ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ପାଳିତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ପାରଳାଖେମୁଣ୍ଡି ସହରର କଣ୍ଡରା ସାହିରେ ସେଠିକାର ଶିଶୁ ମାନଙ୍କୁ ନେଇ ପାଳିତ ହୋଇଯାଇଛି।
ଏହି ଅବସରରେ ଶିଶୁ ମାନଙ୍କ ସହିତ ଶିକ୍ଷକ କିଶୋର ଦାସ ଏବଂ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ମିଶି ସେଠିକାର ଦୃଷ୍ଟିହୀନ ଦିବ୍ୟାଙ୍ଗ ଦୁର୍ଯ୍ୟୋଧନ ମଣ୍ଡଳଙ୍କୁ ଫୁଲତୋଡ଼ା ଦେଇ ତାଙ୍କ ପାଖରେ ଥିବା ପ୍ରତିଭା ଗୁଡ଼ିକୁ ସମ୍ମାନ ଜଣାଇ ସମସ୍ତେ ‘ ଜୟ ଜୟ ଶ୍ରୀରାଧେ ‘ ନାମ ବହୁବାର ଉଚ୍ଚାରଣ କରି ଉତ୍ସାହିତ କରାଯାଇଛି।

Leave A Reply

Your email address will not be published.