Sign in
Sign in
Recover your password.
A password will be e-mailed to you.
ପାଇଲିପଡ଼ା ଜନାରୋଗ୍ଯ ସମିତିର ପରିଚାଳନା କମିଟି ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଜନାରୋଗ୍ଯ ସମିତିର ପରିଚାଳନା କମିଟି ବୈଠକ ଅଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କମିଟି ଉପାଧ୍ୟକ୍ଷ ତଥା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର…
ଜଗତସିଂପୁର ରେ ଜିଲ୍ଲା ସ୍ତରୀୟ ବିଶ୍ବ ଅଣ୍ଡା ଦିବସ ପାଳିତ
ଜଗତସିଂହପୁର,ତା-୧୩.୧୦.୨୦୨୩/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ "ବିଶ୍ବ ଅଣ୍ଡା ଦିବସ" ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବିଶ୍ବ ଅଣ୍ଡା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ…
ହିଞ୍ଜିଳି ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବହୁ ଛାତ୍ର ଛାତ୍ରୀ ଜାଣିନଥିବା ଅଭିଯୋଗ
ହିଞ୍ଜିଳିକାଟୁ ୧୩/୧୦/୨୩ଶୁକୃବାର ରଜତ ପଟ୍ଟନାୟକ ଙ୍କ ରିପୋର୍ଟ୍ ହିଞ୍ଜିଳି ପୋଲିସ ପକ୍ଷରୁ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଙ୍କ ତତ୍ୟବଧାନ ରେ ଏକ ସାଇବାର ସୁରକ୍ଷା…
ମଡେଲ ଡିଗ୍ରୀ କଲେଜରେ ଛାତ୍ରବୃତ୍ତି ସଚେତନତା ଶିବିର
ନବରଙ୍ଗପୁର/ଅଶୋକ ସାହୁ:ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ବିଭିନ୍ନ ପ୍ରକାରର ଛାତ୍ରବୃତ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର…
“ଆଦିରୋନ ୨୦୨୩ରେ” ଭlଗନେଲେ ୩୫୦୦ଜଣ ପ୍ରତିଯୋଗୀ l
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୧୩/୧୦-ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦୁଲୁକିଛି ରାୟଗଡ ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦୦ ସଂଖ୍ୟାରେ ଛାତ୍ର ଛାତ୍ରୀ ଭାଗ ନେଇ ଥିବାବେଳେ…
ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ୧୩/୧୦: ଆଜି ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ୍ୟ ତଥା ପାଟଣାଗଡ ବିଧାୟକ ଶ୍ରୀ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…
ନିଖିଳ ଓଡ଼ିଶା ୱାର୍ଡ ସଭ୍ୟ ସଂଘ,କୁଚିଣ୍ଡା ଉପଖଣ୍ଡ ଶାଖା ପକ୍ଷରୁ ଗଣ ଧାରଣା ଓ ପାଞ୍ଚ ଦଫା ଦାବି
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଆଜି ନିଖିଳ ଓଡ଼ିଶା ୱାର୍ଡ ସଭ୍ୟ ସଂଘ,କୁଚିଣ୍ଡା ଉପଖଣ୍ଡ ଶାଖା ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସଭ୍ୟ ମାନଙ୍କ ମାସିକ ପରିତୋଷିକକୁ ପାଞ୍ଚ ହଜାର ଟଙ୍କା କରିବା,ପ୍ରତ୍ୟେକ…
ପାରା ଏସିଆନ ଗେମ ହୁଇଲଚେୟାର ଫେନସିଂରେ ପ୍ରଫୁଲ୍ଲ ଖଣ୍ଡାୟତରାୟଙ୍କ ଚୟନ
ଜଗତସିଂହପୁର,ତା-୧୨.୧୦.୨୦୨୩/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଗ୍ରାମର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଚାଇନାର ହୁଙ୍ଗାଝୁ ଠାରେ ଅନୁଷ୍ଠିତ ପାରା ଏସିଆନ ଗେମ 22oct ରୁ 28oct 2023 ରେ ହୁଇଲ ଚେୟାର ଫେନସିଂ…
ଜିଲ୍ଲା ସ୍ତରୀୟ 24 ତମ ବିଶ୍ବ ଦୃଷ୍ଟି ଦିବସ ପାଳନ
ଜଗତସିଂହପୁର,ତା-୧୨.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ୨୪ତମ ବିଶ୍ବ ଦୃଷ୍ଟି ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅକ୍ଟୋବର ମାସ ୧୨…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଦୀର୍ଘସ୍ଥାୟୀ ଋତୁସ୍ରାବ ସ୍ୱଚ୍ଛତା ପାଇଁ ପ୍ରକଳ୍ପ “ସୌକ୍ଷମ’ର ଶୁଭାରମ୍ଭ
ଭୁବନେଶ୍ୱର/ ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପ୍ରକଳ୍ପ ସୌକ୍ଷମର ଅଂଶ ସ୍ୱରୂପ ଏକ ଅତ୍ୟାଧୁନିକ ସାନିଟାରି ନାପ୍କିନ୍ ଉତ୍ପାଦନ କାରଖାନାର ଶୁଭାରମ୍ଭ କରାଯାଇଛି । ବେଦାନ୍ତରଶୁଭଲକ୍ଷ୍ମୀ କୋଅପରେଟିଭ୍ ଏବଂ ଭୁବନେଶ୍ୱରର କିଟ୍…