ସେକ୍ଟର ୧୫ ରାଧାକୃଷ୍ଣ ମନ୍ଦିର ପରିସରରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ବାରା ଅନ୍ନପୂର୍ଣ୍ଣା ଭବନ…

ରାଉରକେଲା (ବସନ୍ତ କୁମାର ଜେନା):- ଆଜି ସେକ୍ଟର ୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ବିଧାୟକଙ୍କ ପାଣ୍ଠିରୁ ନିମିର୍ତ ସଭାଗୃହ ଅନ୍ନପୂର୍ଣ୍ଣା ଭବନକୁ ରଘୁନାଥପାଲ୍ଲୀ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସୁବ୍ରତ ତରାଇ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ଏକ କମ୍ୟୁନିଟି ହଲ ପାଇଁ ମଧ୍ୟ ଶୁଭ…

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ

ରାୟଗଡ଼ ରୁ ବୈକୁଣ୍ଠ ଦୁରିଆ -୧୬/୯ ଜିଲ୍ଲା ପ୍ରଶାସନ, ରାୟଗଡ଼ ୟୁନିସେଫ ଓ ଆକ୍ସନ ଏଡର ମିଳିତ ଆନୁକୁଲ୍ୟରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତ କରିବା ନିମନ୍ତେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାୟଗଡ଼ ପରିସରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ର କିଶୋରୀ ବାଳିକା ମାନଙ୍କୁ ନେଇ…

କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର

କୁଚିଣ୍ଡା:- (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ ହଲ ଠାରେ ଆଜିଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ରକ୍ତ ଅଭାବ କୁ ଦୂରକରିବା ପାଇଁ କୁଚିଣ୍ଡା ଟାଉନ ହଲ ଠାରେ ସମ୍ବଲପୁର…

ବଡ଼ରମା ଘାଟିରେ ଟ୍ରକ ଦୁର୍ଘଟଣା, ଚାଳକ ଆହତ

ଜମନକିରା: ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବଡ଼ରମା ଘାଟିରେ ଆଜି ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ ଟ୍ରକ ରେଜିଷ୍ଟେସନ ନମ୍ବର ଡବ୍ଲୁବି ୨୭ ୩୫୪୧ ଟି ନାସିକ ରୁ କଲିକତା ଅଭିମୁଖେ ଟମାଟୋ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ଗାଡିଟି…

ଅସ୍ତରଙ୍ଗ ବ୍ଲକ ମିଳିତ ଶିକ୍ଷକ ସାମୁଖ୍ୟର ଆନ୍ଦୋଳନ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମିଳିତ ଶିକ୍ଷକ ସାମୁଖ୍ୟ ତରଫରୁ ବିଭିନ୍ନ ଦାବି ନେଇ ଅସ୍ତରଙ୍ଗ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଅଛି। ଏହି ଆନ୍ଦୋଳନ ଚଳିତ ମାସ ଆଠ ତାରିଖରୁ ଆରମ୍ଭ ହୋଇଥିବା ବେଳେ ସାମୁଖ୍ୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ୧୩…

ଏଣେ ଶିକ୍ଷକ ଶିକ୍ଷୟିତ୍ରୀ କଲେ ପାଲା, ସେଣେ ସ୍କୁଲରେ ପଡିଛି ତାଲା

ପାଲା ମାଧ୍ୟମରେ ସରକାରଙ୍କୁ ଦାବି ଜଣାଇଲେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀ ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଚାରିଦିନ ହେଲା ସମଗ୍ର୍ ରାଜ୍ୟ ଭଳି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି I ଛାତ୍ରଛାତ୍ରୀ ପାଠପଢା ଏବଂ ମଧ୍ୟାହ୍ନଭୋଜନରୁ…

ପାର୍ବଣ ଋତୁ ପାଇଁ ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ସହ ସୁରକ୍ଷା ନିୟମାବଳୀର ଅନୁପାଳନ ନିମନ୍ତେ ପରାମର୍ଶ ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୩ : ଆଗାମୀ ପାର୍ବଣ ଋତୁ ସମୟରେ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ:ସାହସିକତା ଏବଂ ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ୮୫ ଜଣଙ୍କୁ ରାଷ୍ଟ୍ରପତି…

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ବାହିନୀ ଏବଂ କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୮୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ସେମାନଙ୍କର ସାହସିକତା, ଉଲ୍ଲେଖନୀୟ ଏବଂ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତିା ଆଜି ସ୍ଥାନୀୟ…

ଆଜି ଓଡ଼ିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସୁଛନ୍ତି | ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏମଏସଏମଇ…

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର

ଭୁବନେଶ୍ୱର : ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦ୍ଦେଶ୍ୟରେ ଆଜି ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ କୃତ୍ରିମ ଗୋଡ଼ ଯୋଗାଇ…