ପେଟ ପୋଷିବା ପାଇଁ ଦାଦନ ହୋଇ ଘର ଛାଡ଼ିଥିଲେ; ଶବ ହୋଇ ଘରକୁ ଫେରିଲେ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଆଁ ସାରା ଖେଳିଯାଇଛି ଶୋକାକୁଳ ପରିସ୍ଥିତି I କାନ୍ଦ ବୋବାଳିରେ ଫାଟି ପଡୁଛି ଗାଆଁ I ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଦାଦନ ହୋଇ ଯାଇଥିବା ଲୋକ ଆଜି ଘରକୁ ଫେରିଛି ଶବ ହୋଇ I ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା…

ବନବିଭାଗ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଢ଼େଙ୍କାନାଳ / ରବିନ୍ ଦାସ ; କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କୀର୍ତ୍ତନପୁର ରେଞ୍ଜ କନ୍ଧରା ଗ୍ରାମ ଫରେଷ୍ଟ ବିଟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ପଶ୍ମିମାଞ୍ଚଳ ବନବିଭାଗ , ଢ଼େଙ୍କାନାଳ ଜିଲ୍ଲା ବନଖଣ୍ଡ ଓ କଳିଙ୍ଗ ଚକ୍ଷୁ ହସ୍ପିଟାଲ ସହାୟତା ରେ…

କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ ଝୁଲୁଛି ତାଲା

ଜଗତସିଂହପୁର,ତା-୧୩.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବାଲିକୁଦା ମେଡିକାଲ ରୋଡସ୍ଥିତ ଜଳସମ୍ପଦ ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ। ଫଳରେ ପାନୀୟଜଳ ଯୋଗାଣ ସମସ୍ୟା ନେଇ ଲୋକେ ଆପତ୍ତି ଅଭିଯୋଗ କରିବାକୁ ଗଲେ କାହା ଦେଖା…

ରତ୍ନ ସିଂହାସନ ନିକଟରେ ରକ୍ତଛିଟା !

ପୁରୀ (ଅନିମେଶ ପଟ୍ଟନାୟକ) : ଜଗା ସାମ୍ନାରେ ମାରପିଟ । ମୁଥ ମରାମରି ଯୋଗୁଁ ରତ୍ନସିଂହାସନ ନିକଟରେ ପଡ଼ିଲା ରକ୍ତ ଛିଟା । ଫଳରେ ଶ୍ରୀଜିଉମାନଙ୍କର ବଡ଼ ମହାସ୍ନାନ କରାଯାଇଛି । ଜଣେ ପିଠା ପସରା ଉଠା କର୍ମଚାରୀ ଓ ଜଣେ ପତ୍ରୀବଡ଼ୁ ସେବାୟତଙ୍କ ମଧ୍ଯରେ ଗଣ୍ଡଗୋଳ ଯୋଗୁଁ ଏପରି ହୋଇଥିବା ଜଣା…

2022-23 ଆର୍ଥିକ ବର୍ଷ ପାଇଁ ବେଲଗୁଣ୍ଠା ତହସିଲ୍ ର ସାଲ୍ ତମାମି ଯାଞ୍ଚ୍

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟ ରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ 2022-23 ଆର୍ଥିକ ବର୍ଷ ପାଇଁ ତହସିଲ୍ ର ସାଲ୍ ତମାମି ଯାଞ୍ଚ୍ କରିଛନ୍ତି I ଆଜି ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି…

କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଚନ୍ଦ୍ରଯାନ-3 ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ପାଇଲିପଡ଼ା ଜନାରୋଗ୍ଯ ସମିତିର ପରିଚାଳନା କମିଟି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଜନାରୋଗ୍ଯ ସମିତିର ପରିଚାଳନା କମିଟି ବୈଠକ ଅଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କମିଟି ଉପାଧ୍ୟକ୍ଷ ତଥା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର…

ଜଗତସିଂପୁର ରେ ଜିଲ୍ଲା ସ୍ତରୀୟ ବିଶ୍ବ ଅଣ୍ଡା ଦିବସ ପାଳିତ

ଜଗତସିଂହପୁର,ତା-୧୩.୧୦.୨୦୨୩/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ "ବିଶ୍ବ ଅଣ୍ଡା ଦିବସ" ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବିଶ୍ବ ଅଣ୍ଡା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ…

ହିଞ୍ଜିଳି ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବହୁ ଛାତ୍ର ଛାତ୍ରୀ ଜାଣିନଥିବା ଅଭିଯୋଗ ହିଞ୍ଜିଳିକାଟୁ ୧୩/୧୦/୨୩ଶୁକୃବାର ରଜତ ପଟ୍ଟନାୟକ ଙ୍କ ରିପୋର୍ଟ୍ ହିଞ୍ଜିଳି ପୋଲିସ ପକ୍ଷରୁ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଙ୍କ ତତ୍ୟବଧାନ ରେ ଏକ ସାଇବାର ସୁରକ୍ଷା…

ମଡେଲ ଡିଗ୍ରୀ କଲେଜରେ ଛାତ୍ରବୃତ୍ତି ସଚେତନତା ଶିବିର

ନବରଙ୍ଗପୁର/ଅଶୋକ ସାହୁ:ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ବିଭିନ୍ନ ପ୍ରକାରର ଛାତ୍ରବୃତ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର…