ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସରକାର ଙ୍କ ଯୋଜନା ସମ୍ୱନ୍ୱିତ ଯୁବ ବିକାଶ ଓ ଭାରତ ସ୍କାଉଟ ଏଣ୍ଡ ଗାଇଡ଼ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀ ମାନେ ବିଶ୍ୱ ଏଡ଼ସ ଦିବସରେ ଏକ ବିରାଟ ରାଲି କରି ନଗର ପରିକ୍ରମା କରି ଶିଶୁ ଉଦ୍ୟାନ ସଫେଇ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଅପରାହ୍ନରେ ବଡଦାଣ୍ଡରେ ଛାତ୍ରୀ ମାନଙ୍କ ଦ୍ୱାରା “ସାବଧାନ ଜନତା” ନାଟକ ପରିଚାଳନା ହୋଇଥିଲା। ଏଥିରେ ବିଶିଷ୍ଟ ସମାଜସେବି ଭି. ଦେବି ପ୍ରସାଦ ପାତ୍ର, ଆଇ ଟି ଆଇ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର, ନଗରପାଳ ଫିରୋଜ଼ ସେଠି, ଓଡ଼ିଆ ଅଧ୍ୟାପିକା ଗୀତାଞ୍ଜଳି ଗୁରୁ,ଆସିଷ୍ଟାଣ୍ଟ ଲାଇବ୍ରାରୀଆନ ସାଙ୍ଗୀତା ବିନ୍ଧାଣିରା, ଶିକ୍ଷା ଡେମନଷ୍ଟ୍ରଟର ମାନସ ରଞ୍ଜନ ପାତ୍ର, ବରିଷ୍ଠ କିରାଣୀ ପ୍ରମୋଦ କୁମାର ପ୍ରଧାନ, ସୁଶ୍ରୀ ଗୀତାଶ୍ରୀ ସାମନ୍ତ, ରୁବିନା ପରିଡା, ଶତ୍ରୁଘ୍ନ ବିଷୋୟୀ, ରତନ ଓ ପ୍ରମିଳା ପ୍ରମୁଖ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.