାର ଅଭିଯାନ ଓ ସିଭିଲ ସୋସାଇଟି ପକ୍ଷରୁ ମାର୍ଶାଘାଇ ଥାନାର ପୂର୍ବତନ ଥାନା ଅଧିକାରୀ ତଥା ବର୍ତ୍ତମାନର କେନ୍ଦ୍ରାପଡ଼ାର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବର୍ବରତା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଭର୍ଚ୍ଚୁଆଲ ରିୟଲିଟି (VR) କୌଶଳଭିତ୍ତିକ ତାଲିମ କାର୍ଯ୍ୟଶାଳାର ଶୁଭାରମ୍ଭ

ସମଗ୍ର ଭାରତ ବର୍ଷରେ ପାଞ୍ଚ ଗୋଟି ସରକାରୀ ଆଇଟିଆଇରେ ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ ସେଥି ମଧ୍ୟରୁ ଓଡିଶାର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଭୁବନେଶ୍ଵର ସାମିଲ ଭୁବନେଶ୍ୱର:ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ କୌଶଳ ପଦ୍ଧତି ଆପଣେଇ ଯୁବପିଢୀକୁ ଆଧୁନିକ ଶିଳ୍ପ ଜଗତର ଚାହିଦା…

ଲୋୟର ପିଏମଜିରେ ଗର୍ଜିଲା ଭଞ୍ଜସେନା

ଶିମିଳିପାଳ ବଂଚିଲେ ଆମେ ବଂଚିବା' ଭୁବନେଶ୍ବର : ନୈସର୍ଗିକ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜର ଶିମିଳିପାଳ ଅଭ୍ୟାରଣ୍ୟ। ଏହା ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛି। ଏଥିପ୍ରତି ବନ ବିଭାଗ, ରାଜ୍ୟ ସରକାର କେହି ହେଲେ ଦୃଷ୍ଟି ଦେଉନାହାନ୍ତି। ଏହାର ସୁରକ୍ଷା ପାଇଁ ସୁଦୂର ମୟୁରଭଞ୍ଜରୁ ଆଜି…

ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାଜ୍ୟ ସରକାରଙ୍କ ଆଦିବାସୀବିରୋଧୀ ମନୋଭାବ ସଂପର୍କରେ ର ରାଜ୍ୟପାଳଙ୍କୁ ଅବଗତ କରାଯାଇଛି : ବଳଭଦ୍ର ମାଝୀ  ପେସା ଆଇନ, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ପାଇଁ ଦାବି  ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ପଦ ପାଇଁ ଅନୁସୂଚିତ ଜିଲ୍ଲାରେ ଜିଲ୍ଲା ଭିିତିକ ନିଯୁକ୍ତି ଦିଆଯାଉ…

ଦିଗଜ୍ୟୋତି ଶିକ୍ଷା ବୃତ୍ତି ପାଇଁ ଆବେଦନ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଗଜ୍ୟୋତି ଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତଦୁଇ, ସ୍ନାତକ ଓ ସ୍ନାତକୋତର ଶ୍ରେଣୀରେ ନାମ ଲେଖାଇଥିବା ମେଧାବୀ ଅନାଥ,…

କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍‌ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍‍ଭାସିଭ୍‍ ପ୍ରକ୍ରିୟାରେ…

“ନାଚାର ବିଜେଡ଼ି ବିଜେପି ଶରଣରେ”

ଭୁବନେଶ୍ୱର(ଶାସକ ପ୍ରଶାସକ) – ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡ଼ି ବିରୋଧ କରିବ । ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଧେୟକକୁ ସମର୍ଥନ କରିବ । ସେଥିପାଇଁ ବିଜେଡି ସଂସଦୀୟ ଦଳ ପକ୍ଷରୁ ଦଳର ଛାଟିଆ ହୁଇପ୍ ଜାରି…

ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି

ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀ ଆଦି ପଚାଶ ବର୍ଗ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି  …

ପୁନର୍ଗଠିତ ହେଲା ଜାତୀୟ କଂଗ୍ରେସ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମ ବିଭାଗ

ଅଭିଷେକ ମହାନନ୍ଦ ଜାତୀୟ ସଂଯୋଜକ ନିଯୁକ୍ତ ଭୁବନେଶ୍ୱର : କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାଡଗେ ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମର ଏକ ନୂତନ ଜାତୀୟ କମିଟି ପ୍ରଣବ କେ ବଛରାଜାନି ଓ ରୁଚିରା ଚତୁର୍ବେଦୀଙ୍କ ଆବାହକତ୍ୱରେ ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ୩୭ ଜଣ…

ଗୁଦେରପାଲି ଘେଁସାଲି ସେତୁ ଉପରେ ୮ ଫୁଟ ପାଣି ଯାତାୟତ ଠପ୍

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଗୁଦେରପାଲି ସେତୁରେ ଆଜି ୮ ଫୁଟ୍ ପାଣି ପ୍ରବାହିତ ହେଉଛି। ଯାହା ଫଲରେ ଆଜି ପଦ୍ମପୁର, ବିଜେପୁର,ବରଗଡ କୁ ସଂଯୋଗ କରୁଥିବା ରାସ୍ତା ଯୋଗାଯୋଗରେ ବିଛିନ୍ନ ହୋଇଯାଇଛି। ଯାତ୍ରୀ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।