ଗାଇସିଲାଟ ମହାବିଦ୍ୟାଳୟରେ ଆମ ଓଡିଶା ନବୀନ ଓଡିଶା ବାର୍ଷିକ ଖେଲକୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

0 2

ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ର ମିନିଷ୍ଟାଡିୟମ୍ ଠାରେ ୪ ଡିନ ଧରି ଚାଲିବ ଆମ ଓଡିଶା ନବୀନ ଓଡିଶା ବାର୍ଷିକ ଖେଲକୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦାନ କରିଥିଲେ। ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ,ପୂର୍ବତନ ପରିଚାଳନା କମିଟି ସଂପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ, ସରୋଜ ଶ୍ରୀ ଭୁଷଣ ସାହୁ, ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ଜୟକେତନ ତ୍ରିପାଠୀ, ନାରାୟଣ ମିଶ୍ର, କ୍ରିଡା କାର୍ଯ୍ୟକ୍ରମ ର ସଂଯୋଜକ ସୁଦୀପ୍ତ କୁମାର ଦାସ, ସୁବାଷ ଚନ୍ଦ୍ର ମାଝୀ,ହେମନ୍ତ କୁମାର ପଣ୍ଡା, ବିଶ୍ବନାଥ ସାହୁ, ବାଚସ୍ପତି ପଧାନ, ଭାରାପ୍ରାପ୍ତ ଅଧ୍ଯକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, ମଞ୍ଚାସୀନ ଥିଲେ।

Leave A Reply

Your email address will not be published.