Sign in
Sign in
Recover your password.
A password will be e-mailed to you.
ତରଭା ବ୍ଲକ୍ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର l
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ର ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…
ମଡେଲ ଡିଗ୍ରୀକଲେଜରେ ଚକ୍ଷୁଦାନ ସଚେତନତା ପକ୍ଷ 2023 ପାଳିତ
ନବରଙ୍ଗପୁର/ଅଶୋକ ସାହୁ; ନବରଙ୍ଗପୁର ଜିଲ୍ଲାର ଟିରଲିଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା ଓ ଜିଲ୍ଲା ସ୍ବାସ୍ଥ୍ୟସମିତି ନବରଂଗପୁର ର ମିଳିତଆନୁକୁଲ୍ୟରେ ଚକ୍ଷୁଦାନ ସଚେତନତା ପକ୍ଷ 2023 ପାଳନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର…
“ଆପଣମାନେ ଖୁସି ତ? ” : ମହାନଗରର ଗରିବ ପାଇଲେ ଭୂମି ଅଧିକାର
ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ, ନୂଆ ପରିଚୟ- ମୁଖ୍ୟମନ୍ତ୍ରୀ
ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ.
ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର
ଜାଗା ସହ ମିଳିବ ଘର ତିଆରି…
ବଣିକ ଶିକ୍ଷାନୁଷ୍ଠାନକୁ କାଞ୍ଚନ କର୍ପୋରେଟ୍ ଆୱାର୍ଡ
ଭୁବନେଶ୍ୱର(୨୮/୮/୨୩): ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବଣିକ ଶିକ୍ଷାନୁଷ୍ଠାନକୁ ମିଳିଛି ଚତୁର୍ଥ କାଞ୍ଚନ କର୍ପୋରେଟ୍ ଆୱାର୍ଡ-୨୦୨୩ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସର୍ବଶ୍ରେଷ୍ଠ କୋଚିଂ ଅନୁଷ୍ଠାନ ଭାବେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଗତ ଶନିବାର ଦିନ…
ପୂଜାରୀ ଖୋଜୁଛନ୍ତି ଯଦି ଯାନ୍ତୁ MoPujari.Com ୱେବସାଇଟକୁ
ଭୁବନେଶ୍ୱର : ଜୟ ଓଡ଼ିଶା ର ନୂତନ ପ୍ରୟାସ MoPujari.Com ୱେବସାଇଟ। ଖାରବେଳ ନଗର ସ୍ଥିତ ଗିରିଦୁର୍ଗା ମନ୍ଦିର ରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପୂଜାରୀ ଙ୍କ ଉପସ୍ଥିତି ରେ ଏହାର ଶୁଭାରମ୍ଭ ହୋଇଥିଲା।ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଥମେ ଏକ ଉଦଘାଟନୀ ଯଜ୍ଞ ହୋଇଥିଲା ଓ ଉପସ୍ଥିତ ସମସ୍ତ ପୂଜାରୀ…
ସରସ୍ବତୀ ବିଦ୍ୟାପୀଠର କବିତା ଆବୃତ୍ତି ପ୍ରତିଯୋଗିତା
ରାଉରକେଲା(ବସନ୍ତ କୁମାର ଜେନା):- କୋଏଲ ନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠ ଠାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ ଓ ପ୍ରଧାନ ଶିକ୍ଷକ ଶିଶିର ପାଣି ଙ୍କ…
ମ୍ୟୁଜିକ ସେଲିବ୍ରେସନର କିଶୋର କୁମାର ନାଇଟ୍
ରାଉରକେଲା(ବସନ୍ତ କୁମାର ଜେନା):- ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ପ୍ରଖ୍ଯାତ ଗାୟକ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 'ଗାତେ ରହେ ମେରା ଦିଲ୍' ଆୟୋଜିତ କରାଯାଇଥିଲା । ରାଉରକେଲା କ୍ଲବଠାରେ ଅନୁଷ୍ଠାନର ସଭାପତି ହିମାଂଶୁ ମହାନ୍ତିଙ୍କ…
ଜିଲ୍ଲାସ୍ତରୀୟ ଝରିଆ ଗଉଡ ସମାଜ ତରଫରୁ ବନ ମହୋତ୍ସବ ଅନୁଷ୍ଠିତ !
ସୁନ୍ଦରଗଡ /କିଞ୍ଜିରକେଲ(ବସନ୍ତ କୁମାର ଜେନା):- କିଞ୍ଜିରକେଲ ସ୍ଥିତ ଗିରିଗୋବର୍ଦ୍ଧନ ପର୍ବତରେ ଜିଲ୍ଲାସ୍ତରୀୟ ଝରିଆ ଗଉଡ ସମାଜର ସଭାପତି ସୁରେଶ ଚନ୍ଦ୍ର ବାଘଙ୍କ ନେତୃତ୍ୱରେ ପ୍ରଥମେ ଗିରିଗୋବର୍ଦ୍ଧନ ପର୍ବତରେ ଶ୍ରୀକୃଷ୍ଣ ଙ୍କୁ ପୂଜା କରାଯାଇଥିଲା ! ପରେ ସମାଜ ତରଫରୁ ବନ ମହୋତ୍ସବ…
ପାରଳା ବିଧାୟକଙ୍କ ତେଲେଙ୍ଗାନା ରାଜ୍ୟରେ ବିଜେପି ପାଇଁ ପ୍ରଚାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଭାରତୀୟ ଜନତା ପାର୍ଟି ର କେନ୍ଦ୍ରୀୟ ନିର୍ଦ୍ଦେଶ ଅନୁସାରେ ଓଡିଶାରୁ ଯାଇ ତେଲେଙ୍ଗାନାରେ ବିଜେପି ପାଇଁ ପ୍ରଚାର କରିବା ସହ ଆସନ୍ତା ନିର୍ବାଚନ ପାଇଁ ଦଳୀୟ ରଣନୀତି…
ପର୍ଶୁରାମ ବାହିନୀ କର୍ମକର୍ତ୍ତା ଚୟନ
ପଦ୍ମପୁର :- ସ୍ଥାନୀୟ ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ତପ ଠାରେ ପଦ୍ମପୁର ପର୍ଶୁରାମ ବାହିନୀର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା।ବ୍ରାହ୍ମଣ ସମାଜର ସଭାପତି ଜୟନାରାୟଣ ତ୍ରିପାଠୀ,ସଂପାଦକ ଚନ୍ଦ୍ରଶେଖର ପୁରୋହିତ,କୋଷାଧ୍ୟକ୍ଷ ଶାନ୍ତନୁ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପର୍ଶୁରାମ…