ବାଇକ୍ ଚୋରି କରୁଥିବାବେଳେ ଧରା ପଡ଼ିଲା ଗ୍ୟାରେଜ ମିସ୍ତ୍ରୀ

ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ଥାନା ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରୁ ଦୈନିକ ଚୋରି ଓ ଡ଼କାୟତି ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଚିନ୍ତାରେ । ଏସବୁ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଭୁବନ ପୋଲିସ ଅହରହ ଚେଷ୍ଟା ଜାରି ରଖିଛନ୍ତି । ହେଲେ ଦୈନିକ…

ପାଇଲି ପଡ଼ାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ସ୍ଥିତ ଦୂର୍ଗା ଦେବୀ ମନ୍ଦିର ପ୍ରାଙ୍ଗଣରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ତିରିଶ ଜଣ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରାଯାଇ…

ବ୍ୟବସାୟୀ ତଥା ସମାଜସେବୀଙ୍କ ପରଲୋକ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଜଣାଶୁଣା ବ୍ୟବସାୟୀ ଓ ସମାଜସେବୀ ଜଗନ୍ନାଥ ପାଟଣା ସାହି ନିବାସୀ ଚିନଂ ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ ।ଗତ ଶୁକ୍ରବାର ଦିନ ତାଙ୍କର ନିଧନ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ…

୩୧ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ଖାରଡା ଗ୍ରାମର ବିନାୟକ ମହାପାତ୍ର ଉଚ୍ଚ ବିଦ୍ୟାଳୟ ଠାରେ ୩୧ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ…

ବାସହୀନଙ୍କୁ ଆଵାସ ମନା, ଗାଁ ଆମ୍ବଟୋଟା ସାଜିଛିଘର

ନନ୍ଦାହାଣ୍ଡି /ଭୁବନେଶ୍ୱର ଦାଶ: ପାଦତଳ ଯୋତା ଠାରୁ ମୁଣ୍ଡ ଉପରେ ଛତା ଯାଏଁ ସରକାରୀ ଯୋଜନା ରହିଛି। ଏନ୍ତୁଡ଼ିଶାଳରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ସରକାରୀ ସହାୟତା ମଧ୍ୟ ରହିଛି। କାମ ଓ ଛତା ଯୋଗାଇଦେବାକୁ ଅନେକ ଅନୁଦାନ ଖର୍ଚ୍ଚ ହେଉଛି। ହେଲେ ଏତେ ସବୁ ଯୋଜନାରେ ଲାଭ ସଵୁ ପ୍ରକୃତ…

ମହିଳା ସ୍ନାତକ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତଃ ତ୍ରିନାଥ ସାହୁଙ୍କ ପୂଣ୍ୟତିଥି ଅବସରରେ ସ୍ମୃତିଚାରଣ ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ଓ ଜନନାୟକ ସ୍ଵର୍ଗତଃ ତ୍ରିନାଥ ସାହୁଙ୍କ ତ୍ରୟୋଦଶତମ ପୂଣ୍ୟତିଥି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ…

ଜିଲ୍ଲାସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ୨୦୨୩

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ବିଶ୍ଵ ଅଣ୍ଡା ଦିବସ ପାଳିତ ହୁଏ । ସେହିପରି ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ମଧ୍ୟ ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଠାରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ତରଫରୁ…

ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ: ୧୭ ମାମଲା ଫଇସଲା

ଭଞ୍ଜନଗର,(ଉଦୟ ନାଥ ପଣ୍ଡା) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ତୃତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ବାଣପୁରରେ ଭକ୍ତଙ୍କ ଗହଳିରେ ମା” ଭଗବତୀ ଓ ମା” ବିରଜାଇଙ୍କ ଭେଟ ଯାତ୍ରା !!!

ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଟାତ୍ରୀ ଦେବୀ ମା" ଭଗବତୀଙ୍କ ର ଶାରଦୀୟ ପର୍ବ ଅବସରରେ ପବିତ୍ର ମହାଳୟା ଅମାବାସ୍ୟାରେ ଆଜି ରାତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା" ଭଗବତୀଙ୍କ ତାଙ୍କ ପରମ ଭକ୍ତ ବଳିଜେନାକୁ ସାଥିରେ ନେଇ…

ସ୍ପେନ୍ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶୁକ୍ରବାର ଦିନ)ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୫ ଓ ୪୬ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଉଦୟଗିରି ଅଞ୍ଚଳର…