Sign in
Sign in
Recover your password.
A password will be e-mailed to you.
କଟକ ସଦର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ କୃତଜ୍ଞତା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ)- କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୧୪ଗୋଟି ପଂଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେବା ପାଇଁ ସରକାରଙ୍କ ପକ୍ଷରୁ ୧୦୦କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଅନୁଦାନ ଯୋଗଇ ଦିଆଯାଇଛି । ଯୋଗାଇ ଦିଆଯାଇଥିବା ଅନୁଦାନ ଗୁଡ଼ିକରେ…
ଭେଡା ଗ୍ରାମପଞ୍ଚାୟତର ୮୦ରୁ ଉର୍ଦ୍ଧ କର୍ମୀ ପଦ୍ମ-ହାତ ଛାଡି ଶଙ୍ଖ ଫୁଙ୍କିଲେ : ବିରୋଧୀ ଙ୍କୁ ଶକ୍ତ ଝଟକା !
https://youtu.be/_8KQ27FfKYY
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫୁଙ୍କିଲେ ଶଙ୍ଖ
(ମାହାଙ୍ଗା-ଶାସକ ପ୍ରଶାସକ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ…
ପାଇପ ବିଛେଇବାରେ ତ୍ରୁଟି, ପାଣି ପାଇଁ ଗ୍ରାମବାସୀଙ୍କ ଗରିଆ ବାଲ୍ଟି ରଖି ଅଭିନବ ପ୍ରତିବାଦ
ଜମନକିରା(ଲିପନ ନାଏକ ): ଜଳ ବିନା ଜୀବନ କଷ୍ଟ, ସଂସାରରେ ଜଳ ଉପରେ ସମସ୍ତଙ୍କ ସମାନ ଅଧିକାର ରହୁଥିବା ବେଳେ ଅନେକ ଅଂଚଳରେ କିଛି ସ୍ୱାର୍ଥପର ଲୋକ ନିଜସ୍ୱ ସମ୍ପତି ଭାବେ ବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳ ଟୋପାଏ ପାଇଁ ଲୋକେ ସଂଘର୍ଷ କରୁଥିବା ବେଳେ ଲୋକେ ପାଣି ଅପବୟ…
ପ୍ରଖ୍ୟାତ କବି ଶ୍ରୀ ଜୟନ୍ତ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକା ଶ୍ରୀମତୀ ଅତସୀ ଦାସ ପ୍ରଖ୍ୟାତ କବି ତଥା ଅଧ୍ୟାପକ ଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ଆଜି ସାକ୍ଷାତ କରିଛନ୍ତି । ଶ୍ରୀ ମହାପାତ୍ର ଅସୁସ୍ଥ ହୋଇ…
ସାନଖେମୁଣ୍ଡିରେ ପାଣ୍ଡିଆନ |
ସାନଖେମୁଣ୍ଡି (ରମେଶ ପ୍ରଧାନ) :ତିନିଦିନିଆ ଗଂଜାମ ଗସ୍ତରେ ଫାଇବ ଟି ସଚିବ ଭି କେ ପାଣ୍ଡିଆନ ଆସିଥିବା ବେଳେ |ଶେଷ ଦିନରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଜଗନାଥପୁର ଛକ ସଭା ରେ ଶ୍ରୀ ପାଣ୍ଡିଆନ ପହଁଚି ବହୁ ପ୍ରତିଶୃତି ଦେଇଛନ୍ତି |ଓଡ଼ିଶାର ସର୍ବାଧିକ ଅଭିଯୋଗ ପତ୍ର ସାନଖେମୁଣ୍ଡି ରେ…
ବିଜେଡି ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି : ଡ. ଯତୀନ ମହାନ୍ତି
ବିଜେଡି ସରକାର ବିଜ୍ଞାପନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି, ତାହାର ତଥ୍ୟ କେବେ ସାର୍ବଜନୀନ ହେବ
ବିଜେଡି ଦଳର ନେତାମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ
ମହାପ୍ରଭୁ ଶ୍ରୀ ଜଗନ୍ନାଥ…
ନାଗସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ
ସାରସକଣା ବ୍ଲକ ରୁ ଦିପୁ ମହାପାତ୍ର: ନାଗସାପ କାମୁଡ଼ାରେ ଚାଷୀର ମୃତ୍ୟୁI ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସରସକଣା ବ୍ଲକ ନେଦା ଗ୍ରାମରେ I ସୂଚନା ଅନୁଯାୟୀ ବିରବର ସିଂ ଆଜି ସକାଳ ଦଶ ଘଟିକା ସମୟରେ ବିଲକାମ କରିବା ପାଇଁ ନିଜ ବିଲକୁ ଯାଇଥିଲେ l ସେଠାରେ କାମ…
ଲୋକପ୍ରତିନିଧି ଅପେକ୍ଷା ସଚିବଙ୍କ ହାଇ ସିକ୍ୟୁରିଟିକୁ ନେଇ ଓଡ଼ିଶା ସରକାରଙ୍କ ଅଧିକ ଚିନ୍ତା : ସମୀର ମହାନ୍ତି
କିଛି ଦିନ ହେବ ଯେଉଁଭଳି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡି ନେତାମାନେ ପ୍ରାୟୋଜିତ ଭାବେ ଦିବାଲୋକରେ ରାସ୍ତାରେ ଅତର୍କିତ ଭାବରେ ଅଟକାଇବା ପାଇଁ ଚେଷ୍ଟା କରିବା ସହ ଜନକଲ୍ୟାଣକାରୀ କାର୍ଯ୍ୟକୁ ବାଧା ଦେଉଛନ୍ତି, ତାହା ଠିକ୍ ନୁହେଁ ଏବଂ ଗଣତନ୍ତ୍ର ପାଇଁ ବିପଦ…
ଦୁଇ ଆଖି ଦାନ କରି ସମାଜକୁ ଦିଗଦର୍ଶନ ଦେଇଗଲେ କୁନି ପରି ରଞ୍ଜନା
ସାରସକଣା ରୁ ଦିପୁ ମହାପାତ୍ର- ଦୁନିଆ କଣ ଜାଣିବା ଆଗରୁ ଆଖି ବୁଜିଦେଲା କୋମଳମତୀ ଶିଶୁଟି। ଆଉ ଦୁନିଆକୁ ଦେଇଗଲା ଅଭୁଲା ବାର୍ତ୍ତା। ଗୋଟିଏ ପଟେ ଅଗଷ୍ଟ ୨୩ ତାରିଖ ସାରା ଭାରତ ବର୍ଷ ଚନ୍ଦ୍ରଯାନର ସଫଳତା ପାଇଁ ଖୁସି ମନାଉଥିବା ବେଳେ ସାରସକଣା ବ୍ଲକ ସ୍ଥିତ ଝାରପୋଖରିଆ ଅଞ୍ଚଳରେ ଖେଳିଯାଇଥିଲା…
ଗୋଳକୁଣ୍ଡ ,ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଓ କର୍ମଚାରୀ ଙ୍କ ଭିତରେ ରହୁନାହିଁ ସମନ୍ଵୟ, ବଢୁଛି…
ଯାଜପୁର, (ବାଞ୍ଚାନିଧି ସାହୁ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ଗ୍ରାମ ରେ ରହିଛି ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ,ଏହି ବିଦ୍ୟାଳୟ ରେ 3 ବର୍ଷ ହେବ ନୂତନ ଭାବେ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣପ୍ରଭା ମଲ୍ଲିକ ଦାୟିତ୍ଵ ଗ୍ରହଣ କରିଛନ୍ତି, ଏଠି ଶିକ୍ଷକ ଶିକ୍ଷୟତ୍ରୀ,କିରାଣୀ ,…