ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ

- ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳ ଙ୍କ ଆହ୍ୱାନ - ଅଗଷ୍ଟ 10 ରୁ 19 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 6,20,000 ଯୋଗ୍ୟ ହିତାଧିକାରୀ ଙ୍କୁ ଦିଆଯିବ ଔଷଧ - କେହି ଜଣେ ବି ଯୋଗ୍ୟ ଲୋକ ଯେପରି ବାଦ ନ ପଡ଼ିବେ ସେଥିପାଇଁ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ…

ମେରି ମାଟି ମେରା ଦେଶ୍ ର ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ

ଗାଇସିଲାଟ/ମନ ଡନସନା- ବ୍ଲକ ଅର୍ନ୍ତଗତ ଜାମୁଟପାଲି ଠାରେ ନେହେରୁ ଯୁବ କେନ୍ଦ୍ର ବରଗଡ଼ ତରଫରୁ ମେରି ମାଟି ମେରା ଦେଶ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଜାମୁଟପାଲି ରେ ବିଭିନ୍ନ ଯୁବକ ସଂଘର ଯୁବ ଗୋଷ୍ଠୀ ଏବଂ ଜି.ପି.ଏଲ.ଏପ. ସଦସ୍ଯ ଙ୍କ ଦ୍ୱାରା ଅନୁଷ୍ଠିତ ହେଇଅଛି l ଏହି…

ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଜି ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଶୁଭାରମ୍ଭ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…

ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ…

ଟାଟା ଷ୍ଟିଲ ଲିମିଟେଡର ଯୋଡାୱେଷ୍ଟ ଲୌହ ଓ ମାଙ୍ଗାନିଜ୍ ଖଣି ସମ୍ପ୍ରସାରଣ ନିମନ୍ତେ ଜନ ଶୁଣାଣୀ

ଯୋଡା: (ପାର୍ଥ ସାରଥୀ ଷଡ଼ଙ୍ଗୀ)- କେନ୍ଦୁଝର ଜିଲ୍ଲା, ଯୋଡ଼ା ଖଣି କ୍ଷେତ୍ରରେ ଥିବା ଟାଟା ଷ୍ଟିଲ ଲିମିଟେଡ ର ଯୋଡାୱେଷ୍ଟ ଲୌହ ଓ ମାଙ୍ଗାନିଜ୍ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣୀ ଗୁରୁବାର ବିଚାକୁଣ୍ଡି ଠାରେ ଅନୁ୍ଷ୍ଠିତ ହୋଇଯାଇଛି । ସମୁଦାୟ 1437.719 ହେକ୍ଟର ପରିମିତ ଖଣି ଲିଜ୍…

ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ଓ୍ୱାଲମୀରେ ପ୍ରଶିକ୍ଷଣ, ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେବେ…

ଭୁବନେଶ୍ୱର,:ରାଜ୍ୟରେ ନବ ନିର୍ବାଚିତ ପାଣି ପଞ୍ଚାୟତଗୁଡିକର କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରତାପନଗରୀ ସ୍ଥିତ ୱାଲମୀ ଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ…

ସମବାୟ ବିଭାଗର କୌଣସି ସଭା ସମତି ବା ଉତ୍ସବାଦିରେ ବୃକ୍ଷ ଚାରାରେ ଜଳଦାନ ସହିତ ଶୁଭାରମ୍ଭ କରାଯିବ

ଅବସର ଗ୍ରହଣ କରୁଥିବା ଜଣେ କର୍ମଚାରୀ ଚାରା ରୋପଣ କରିବେ ଭୁବନେଶ୍ୱର,୧୦.୮- ଜଳବାୟୁ ପରିବର୍ତ୍ତନରୁ ପରିବେଶ ପ୍ରତି ସୃଷ୍ଟ ବିପଦକୁ ମୁକାବିଲା କରିବା ପାଇଁ ପ୍ରତିଟି ସ୍ତରରେ ପ୍ରତିବଦ୍ଧତାର ସହ ପ୍ରୟାସ ଆରମ୍ଭ ସ୍ବରୂପ ସରକାରୀ ବିଭାଗରେ ଏକ ବୃକ୍ଷ ଚାରାରେ ଜଳଦାନ ସହ ସଭା ଓ ଉତ୍ସବର…

ସଞ୍ଜୀବ କୁମାର ଭୋଇଙ୍କ ‘ ମିଛ ଯାଦୁଗର’ ଲୋକାର୍ପିତ

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୫ କଲଚରାଲ ଏକାଡ଼େମୀ ଠାରେ ଗାଳ୍ପିକ ସଂଜୀବ କୁମାର ଭୋଇଙ୍କ ଗଳ୍ପ ପୁସ୍ତକ ' ମିଛ ଯାଦୁଗର 'ଲୋକାର୍ପିତ ହୋଇଯାଇଛି । ଏକାଡେମୀର ମାସିକ ସାହିତ୍ୟ ଆସର ଓ ଆଲୋଚନା ଚକ୍ର 'ଯୁଦ୍ଧ ପ୍ରତିବାଦୀ ସାହିତ୍ୟ ' ଶୀର୍ଷକ ସଂପର୍କରେ ଆଲୋଚନା କରି ଆଲୋଚକ…

ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି- 5T ଉପକ୍ରମରେ ମିଳିବ ମାଗଣା ପାଠ୍ୟପୁସ୍ତକ ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ  ଭୁବନେଶ୍ୱର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର…

ଟିବିଆଇ ପକ୍ଷରୁ ବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ

ସାଲେଭଟା /ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ-: ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ଟିବିଆଇ(ଟାଟା ବିଲଡିଂ ଇଣ୍ଡିଆ )ଆରମ୍ଭ କରିଛି ବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ | ଗତ ତା 8/8/2023 ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଧୀନ…