ବିଜୁ ପଟ୍ଟନାୟକ କଲେଜରେ ବାର୍ଷିକ ଉତ୍ସବ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ସଦର ବ୍ଳକ ପୁରୁଣାଗଡ-ଆଶ୍ରମପାଟଣା ସ୍ଥିତ ବିଜୁ ପଟ୍ଟନାୟକ କଲେଜର ବାର୍ଷିକ ଉତ୍ସବ ଦ କଲଚୁରାଲ କାରନିଭାଲ-୨୦୨୩ ଅନୁଷ୍ଠିତ ହୋଇଯାଇଛି। କଲେଜ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ…

ସେକ୍ଟର ୧୯ ଥାନା ପରିସରରେ ଆମ ପୁଲିସ ର ବୈଠକ

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୧୯ ଥାନା ପରିସରରେ ଥାନା ଓ ଆମ ପୁଲିସର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡଃ ସୁମନ ଦତ୍ତ ସ୍ବାଗତ ଭାଷଣ ରଖବା ସହ ଆମ…

ଶିକ୍ଷାବିତ ଶ୍ରୀରାମଚନ୍ଦ୍ର ଦାଶଙ୍କ ଶ୍ରାଦ୍ଧବାର୍ଷିକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ପୌରପରିଷଦ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ପ୍ରାବନ୍ଧିକ ଏବଂ ସମ୍ବିଧାନ ବିଶେଷଜ୍ଞ ଶ୍ରୀରାମ ଚନ୍ଦ୍ର ଦାଶଙ୍କ କଲେଜ ଛକ ନିକଟରେ ଥିବା ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ…

ଆଫ୍ରିକାରୁ ଓଡ଼ିଶା ଫେରିଲା ବଳରାମଙ୍କ ମୃତଶରୀର

ଭୁବନେଶ୍ଵରରୁ ଖଲିକୋଟ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର ଭୁବନେଶ୍ଵର:ଗଞ୍ଜାମ ଜିଲ୍ଲା ଖଲିକୋଟ ସହରର ବାସିନ୍ଦା ବଳରାମ ପ୍ରଧାନ ଗତ ୧ବର୍ଷ ପୂର୍ବରୁ ଆଫ୍ରିକାସ୍ଥିତ ଇଥିଓପିଆରେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୪ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ହଠାତ୍…

ଜନଜାତି ଭାଷାଗୁଡିକର ସୁରକ୍ଷା ନେଇ ବିଶେଷଜ୍ଞଙ୍କ ମତ

ସୋଆରେ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଉଦ୍‌ଯାପିତ ଭୁବନେଶ୍ୱର, ଅଗଷ୍ଟ ୧୦ : ଜନଜାତି ଭାଷାଗୁଡିକ ଲୋପ ପାଇଯାଉଥିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଠାରେ ଚାଲିଥିବା ୨ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀ ର ଉଦ୍‌ଯାପନୀ ଦିବସରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି ।…

ପାଇକମାଲ ବ୍ଳକ ସରେଇକେଲା ଓ ଲଖମରା ପଞ୍ଚାୟତରେ ବିଧାୟିକା ଙ୍କ ଦ୍ଵାରା ଶ୍ରମ କାର୍ଡ ବଣ୍ଟନ

 ଲଖମରା ମହାବିଦ୍ୟଳୟ ୫ଟି ରୂପାନ୍ତରୀକରଣ ର ଶିଳାନ୍ଯାସ ପଦ୍ମପୁର/ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ସରେଇକେଲା ଓ ଲଖମରା ପଞ୍ଚାୟତ କାର୍ଯ୍ୟଳୟରେ ଶ୍ରମ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି…

ଆଲୁମିନିୟମ ରେଳ ୱାଗନ ଓ କୋଚ୍‍ ନିର୍ମାଣ ପାଇଁ ହିଣ୍ଡାଲକୋ, ଟେକ୍ସମାକୋ ମଧ୍ୟରେ ଚୁକ୍ତି

  - ଭାରତରେ ଏକ ବିଶ୍ୱ-ଶ୍ରେଣୀର ବିନିର୍ମାଣ ସୁବିଧା ନିର୍ମାଣ କରିବା ଲକ୍ଷ୍ୟ - ଆଲୁମିନିୟମ ବ୍ୟବହାର ବେଗ ଓ ଭାରବହନରେ ବୃଦ୍ଧି ଘଟାଏ, ଏବଂ ସିଓ୨ ନିର୍ଗମନ ହ୍ରାସକରେ - ରେଳବିଭାଗର ନେଟ୍‍-ଜିରୋ ଲକ୍ଷ୍ୟ ମୁତାବକ ହୋଇଛି ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଆଲୁମିନିୟମ…

କଟକ ଏବଂ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ-ସିଗନାଲ୍ କାର୍ଯ୍ୟ :ଟ୍ରେନ୍ ସେବା ହେବ ସାମୟିକ ଭାବରେ ପ୍ରଭାବିତ

● ଅଟୋ-ସିଗନାଲିଙ୍ଗର ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ଚଳାଚଳର କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ କାରଣ ବର୍ତ୍ତମାନର ଟ୍ରାକ୍ ବ୍ୟବହାର କରି ସମାନ ମାର୍ଗରେ ଅଧିକ ଟ୍ରେନ୍ ଚଳାଯାଇପାରିବ | ● ଭୁବନେଶ୍ୱର-କଟକ-ନର୍ଗୁଣ୍ଡି ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ |…

ରେଳ ଯାତ୍ରୀ ଗଣ ଦୟାକରି ଧ୍ୟାନ ଦିଅନ୍ତୁ : ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା

ସମ୍ବଲପୁର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ ଚଳାଚଳ ସାମୟିକ ଭାବେ ପ୍ରଭାବିତ ହେବ | ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ…

ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କ ପଦୋନ୍ନତି ମାନଦଣ୍ଡରେ କୋହଳ

୧୦ ବର୍ଷ ପରିବର୍ତ୍ତେ ୫ବର୍ଷରେ ଅଧ୍ୟକ୍ଷ, ସହ-ନିର୍ଦ୍ଦେଶକ ବର୍ଗରେ ହେବେ ସାମିଲ ଭୁବନେଶ୍ୱର,୧୦/୮: ବରିଷ୍ଠ ଶିକ୍ଷକପ୍ରଶିକ୍ଷକଙ୍କ ଚାକିରିରେ ପଦୋନ୍ନତି ମାନଦଣ୍ଡକୁ ସରକାର କୋହଳ କରିଛନ୍ତି।ପୂର୍ବରୁ ପଦୋନ୍ନତି ନେଇ ୧୦ବର୍ଷ ସମୟ ସୀମା ଥିଲା।ଏବେ ଏହାକୁ ବଦଳାଇ ୫ ବର୍ଷ କରାଯାଇଛି।ଅର୍ଥାତ…