ଟିକିରି ସୋରିଷ ପଦର ଛକ ଠାରେ ଆଦିବାସୀ ଜାତି ସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ସୋରିଷ ପଦର ଛକ ନିକଟରେ ଥିବା ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସରସ୍ବତୀ ମାଝି SDC ରାୟଗଡା ଚେରମନ୍ଏ ଅନୁଷୟା ମାଝି ସହ ବ୍ଳକ ଚେରମେନ କଣ୍ଠ…

ଆଜି ରାଇଘର ବ୍ଲଜ ପଞ୍ଚାୟତ ବିଶ୍ୱ ଆଦିବାସୀ ଦିବସ ପାଳନ

ରାଇଘର:-୦୯/୦୮.ପୁଷ୍ପାରାଣୀ ହରିଜନ ;ଆଜି ଦିନରେ ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ନିଜ ର ହିକ ପାଇଁ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥାଏ । ଆଜି ସେହି ପରି ଭାବରେ ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ଗାଁ ଗୁଡ଼ିକରେ…

ଅତିରିକ୍ତ ଜିଲ୍ଲାପାଳ ଭାବେ ମହେଶ୍ଵର ନାୟକଙ୍କ ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ଶ୍ରୀ ମହେଶ୍ଵର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀ ନାୟକ ଏହା ପୂର୍ବରୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ l ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ…

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାର ସୁନିଶ୍ଟିତ ହେବ ଜନଜାତି ମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ ସୃଷ୍ଟି ହେବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,: ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ…

ବିଶ୍ଵ ଆଦିବାସୀ ଦିବସ ପାଳିତ

ପଦ୍ମପୁର :- ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ପ୍ରଥମେ ଟାଉନ ହଲରୁ ଉପଖଣ୍ଡ ଆାଦିବାସୀ ସଂଘ ନିଜର ପାରମ୍ପରିକ ଅସ୍ତ୍ର ଶସ୍ତ୍ର, ବାଦ୍ୟ ଓ ନୃତ୍ୟ ସହିତ ସହର ପରିକ୍ରମା କରିବା ସହିତ ଗୋରୁ ବଜାର ପ୍ରାଙ୍ଗଣ ରେ ପହଁଞ୍ଚିଛି ଥିଲେ l ଏହି ସଭା ରେ…

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମନୋରମା ହଲ୍‌ ଉଦ୍‌ଘାଟିତ

କଟକ/ଭୁବନେଶ୍ଵର: କଟକସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆଜି ମନୋରମା ମହାପାତ୍ରଙ୍କ ସ୍ମାରକୀ ହଲ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ…

ଇକୋରୋ ପକ୍ଷରୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ନବୀକୃତ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡ ଉଦ୍ଘାଟିତ

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ନବୀକୃତ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡ ଉଦ୍ଘାଟନ କରୁଛନ୍ତି ।…

ନୃତତ୍ତ୍ୱ ଅବହେଳିତ ବର୍ଗଙ୍କୁ ସଶକ୍ତ କରିଥାଏ

କିସରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ ଭୁବନେଶ୍ୱର, ୯ ।୮: କିସ୍‍ ବିଶ୍ୱବିଦ୍ୟାଳୟରେ ଆଜି ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ ହୋଇଛି । କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁନାଇଟେଡ୍‍ ଇଣ୍ଡିଆ ଆନ୍‍ଥ୍ରୋପୋଲୋଜି ଫୋରମ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ…

` ହର ଘର ତ୍ରିରଙ୍ଗା´ : ଡୁଡୁକା ଓ ଆଗଲପୁର ଉପ ଡାକଘର ଗୁଡିକରେ ତ୍ରିରଙ୍ଗା ବିକ୍ରୀ ଆରମ୍ଭ

ସାଲେଭଟା/ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ - କେନ୍ଦ୍ର ସରକାରଙ୍କ ` ହର ଘର ତ୍ରିରଙ୍ଗା´ କାର୍ଯ୍ୟ କ୍ରମ ଅନୁଯାୟୀ ଗତ କାଲି ତା 8/8/2023 ଠାରୁ ବଲାଙ୍ଗୀର ଜିଲ୍ଲା ସାଲେଭଟା ଡୁଡୁକା ଓ ଆଗଲପୁର ଉପ ଡାକ ଘର ଗୁଡିକରେ ତ୍ରିରଙ୍ଗା ର ବିକ୍ରୀ ଆରମ୍ଭ ହୋଇ ଯାଇଛି | ଗୋଟିଏ ତ୍ରିରଙ୍ଗା ର…

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ

- ଦରିରେ ବସିବେ, ରଙ୍ଗୀନ ଡେକ୍ସରେ ଲେଖିବେ - କାନ୍ଥଚିତ୍ର, ଶୈକ୍ଷିକ ଉପକରଣ ବଢ଼ାଇବ ଆଗ୍ରହ - ପ୍ରଥମ ପର୍ଯ୍ୟାୟରେ ୬ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ସାମିଲ ଭୁବନେଶ୍ୱର,୯ା୮: ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁ୍ଲ୍ର ପରିବେଶ ବଦଳିବ । ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା…