ହତ୍ୟା ଅଭିଯୁକ୍ତ ଗିରଫ

ବାଣପୁର/ଖୋର୍ଦ୍ଧା :(ସେକ୍ କୌସର)ବାଣପୁର ଥାନା ଅଞ୍ଚଳରେ ଏକ ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ କେନାଲ ସାହିରରଞ୍ଜନ ଷଡ଼ଙ୍ଗୀ (୨୮)ଙ୍କ ସହ ଗୋପାଳପୁର ଗ୍ରାମର ରଜତ ମିଶ୍ର (୩୦)ଙ୍କ ମଧ୍ୟରେ କୌଣସି କାରଣରୁ ଗତ ମଙ୍ଗଳବାର…

ଏଡସ ନିରାକରଣ ସଚେତନତା ମାରାଥନ

ବଲାଙ୍ଗିର/ସନ୍ତୋଷ ଠାକୁର : ଏଡସ ନିରାକରଣ ସଚେତନତା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ମାରାଥନ ଦୌଡ ପ୍ରତିଯୋଗୀତା ରାଜେନ୍ଦ୍ର କଲେଜ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପିଢିଙ୍କୁ ଏଚଆଇଭି ଏଡସ ଉପରେ ସଚେତନତା…

କଥାରେ ନୁହେଁ….. କାମ କରି ଦେଖାଇଲେ ବିଧାୟିକା ବର୍ଷା ସିଂ ବରିହା

ଜବାବ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଇଲେ ଲୁହୁରାକୋଟ ଅସ୍ଥାୟୀ ପୋଲ କଥା ରଖିଥିବା ଯୋଗୁ ବିଧାୟିକାଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ କିଛି ଦିନ ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ ଡଙ୍ଗାରେ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇ ବିଛିନ୍ନାଞ୍ଚଳ ପରିଦର୍ଶନ…

ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା କଲେ ବିଧାୟିକା l

ଝାରବନ୍ଧ/ମନୋହର ଦାଶ :- ଝାରବନ୍ଧ ବ୍ଲକ୍ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ୧୪ ଗୋଟି ପଞ୍ଚାୟତ ରେ ହୋଇଥିବା ବିଭିନ୍ନ କାମ ଗୁଡିକର ସମୀକ୍ଷା କରିଛନ୍ତି ବିଧାୟିକା ବର୍ଷା ସିଂ ବରିହା l ଏଥି ସହିତ ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ଗୁଡ଼ିକ ସମ୍ପୂର୍ଣ୍ଣ…

ମିଟର ରିଡର ଲକ୍ଷ୍ମୀନାରାୟଣଙ୍କ ନିର୍ମମ ହତ୍ୟାକୁ ନେଇ ଇନ୍ଦୁପୁର ବିଦୂତ କର୍ମଚାରୀଙ୍କ ନିଆରା ପ୍ରତିବାଦ

କେନ୍ଦ୍ରାପଡ଼ା : ଭଞ୍ଜନଗର ଠାରେ ମିଟର ରିଡର ସ୍ୱର୍ଗତ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ନିର୍ମମ ହତ୍ୟା ର ପତ୍ରିବାଦ ରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ବିଦ୍ୟୁତ କର୍ମଚାରୀ ଙ୍କ ତରଫରୁ ନିଆରା ପ୍ରତିବାଦ କରାଯାଇଛି l କର୍ମଚାରୀ ଙ୍କ ସୂଚନାଅନୁସାରେ 8 ରୁ 10 ହଜାର ଟଙ୍କାରେ ଚାକିରୀ…

ବର୍ଷାରେ ଶିକ୍ଷକଙ୍କ ବିଶାଳ ର‌୍ୟାଲି : ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର,୧୬ରୁ ଝୁଲିବ ବିଦ୍ୟାଳୟରେ ତାଲା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାର କ୍ରମାଗତଭାବେ ପ୍ରାଥମିକ ଶିକ୍ଷକମାନଙ୍କୁ ଅବହେଳା କରିଚାଲିଛନ୍ତି । ଶିକ୍ଷକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି କିମ୍ବା ଅଧିକାର ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା,ଛଅ…

ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାର ଥିବା ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାରରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ଯୋଗାଇ ଦିଆଯାଇଅଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାର ଥିବା ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାରରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ଯୋଗାଇ ଦିଆଯାଇଅଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ସେଫ୍ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓ.ଏମ.ଏମ ଏବଂ ଆଇ ଏଚ୍ ଏମ୍ ର ମିଳିତ ପଦକ୍ଷେପ

ଭୁବନେଶ୍ୱର - ଓଡ଼ିଶା ମିଲେଟ ମିଶନ (ଓ.ଏମ.ଏମ) ଇନଷ୍ଟିଟ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଂଟ (ଆଇ ଏଚ୍ ଏମ୍) ସହଭାଗିତାରେ ନିକଟରେ ଓଡିଶାର ବିଭିନ୍ନ ହୋଟେଲରୁ ସେଫ୍ ମାନଙ୍କ ପାଇଁ ଦୁଇ ଦିନିଆ ମିଲେଟ୍ ରେସିପି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହା ୭ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ…

ଏମାନଙ୍କ ଗ୍ରିଭାନ୍ସ ଶୁଣିବାକୁ କିଏ ଯିବ ???

"ଇନ୍ଦିରା ଆବାସ କିମ୍ବା ମୋ କୁଡିଆ ଯୋଜନା ଆମ ପାଇଁ ସ୍ବପ୍ନ" ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଦେଶ ପାଳୁଛି ସ୍ୱାଧିନତାର ଅମୃତ ଉତ୍ସବ, କିନ୍ତୁ ଆଜି ବି ଲୋକେ ଅନ୍ଧକାର, ଅବହେଳିତ ନିଷ୍ପେସିତ ଜୀବନ ବିତାଉଛନ୍ତି। ହଁ ଆଜ୍ଞା ଆଜି ବି ଏମିତି ପରିବାର ଅଛନ୍ତି ଯେଉଁମାନେ କି ନିଜର ଅଧିକାର ପାଇଁ…