Sign in
Sign in
Recover your password.
A password will be e-mailed to you.
ଆଦିତ୍ୟ ବିର୍ଲା ସ୍କିଲ୍ସ୍ ସେଣ୍ଟର: ସମ୍ବଲପୁରରେ ଦୀର୍ଘସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରୁଛି
ଭୁବନେଶ୍ୱର : ହିଣ୍ଡାଲକୋ ଦ୍ୱାରା ୨୦୨୦ରେ ହୀରାକୁଦରେ ଆରମ୍ଭ କରାଯାଇଥିବା ଆଦିତ୍ୟ ବିର୍ଲା ସ୍କିଲ୍ସ୍ ସେଣ୍ଟର (ଏବିଏସ୍ସି) ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ୪୦୦ରୁ ଅଧିକ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରିଛି ଏବଂ ସେମାନଙ୍କ ମଧ୍ୟରୁ…
ପାରଚିପାର ଉପନିର୍ବାଚନରେ ବିଜେପି ସମର୍ଥିତ ସମିତି ସଭ୍ୟ କମଳ ଗଣ୍ଡ ବିଜୟୀ
ପୁଷ୍ପାରାଣୀ./ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରଚିପାରା ପଂଚାୟତର ରେ ଗତ ଅଗଷ୍ଟ ୦୯ ତାରିଖ ଦିନ ସମିତି ସଭ୍ୟ ନିମନ୍ତେ ଉପନିର୍ବାଚନ ହୋଇଥିଲା। ଏହି ନିର୍ବାଚନ ପାଇଁ ୧୨ଟି ଵୁଥ କରାଯାଇଥିଲା ୧୨ ବୁଥ ରେ ୫୧୪୮ ଭୋଟର ମତଦାନ କରିଥିଲେ । ତେବେ ବାହାଲୁ ଗଣ୍ଡ ଗତ କିଛି ମାସ…
ନୃର୍ତ୍ତାଙ୍ଗ ପଞ୍ଚାୟତରେ ବିଜେଡିର ବାଜିମାତ : 127 ଖଣ୍ଡ ଭୋଟରେ ପବିତ୍ରମୋହନ ବରାଳ ଙ୍କ ବିଜୟ
ଏକ ବିକଶିତ ପଞ୍ଚାୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ହାତମୁଠାକୁ ଟାଣ କରିପାରିଛନ୍ତି ନୁର୍ତ୍ତାଙ୍ଗ ପଞ୍ଚାୟତ ବାସୀ l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ…
ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ପକ୍ଷରୁ ୨୦୦ଟି ଇ-ବସ୍ ଚଳାଚଳ ଆରମ୍ଭ ହେବ: ଶ୍ରୀ ବୋଥ୍ରା
ଭୁବନେଶ୍ୱର, ଅଗଷ୍ଟ ୧୦ : ରାଜଧାନୀରେ ବସ୍ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍ୟୁଟି) ଆଗାମୀ ୨ ମାସ ମଧ୍ୟରେ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବ ବୋଲି ଆଡିସ୍ନାଲ୍ ଡିଜି (କ୍ରାଇମ୍) ତଥା କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ…
ସବୁ ବିଦ୍ୟାଳୟରେ ଅଭିଭାବକ – ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ…
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ (ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ) ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ହେବ । ଏଥିରେ ସମସ୍ତ ଅଭିଭାବକ, ଏସ.ଏମ.ସି. ଓ ଏସ.ଏମ,ଡିସିର…
ସରସ୍ୱତୀ ଶିଶୁ ମନ୍ଦିରରେ ମାତୁସମ୍ମିଳନୀ ଅନୁଷ୍ଠିତ
ଗାଇସିଲାଟ/ମନ ଡନସନା- ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରର ଗାଇସିଲାଟ ଠାରେ ଆଜି ବାଟିକା ବିଭାଗର ମାତୁସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ପଦ୍ମପୁର ସଂକୁଳର ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ, ଯୁଗ୍ମ ସଂପାଦିକ ବୁନ୍ଦାବତୀ ସାହୁ ଯୋଗଦାନ କରିଥିଲେ। ଅତିଥି…
ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ରୂପାନ୍ତର ପାଇଁ ୨ କୋଟି ମଞ୍ଜୁର
ନିର୍ମାଣ ହେବ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ,
ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ ହେବ,
ବର୍ଷକୁ ଏକ ଲକ୍ଷ ପର୍ଯ୍ୟଟକ ଆସିବାର ସମ୍ଭାବନା
ଭୁବନେଶ୍ୱର: ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ…
ମୋର ମାଟି, ମୋର ଦେଶ
ଜଗତସିଂହପୁର,ତା-୧୧.୦୮.୨୦୨୩/ସୁମନ୍ତ କୁମାର ଦାସ: ଭାରତ ବର୍ଷ ମାଟିର ମହାନତା ସାରା ବିଶ୍ୱରେ ଚର୍ଚ୍ଚିତ l ଦେଶର ପରାଧୀନତାକୁ ନେଇ ସ୍ୱାଧୀନ ହେବା ପର୍ଯ୍ୟନ୍ତ ମାଟି ଗାଥା ହିଁ ଅନ୍ୟତମ l ଭାରତ ବର୍ଷର ପ୍ରତି ଗ୍ରାମରୁ ବୀର ପୁରୁଷର ଜନ୍ମ ନେଇ ଦେଶ ପାଇଁ ଲଢ଼ିବା, ଦେଶକୁ ସୁରକ୍ଷା ଦେବ ଏହି…
ମୈତ୍ରୀ ମାଲିକଙ୍କ ଡୁମେର ପଦର ଗ୍ରାମ ଗସ୍ତ : ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ର ଅବହେଳିତ କଳାହାଣ୍ଡି ଜିଲ୍ଲା ସଂଲଗ୍ନ କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପଞ୍ଚାୟତର ଡୁମେର ପଦର ଗ୍ରାମରେ ଆଜି ମୈତ୍ରୀ କମ୍ପାନୀ ଅଧକ୍ଷ ଙ୍କର ଗସ୍ତ ହୋଇଥିଲା । ଗସ୍ତ ସମୟରେ ଗାଁ ଲୋକେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପରିବେଷଣ…
ରାଜ୍ୟ କ୍ୟାବିନେଟରେ କୁସୁମି ଜଳସେଚନ ପାଇଁ ସ୍ୱତନ୍ତ୍ର ଅନୁଦାନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନୟାଗଡ଼ ଜିଲ୍ଲାରେ ଜଳସେଚନ ପାଇଁ ସ୍ୱତନ୍ତ୍ର ଅନୁଦାନ ମଂଜୁର ହୋଇଛି। ନୟାଗଡ଼ରେ ପ୍ରବାହିତ କୁସୁମି ନଦୀ ଜଳସେଚନ ପ୍ରକଳ୍ପ ଅଧୀନରେ ଭୂତଳ ପାଇପ ଜଳଯୋଗାଣ ତଥା ବିଦ୍ୟୁତିକରଣ…