ବେଲଗୁଣ୍ଠା -:27/8/26-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କୁ POSH ACtସମ୍ବନ୍ଧରେ ଅଧ୍ୟାପକ ସନ୍ତୋଷ କୁମାରପ୍ରାଣିଗ୍ରାହୀ ଏବଂ ଡ଼.ପ୍ରଫୁଲ କୁମା ଜେନା ଜଣାଇଥିଲୋ ଛାତ୍ରୀମାନଙ୍କୁ ନିଜରଅଧିକାର ସମ୍ବନ୍ଧରେ ଅବଗତ କରା ଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ନିଜର ସୁରକ୍ଷା କରିବା ଏବଂ ଦାୟିତ୍ଵ ସମ୍ବନ୍ଧରେ ଅବଗତ କରାଯାଇଥିଲା ଶକ୍ତି ଶ୍ରୀ ସଂଯୋଜିକା ପିଙ୍କି ପାତ୍ର ମଧ୍ୟ ଛାତ୍ରୀ ମାନଙ୍କ ଉପରେ ହୋଇଥିବା ବିଭିନ୍ନ ଅନ୍ୟାୟ ଅତ୍ୟାଚାର ଉପରେ କିପରି ସ୍ଵର ଉଠାଇବେ ନିଜର ସୁବିଧା ଅସୁବିଧା ସମ୍ବନ୍ଧରେ ମହାବିଦ୍ୟାଳୟର ର କିିମିଟିକୁ ଜଣାଇବେ ସେ ସମ୍ବନ୍ଧରେ ସୂଚନାପ୍ରଦାନ କରିଥିଲେ ଓ ଶେଷରେ ସଂଯୋଜିକା ଧନ୍ୟବାଦ ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.