ପୋଖରୀ ରେ ବୁଡି ବୃଦ୍ଧ ମୃତ

ସାରସକଣା ଶାସକ ପ୍ରଶାସକ :: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନସ୍ଥ ପାଣିଶୋଳ ଗ୍ରାମର ବିଜୟ କୁମାର ମହାନ୍ତ(69) ଗାଁ ମୁଣ୍ଡ ପୋଖରୀକୁ ନିତ୍ୟକର୍ମ ଓ ଶୌଚ ହେବା ପାଇଁ ଯାଇଥିଲେ କିନ୍ତୁ ସେଠାରୁ ଫେରି ନ ଥିଲେ । ସୂଚନା ମୁତାବକ ବିଜୟ କୁମାର ମହାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ…

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ଶ୍ରୀ ନବୀନ ଜିନ୍ଦଲଙ୍କ ଆହ୍ବାନ

କଟକ, ଅକ୍ଟୋବର ୧୪: ଜାନୁଆରୀ ୨୩ ତାରିଖରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ…

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଆୟୋଜିତ

ଭୁବନେଶ୍ୱର: ଆନ୍ତର୍ଜାତିକ ବିପର୍ଯ୍ୟୟ ଆପଦ ପ୍ରଶମନ ଦିବସରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌‍ ଅନ୍ତର୍ଗତ କସିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଠାରେ ରିଲାଏନ୍ସ ଫାଉଣ୍ଡେସନ୍‌‍ ପକ୍ଷରୁ ଏକ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…

କୁଳିଆ ବଜାର ବ୍ୟବସାୟୀ ସଂଘ ପୁର୍ନଗଠିତ ଓ ଦଶହରା ପ୍ରସ୍ତୁତି

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କୋଲଣପୁର ପଂଚାୟତ କଟକ ଚାନ୍ଦବାଲି ରାସ୍ତା ପାର୍ଶ୍ୱ କୁଳିଆ ବଜାରର ବ୍ୟବସାୟୀ ମାନଙ୍କୁ ନେଇ ଶୁକ୍ରବାର ରାତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କୁଳିଆ ବଜାର ବ୍ୟବସାୟୀ ସଂଘର ନୂତନ କର୍ମକର୍ତା ମନୋନୀତ ହୋଇଛନ୍ତି ।…

ମୋ ସ୍କୁଲ ଯୋଜନାରେ ୧୫ଲକ୍ଷ ଟଙ୍କା ବ୍ୟୟରେ ବିଜ୍ଞାନ ପ୍ରଦର୍ଶନୀ ସଭା ଗୃହ ଉଦ୍ଘାଟିତ

ଛାତ୍ର ଛାତ୍ରୀଙ୍କ ବିଜ୍ଞାନ ଶିକ୍ଷାରେ ବିକାଶ ଘଟିବ: ବକ୍ତା (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଂଚାୟତ ପାଟପୁର ଠାରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଯୋଜନାରେ ୧୫ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ବିଜ୍ଞାନ ପ୍ରଦର୍ଶନୀ ସଭା ଗୃହ…

ସୋଆ କୃଷି ମହାବିଦ୍ୟାଳରେ ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ( ଆଇଏଏସ୍)ରେ ଜାତୀୟ ବିକାଶ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କୃଷି…

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି: ନୂତନ ଗାର୍ଡ କ୍ୱାଟର ଏବେ ଅରିତ୍ୟକ୍ତ

https://youtu.be/9e_dmq0sUkg ନିଜ କ୍ୱାଟର ଛାଡି ଅନ୍ୟ ଙ୍କର କ୍ୱାଟର ଦଖଲ କରିଛନ୍ତି ଗାର୍ଡ ଏପଟେ ସଫା ହେବାରେ ଲାଗିଛି ଜଙ୍ଗଲ ବରଗଡ :-ବନୀକରଣ ହେଉ କି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ତଥା ଲୋକଙ୍କ ଭିତରେ ଜଙ୍ଗଲ ର ଆବଶ୍ୟକତା କୁ ନେଇ ସଚେତନତା ସୃଷ୍ଟି କରିବା…

ନୃସିଂହନାଥ ମଠରେ ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଗତ ୭ ତାରିଖ ଆଶ୍ଵିନ ମାସ କୃଷ୍ଣ ପକ୍ଷ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ…

, ଭଞ୍ଜନଗର ପୋଲିସ ଦ୍ୱାରା ଚୋରି ମୋବାଇଲ ସହ ଦେଶୀ ବନ୍ଧୁକ ଜବତ୍

ଭଞ୍ଜନଗରରୁ (ଉଦୟନାଥ ପଣ୍ଡା): ଭଞ୍ଜନଗର ପୋଲିସ ର ବଡ ସଫଳତା । ଭଞ୍ଜନଗର ଥାନାକୁ ଆସିଥିବା ନୂତନ ଥାନା ଅଧିକାରୀ ଙ୍କ ଆସିବା ଦିନ ଠାରୁ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ଗାଡି ମୋଟର ଯାଞ୍ଚ ଓ ଅପରାଧିକ ଗତି ବିଧି ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଆଜି ୧୪ ତାରିଖ ଶନିବାର ଦିନ,ଭଞ୍ଜନଗର ଉପକଣ୍ଠ…

କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା କଂଗ୍ରେସ ପକ୍ଷରୁ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ ଖମୋଳ ପଞ୍ଚାୟତରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟକୁରା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟକୁରା କଂଗ୍ରେସ…