ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ: ୧୭ ମାମଲା ଫଇସଲା

ଭଞ୍ଜନଗର,(ଉଦୟ ନାଥ ପଣ୍ଡା) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ବାଣପୁରରେ ଭକ୍ତଙ୍କ ଗହଳିରେ ମା” ଭଗବତୀ ଓ ମା” ବିରଜାଇଙ୍କ ଭେଟ ଯାତ୍ରା !!!

ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଟାତ୍ରୀ ଦେବୀ ମା" ଭଗବତୀଙ୍କ ର ଶାରଦୀୟ ପର୍ବ ଅବସରରେ ପବିତ୍ର ମହାଳୟା ଅମାବାସ୍ୟାରେ ଆଜି ରାତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା" ଭଗବତୀଙ୍କ ତାଙ୍କ ପରମ ଭକ୍ତ ବଳିଜେନାକୁ ସାଥିରେ ନେଇ…

ସ୍ପେନ୍ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶୁକ୍ରବାର ଦିନ)ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୫ ଓ ୪୬ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଉଦୟଗିରି ଅଞ୍ଚଳର…

ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜୀବନରେ ପରିବର୍ତନ ଆଣିଛି ହେଫର୍ ଇଂଟରନ୍ୟାଶନାଲ ଓ କାର୍‌ଗିଲ୍‌ର ହ୍ୟାଚିଙ୍ଗ୍…

ବିଶ୍ୱ ଅଣ୍ଡା ଦିବସ ପାଳନ କରନ୍ତୁ: ଅଣ୍ଡା ଓ ପୋଲ୍‌ଟ୍ରି ବା କୁକୁଡା ଚାଷର ମୂଲ୍ୟ ଶୃଙ୍ଖଳାର କ୍ଷମତାକୁ ଉନ୍ମୋଚନ କରନ୍ତୁ ଭୁବନେଶ୍ୱର: ହେଫର୍ ଇଂଟରନ୍ୟାଶନାଲ ବିଶ୍ୱ ଅଣ୍ଡା ଦିବସ ଅବସରରେ ପୋଲ୍‌ଟ୍ରି ବା କୁକଡା ଚାଷ ଉପରେ କେନ୍ଦ୍ରିତ ଏହାର ପରିବର୍ତନଶୀଳ ଅଭିଯାନକୁ ଓଡିଶାରେ ଗର୍ବର ସହ…

ଏବେଠୁ ସମସ୍ତେ ଶକ୍ତି ସଂରକ୍ଷଣ ନେଇ ସଚେତନ ହେବା ଜରୁରୀ: ଚେତନ ସୋଲାଙ୍କି

ଭୁବନେଶ୍ୱର,୧୩ । ୧୦: ଏବେଠୁ ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନ ହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଇଆଇଟି ବମ୍ବେର ପ୍ରଫେସର ତଥା ଏନର୍ଜି ସ୍ୱରାଜର ପ୍ରତିଷ୍ଠାତା ବିଶିଷ୍ଟ ପରିବେଶବିତ୍‍ ପ୍ରଫେସର ଚେତନ ସିଂହ ସୋଲାଙ୍କି କହିଛନ୍ତି। ଆଜି କିଟ୍‍ ମେକାନିକାଲ୍‍…

କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କ ଉଦ୍ୟମରେ ସମାଜରେ ଆସିବ ସକରାତ୍ମକ ପରିବର୍ତ୍ତନ: ବିଭାଗୀୟ କମିସନର୍

ଭୁବନେଶ୍ବର, 13 ଅକ୍ଟୋବର 2023: ରାଜ୍ୟର ପଛୁଆ ବର୍ଗ ତଥା ସଂଖ୍ୟାଲଘୁଙ୍କ ବିକାଶ ହେଲେ ସମଗ୍ର ରାଜ୍ୟ ପ୍ରଗତିର ପଥରେ ଆଗେଇବ । ସେଥିପାଇଁ ଆମ ସମସ୍ତଙ୍କୁ ନୈତିକ ମାନଦଣ୍ଡ ଓ ସମାଜ ପ୍ରତି ସମର୍ପଣ ଭାବ ରଖି କାର୍ଯ୍ୟ କରିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ…

ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ଙ୍କ ପାଇକମାଲ ଗସ୍ତ l

ବରଗଡ଼ :- ପାଇକମାଲ ବ୍ଳକ ଅଫିସ ସଭାଗୃହରେ ମିଶନଶକ୍ତି ମହିଳା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ବିଧାୟିକା ବର୍ଷା ସିଂ ବରିହା ଅତିଥି ଭାବେ ଯୋଗ ଦେଇ ଥିଲେ l ପ୍ରଥମେ ମିଶନ ଶକ୍ତି ମହିଳା ଙ୍କ ତରଫରୁ…

ଭଞ୍ଜନଗରରେ ଯୌନ ନିର୍ଯାତନା ଅଧିନିୟମ ଉପରେ ଆଲୋକପାତ କର୍ମଶାଳା

ଉଦୟନାଥ ପଣ୍ଡା (ଭଞ୍ଜନଗର): ମହିଳା ମାନଙ୍କ ସଚେତନତା ଅଭାବ ଯୋଗୁଁ, ସେମାନେ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନିର୍ଯ୍ୟାତନା ଓ ଶୋଷଣ ର ଶିକାର ହୋଇଥାନ୍ତି। ବିଶେଷ ଭାବରେ କହିବାକୁ ଗଲେ, ଆଧୁନିକ କର୍ମଜୀବୀ ମହିଳା ମାନେ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଭିନ୍ନଭିନ୍ନ ଉପାୟରେ ଯୌନ ନିର୍ଯାତନା ର…

ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବରେ ଅର୍ଥନୀତି ବିଭାଗ ର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରି…

ନୂତନ ନର୍ସରୀ ଉଦ୍ଘାଟନ କଲେ ରାଜ୍ୟସଭା ସାଂସଦ

ସାରସକଣା ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଉମାଦେଇପୁର ପଂଚାୟତ କେଣ୍ଡୁମୁଣ୍ଡି ଗ୍ରାମର ଅନନ୍ତ କୁମାର ମହନ୍ତ ଙ୍କ ସୁ ପୁତ୍ର ଇଂ ଅଶ୍ୱନୀ କୁମାର ମହାନ୍ତ ଜଣେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରୀ ଛାଡ଼ି ଚାଷ ଉପରେ ଉଦ୍ୟୋଗ କରି ନିଜେ ଆତ୍ମ ନିର୍ଭରଶୀଳ ହେବା…