Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼, ୧୮/୦୮(ବସନ୍ତ କୁମାର ଜେନା): ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ବୈଠକ ଏବଂ ମିଲେଟ ବ୍ୟଞ୍ଜନ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜାନକୀ ବଲ୍ଲଭ ମହାପାତ୍ର ସ୍ଵାଗତ…
ରେଳଧାରଣା ନିକଟରୁ ଟିଫିନ ବୋମା ଜବତ ।
ସୁନ୍ଦରଗଡ଼ /ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ପାର୍ଶ୍ଵରୁ ଡିବିଏଫ ଯବାନ ମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଟିଫିନ୍ ବୋମା ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଏକ୍ସ୍…
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲା ସରସକଣା ବ୍ଳକ୍ ସ୍ଥାନୀୟ ଝlଡପୋଖରିଆ ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବ ନୀୟ ଘଟଣା ସୂଚନା ମୁତାବକ ଗତ ୧୬ ତାରିଖ ବୁଧବାର ରାତ୍ର ରେ ଦୁଷ୍କର୍ମ ହୋଇଥିବାର ଝଡ଼ପୋଖାରିଆ ଥାନା ରେ ଅଭିଯୋଗ ହୋଇଛି ।ବୁଧବାର ରାତି ମା ବାପା ସହିତ ରାତି ଭୋଜନ…
ଉଚ୍ଚଶବ୍ଦ ସମ୍ପର୍ଣ୍ଣ ପ୍ରେସର ହର୍ଣ୍ଣ ଓ ସାଇଲେନ୍ସର ଶବ୍ଦରେ ସହର ଫାଟିପଡୁଛି
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସଦର ମହକୁମାରରେ ବର୍ତ୍ତମାନ ଦେଖା ଦେଇଛି ଶବ୍ଦ ପ୍ରଦୂଷଣ ସମସ୍ୟା। ଏନେଇ ଜନ ସାଧାରଣ ଯେତେ ଯାହା ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ଜନ ସାଧାରଣରେ ଅସନ୍ତୋଷ ଉଗ୍ରରୂପ ନେବାକୁ ବସିଲାଣି ।…
ସୋଆରେ “ମେରା ମିଟି, ମେରା ଦେଶ” ଓ “ବିଭାଜନ ବିଭିଷୀକା ସ୍ମୃତି ଦିବସ” କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ “ମେରା ମିଟି, ମେରା ଦେଶ” ଶୀର୍ଷକ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ଛତାବର ଗ୍ରାମ ପଂଚାୟତ ଅନ୍ତର୍ଗତ ବିନ୍ଧ୍ୟଗିରି ଗ୍ରାମରେ ଆୟୋଜିତ ହୋଇଯାଇଛି ।…
ଭୁବନେଶ୍ୱରରେ ମର୍ସିଡିଜ୍-ବେଞ୍ଜ୍ର ବହୁପ୍ରତିକ୍ଷିତ ଏସ୍ୟୁଭି ନୂଆ ଜିଏଲ୍ସିର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ସବୁଠାରୁ ଆକର୍ଷଣୀୟ ଲକ୍ଜରୀ କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍-ସାଇଜ୍ ଲକ୍ଜରୀ ଏସ୍ୟୁଭି, ନୂଆ ଜିଏଲ୍ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି । ନୂଆ ଜିଏଲ୍ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର…
କାଶୀପୁର ବ୍ଲକ କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ଘେରାଉ ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂଗ୍ରେସ ତରଫରୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ବୁଖରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମେତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ଗର୍ଜିଥିଲା ବ୍ଲକ କଂଗ୍ରେସ ।
ମୁଖ୍ୟ ବିଷୟ ଥିଲା , ବ୍ଲକ…
ଦୁଇ ରାୟ ଗଲେ, ଆସିଲେ ଦୁଇ ବଳ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦିଲ୍ଲୀପ କୁମାର ବଳ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟ…
କଂଗ୍ରେସ ଦଳର ନ ଦଫା ଦାବି ନେଇ ବିକ୍ଷୋଭ ।
ଅସ୍ତରଂଗ: ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ, ନ ଦଫା ଦାବି ନେଇ ,ଶୁକ୍ରବାର ଦିନ ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ସୁକାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷ ତାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅସ୍ତରଙ୍ଗ ବ୍ଲକ ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇ ଅଛି…
କେର୍ମେଲାବାହାଲ ରେ ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ।
ପଦ୍ମପୁର - ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ କେର୍ମେଲାବାହାଲ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଛି। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମାବେଶ କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…