ପଲସଦା ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ”…

ପଦ୍ମପୁର :- ରାଜ୍ୟର ମା , ଭଉଣୀ ମାନଙ୍କୁ ଆର୍ଥିକ ଭାବରେ ଆତ୍ମ ନିର୍ଭର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଯୋଜନା ବିଭିନ୍ନ ବିଭାଗ ଦ୍ଵାରା , ତୃଣମୂଳ ସ୍ତରରେ କାର୍ଯ୍ଯକାରୀ ହେଉଛି । ଏହିକ୍ରମରେ…

ରାଜ୍ୟ ରାଣୀ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର : ନୌପଡ଼ା-ଗୁଣୁପୁର ରେଳ ସେକ୍ସନ ରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ରାଜ୍ୟ ରାଣୀ ଏକ୍ସପ୍ରେସ 06 ଅଗଷ୍ଟ 2013 ଦିନ ଉଭୟ ପାର୍ଶ୍ୱରୁ ନୌପଡ଼ା ଓ ଗୁଣୁପୁର ମଧ୍ୟରେ ବାତିଲ ରହିବ | 05 ଅଗଷ୍ଟ 2013 ଦିନ ରାଉରକେଲାରୁ ଛାଡ଼ିବାକୁଥିବା 18117 ରାଉରକେଲା-ଗୁଣୁପୁର…

ବାସୁଦେବପୁର : ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ବାଣୀ କଲ୍ୟାଣ

ବିଭିନ୍ନ ପଞ୍ଚାୟତ ଯାଇ କରୁଛନ୍ତି ମାରାଥନ ବୈଠକ। ବାସୁଦେବପୁର - ସାଧାରଣ ନିର୍ବାଚନ କିଛି ମାସ ବାକି ଥିଲା ବେଳେ ବାସୁଦେବପୁରରେ ବୃଦ୍ଧି ପାଇଛି ରାଜନୈତିକ ଉସ୍ମତା | କିଏ ପ୍ରାର୍ଥୀ ହେବ ତାହାକୁ ନେଇ ସବୁଠି ଚର୍ଚା | ଦିର୍ଘଦିନ ଧରି ଗୋଟିଏ ପରିବାରର ଦବଦବା ରହି ଆସିଥିବା ବେଳେ ଏବେ…

ଅମୃତ ଭାରତ ଷ୍ଟେସନ୍ ଯୋଜନା (ଏବିଏସ୍ଏସ୍) ରେ ଓଡିଶା / ପୂର୍ବତଟ ରେଳପଥ ରେ 25 ଷ୍ଟେସନର ପୁନଃ ବିକାଶ

● ଏବିଏସ୍ଏସ୍ ଅଧୀନରେ ଷ୍ଟେସନର ପୁନଃ ବିକାଶ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଅଗଷ୍ଟ ମାସ 06 ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ | ● ଏହି ଯୋଜନାରେ ଭାରତୀୟ ରେଳବାଇର 1309 ଟି ଷ୍ଟେସନ୍ କୁ ପୁନଃ ବିକାଶ କରାଯିବ | ● ପ୍ରଥମ ପର୍ଯ୍ୟାୟରେ 508 ଟି ଷ୍ଟେସନର…

ପାଇକମାଲ ରେ ଶ୍ରମ କାର୍ଡ ବଣ୍ଟନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ (ସାଲେପାଲି) ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଶ୍ରମ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ…

ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ l

ପଦ୍ମପୁର /ବିଜେପୁର-ଶିବାଶିଷ ପଟ୍ଟନାୟକ :- ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ବିଜେପୁରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ  ଜାହ୍ନବୀ ସାହୁ   ମା' ସରସ୍ଵତୀଙ୍କ ନିକଟରେ…

ଆପୋଲୋ ହସପିଟାଲରେ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ

ଭୁବନେଶ୍ବର: ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସଡ଼କ ଦୁର୍ଘଟଣା ନିରାପତ୍ତା ଏବଂ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ପ୍ରଥମ…

ମିଳିଲା ପ୍ରତିଶ୍ରୁତି, ହଟିବେ ଜ୍ୟୋତି !

ସାତଦିନ ପାଇଁ ସିଭିଲ ସୋସାଇଟି ଓ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଧାରଣା ସ୍ଥଗିତ । କେନ୍ଦ୍ରାପଡ଼ା/ପ୍ରଫୁଲ୍ଲ କୁମାର ମଲ୍ଲ : ସିଭିଲ ସୋସାଇଟି ଓ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନିର୍ଦ୍ଦିଷ୍ଟକାଳ ଗଣଧାରଣା କୁ ସାତଦିନ…

ଏୟାରଟେଲ୍ ପକ୍ଷରୁ “ଏୟାରଟେଲ୍ ଆଇକ୍ୟୁ ରିଚ୍‌’ର ଶୁଭାରମ୍ଭ

ଭୁବନେଶ୍ୱର/୦୨/୦୮ : ଭାରତର ଅନ୍ୟତମ ଅଗ୍ରଣୀ ଟେଲିକମ କଂପାନି ଏୟାରଟେଲ୍ ପକ୍ଷରୁ ପ୍ରଥମ ସ୍ୱୟଂ ସେବା (ସେଲ୍‌ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟଫର୍ମ ଏୟାରଟେଲ୍ ଆଇକ୍ୟୁ ରିଚ୍‌ର ଶୁଭାରମ୍ଭ କରାଯାଇଛି । ଏହା ବ୍ୟାବସାୟିକ ସଂସ୍ଥା / ବ୍ରାଣ୍ଡ୍‌ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ…

ଟାଟା ଷ୍ଟିଲ ର ବାମେବାରୀ ଖଣି ସମ୍ପ୍ରସାରଣ ନିମନ୍ତେ ଜନ ଶୁଣାଣୀ

ଯୋଡା, ଅଗଷ୍ଟ 04, 2023: (ପାର୍ଥ ସାରଥି ଷଡ଼ଙ୍ଗୀ): କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ୍ ଅନ୍ତର୍ଗତ ଟାଟା ଷ୍ଟିଲ ଲିମିଟେଡର ବାମେବାରୀ ଲୌହ ଓ ମାଙ୍ଗାନିଜ୍ ଖଣି ର ସମ୍ପ୍ରସାରଣ ନିମନ୍ତେ ପରିବେଶୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୪୬୪.୦ ହେକ୍ଟର ପରିମିତ ଖଣି ଲିଜ୍ ଅଞ୍ଚଳରେ…