Sign in
Sign in
Recover your password.
A password will be e-mailed to you.
ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ
ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ SCADA କାର୍ଯ୍ୟକାରୀ ହେବା ସହିତ ଅଧିକ କର୍ମଚାରୀ ଯୋଗାଇଦିଆଯିବ, ବିଦ୍ୟୁତ ଯୋଗାଣ ଜାରି ରହିବ
ଭୁବନେଶ୍ୱର ;ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ…
ଶିବ ଶକ୍ତି ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ, ଯୋଗ ଦେଲେ ବିଧାୟକ ଓ କୁନ୍ଦେଇ ଥାନା ଅଧିକାରୀ।
ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଧୀନରେ ଥିବା ଯୋଡଜୋଙ୍ଗା ଡିଏନକେ ସ୍କୁଲ ପଡ଼ିଆରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଖେଳ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର…
ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତା ପାଇଁ ଜାତୀୟ ସ୍ତରକୁ ମନୋନୀତ
କୁଚିଣ୍ଡା : ଓଡିଶା ଜନଜାତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଓ କଳା ଉତ୍ସବରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ସେମାନ ଙ୍କ ମଧ୍ୟରୁ ସୀମାରେଖା ବାଘ ଇଂରାଜୀ ଭାଷଣ,…
ସାମ୍ବାଦିକଙ୍କ ପିତୃ ବିୟୋଗ
ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଳକ୍ ସାମ୍ବାଦିକ ଝସକେତନ ସାହୁଙ୍କ ପିତା ନିରଞ୍ଜନ ସାହୁ (୬୩) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I ନିରଞ୍ଜନ ବିଳମ୍ବ ରାତ୍ରୀରେ ଅସୁସ୍ଥ ଅନୁଭବ କରିବା ସହିତ ତାଲପାଲି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I ଦୀର୍ଘଦିନ ରୁ ସେ ହୃଦରୋଗରେ…
୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ
ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଠାରେ ୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଛି। ଏହି କାର୍ୟ୍ଯକ୍ରମରେ ମୁଖ୍ଯବକ୍ତା ଭାବରେ ଉମେଶ ଚନ୍ଦ୍ର ମହାପାତ୍ର ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ ଯୋଗଦାନ…
ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ : ଯୋଗ ଦେଲେ ଦୁଇଶହ ପ୍ରତିନିଧି।
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ସେପ୍ଟେମ୍ବର ୧୬ ହେଉଛି ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ । ଏହି ସଫେଇ ଦିବସ ଉପଲକ୍ଷେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ପିର ଯାହାନୀଆ ବେଳାଭୂମି ରେ ଅନୁଷ୍ଠିତ ହୋଇଯାଇଅଛି ବେଳାଭୂମି ସଫେଇ ସହ ସଚେତନତା କାର୍ଯ୍ୟକ୍ରମ । ଗ୍ରୀନ ଲାଇଫ ରୁରାଲ ଆସୋସିଏସନ୍…
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ
୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସଡ଼କ ସୁରକ୍ଷା ଅଭ୍ୟାସରେ ପ୍ରତ୍ୟେକ୍ଷ ଅଂଶଗ୍ରହଣ
ବ୍ରହ୍ମପୁର: ଭାରତରରେ ଏକ ସୁରକ୍ଷିତ ଗାଡ଼ିଚାଳନା ଅଭ୍ୟାସର ସଂସ୍କୃତି ଗଠନ କରିବାର ଆବଶ୍ୟକତା ଉପରେ ପୁନଃ ଗୁରୁତ୍ୱାରୋପ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମ୍ଏସ୍ଆଲ)ର…
ହିନ୍ଦୀ କେବେ ଅନ୍ୟ କୌଣସି ଭାରତୀୟ ଭାଷା ସହିତ ପ୍ରତିଯୋଗିତା କରିନାହିଁ କିମ୍ବା କରିବ ନାହିଁ: ଅମିତ ଶାହ
ନୂଆଦିଲ୍ଲୀ,୧୫ା୯: ହିନ୍ଦୀ ଭାଷା କେବେ ଅନ୍ୟ କୌଣସି ଭାରତୀୟ ଭାଷା ସହିତ ପ୍ରତିଯୋଗିତା କରିନାହିଁ କିମ୍ବା କରିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି । ହିନ୍ଦୀ ଦିବସ ପାଳନ ଅବସରରେ ଶ୍ରୀ ଶାହ ଭାଷାଗତ ବିବିଧା ପାଇଁ ପରିଚିତ ଏକ…
ଟାଟା ଷ୍ଟିଲ୍ ପକ୍ଷରୁ ରିଫ୍ରାକ୍ଟରି ପ୍ରଯୁକ୍ତି-୨୦୨୩ ଉପରେ ଆନ୍ତର୍ଜାତିକ ସେମିନାର
ଅଗ୍ରଣୀ ରିଫ୍ରାକ୍ଟରି ନିର୍ମାତା, ଆର୍ଆଣ୍ଡ୍ଡି କେନ୍ଦ୍ର, ଇସ୍ପାତ କାରଖାନା ଓ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ପ୍ରତିନିଧିଙ୍କ ଦୁଇଦିନିଆ ସେମିନାରରେ ଯୋଗଦାନ
ଭୁବନେଶ୍ୱର , ୧୪ ସେପ୍ଟେମ୍ବର ୨୦୨୩: ଇଣ୍ଡିଆନ ସେରାମିକ୍ ସୋସାଇଟି, ଜାମସେଦପୁର ଚାପ୍ଟର ସହଯୋଗରେ ଟାଟା ଷ୍ଟିଲ୍ ପକ୍ଷରୁ…
ଏସୀୟ କ୍ରୀଡ଼ା ୨୦୨୩ରେ କିଟ୍ ଓ କିସ୍ର ୧୪ ଖେଳାଳି
ଭୁବନେଶ୍ୱର,୧୫ ।୯: ଏସୀୟ କ୍ରୀଡ଼ା-୨୦୨୩ରେ ଉଭୟ କିଟ୍ ଓ କିସ୍ର ୧୪ଜଣ କ୍ରୀଡ଼ାବିତ୍ ଭାରତର ପ୍ରତିନିଧିତ୍ୱ କରିବେ । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚୀନ୍ର ହାଙ୍ଗ୍ଝୁଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ରେ ବିଭିନ୍ନ ବିଭାଗରେ ଏମାନେ ଭାରତର…