ବିଜୁ ପରିବାର ର ନୂଆଁଖାଇ ଭେଟଘାଟ ଓ ବନ୍ଧୁ ମିଳନ

ବରଗଡ :- ନୂଆଁଖାଇ ସାରିବା ପରେ ବିଭିନ୍ନ ସ୍ଥାନରେ ବିଶିଷ୍ଟ ବ୍ୟକ୍ତି , ଅନୁଷ୍ଠାନ ତରଫରୁ ସ୍ଵତନ୍ତ୍ର ଭାବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥାଏ । ଭେଟଘାଟ ମଧ୍ୟମ ରେ ସମସ୍ତେ ଏକତ୍ରିତ ହେବାର ସୁଯୋଗ ମିଳିଥାଏ । ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଳକ ର…

ଗଣ୍ଠିବାତ ରୋଗୀ ସୋସିଆଲ ମିଡିଆ, ଟିଭି ଓ ଚାପପୂର୍ଣ୍ଣ କାହାଣୀ ଥିବା ଧାରାବାହିକରୁ ଦୂରେଇ ରହନ୍ତୁ

ଗଣ୍ଠିବାତରୁ ମୁକ୍ତି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ: କିମ୍‌ସ ବିଶେଷଜ୍ଞ ଭୁବନେଶ୍ୱର,୧୨ ।୧୦: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣବା ଜରୁରୀ ବୋଲି କିମ୍‍ସର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଆଜି କିମ୍‍ସ କ୍ଲିନିକାଲ…

ଦିଲ୍ଲୀ ଗସ୍ତ ବେଳେ ଓଡିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଉ ବିଜେପି: ବିଜେଡି

 ସମ୍ବଲପୁର–କଟକ ଜାତୀୟ ରାଜପଥ ଦୂରାବସ୍ଥା  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ କେନ୍ଦୁପତ୍ରରୁ ଜିଏସ୍‍ଟି ଛାଡ  ଦୁର୍ବଳ ଟେଲି ସାନ୍ଧ୍ରତା ଓ ବ୍ୟାଙ୍କିଙ୍ଗ୍‍ ସେବାର ଅଭାବ  ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ପିଏମଏୱାଇ ଘର ମଞ୍ଜୁର ଭୁବନେଶ୍ୱର,…

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ

-ମତ୍ସ୍ୟ ଉତ୍ପାଦନରେ ଚତୁର୍ଥ ବୃହତ୍ତମ ରାଜ୍ୟ ଓଡିଶା -ହୀରାକୁଦ ଜଳଭଣ୍ଡାରରେ ଆକ୍ବା କଲଚର୍ ଫାର୍ମ ନିର୍ମାଣ -ମାଛ ଜାଆଁଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ ଓଡିଶା ଭୁବନେଶ୍ବର:ଦେଶରେ ମତ୍ସ୍ୟ ଉତ୍ପାଦନରେ ଚତୁର୍ଥ ବୃହତ୍ତମ ରାଜ୍ୟ ହେଉଛି ଓଡିଶା । ମାଛ ଜାଆଁଳ ଉତ୍ପାଦନରେ…

ଶିକ୍ଷକ ଅଭାବ ନେଇ ଦୁଇ ଦିନ ହେଲା ସରାଗୁଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଝୁଲୁଛି ତାଲା , ଗଛ ମୂଳେ ଚାଲିଛି…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) : ଡାବୁଗାଁ ତା ୧୨/୧୦/୨୩ ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ନେଇ ଗତକାଲି ବୁଧବାର ଠାରୁ ଗ୍ରାମବାସୀ ତାଲା ଠୁଙ୍କି ଛନ୍ତି | ଶିକ୍ଷକ ଅଭାବ ନେଇ ଜିଲ୍ଲା…

ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ନାଚୁଣୀ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ !

ଚିଲିକା: (ସେକ୍ କୌସର) : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ତ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ…

ମଧ୍ୟାହ୍ନ ଭୋଜନରେ ପୋକ ବାହାରୁଥିବା କୁ ନେଇ ଅଭିଯୋଗ ।

ସାରସକଣା ରୁ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନସ୍ଥ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ସୋୟାବିନ ତରକାରିରେ ପୋକ ବାହାରିବାକୁ ନେଇ ଅଭିଯୋଗ କରିଛନ୍ତି ଅଭିଭାବକ । ସୂଚନା ଅନୁସାରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ…

ଜମନକିରା ମିଲେଟ ମିଶନ ତରଫରୁ ମିଲେଟ ମଦର ଏଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା: ଜମନକିରା ବ୍ଳକ ଓଡ଼ିଶା ମିଲେଟ ମିଶନ ତରଫରୁ ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ଠାରେ ସମ୍ବଲପୁର ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ (ସିଡି) ଏବଂ ଶଗଡ଼େଶ୍ୱର ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ,ଜମନକିରା ମିଲେଟ ମିଶନ ତରଫରୁ ମିଲେଟ ମଦର ଇଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ବାଲୁଗାଁ ମହାବଦ୍ୟାଳୟ ର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା।

ଚିଲିକା/ଖୋର୍ଦ୍ଧା:(ସେକ୍ କୌସର): ବାଲୁଗାଁ ମହବିଦ୍ୟାଳୟ ର ୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଡଃ କଳ୍ପନା ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରବାସ…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ଅଭିଯାନ

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜିଆଇଇ ଟି ବିଶ୍ଵବିଦ୍ୟାଳୟ ପରିସରରେ ଆଜି ଗୁଣୁପୁର ଆଦର୍ଶ ଥାନା ଦ୍ଵାରା ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଅଭିଯାନରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସାଇବର ଠକେଇ, ଏହାର ନିରାକରଣ ଏବଂ ଏଥିରୁ କିପରି…