ଜଗତସିଂହପୁର ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ଉଦଯାପିତ

ଜଗତସିଂହପୁର,ତା-୧୫.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ-୨୦୨୩ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆଠାରେ ଉଦଯାପିତ ହୋଇଯାଇଛି l ଦୁଇ ସପ୍ତାହ ବ୍ୟାପି ଜିଲ୍ଲାର ବିଭିନ୍ନ ବ୍ଲକ, ପଂଚାୟତ,…

ମା ଦକ୍ଷିଣ କାଳୀ ପୂଜା ପାଇଁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ - ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ କାଳୀ ପୂଜା ପାଳନ ପାଇଁ କମିଟୀ ସଭାପତି ଶିବରାମ ବୈକାର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକରେ ଆସନ୍ତା ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ…

ବନଦୁର୍ଗା ମନ୍ଦିର ରେ କଳସ ସ୍ଥାପନ ସହ ଆରମ୍ଭ ହେଲା ନବରାତ୍ର ଦୁର୍ଗାପୂଜା l

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବନଦୁର୍ଗା ମନ୍ଦିର ରେ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ଆଜି ଠାରୁ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ କମଳ ଶର୍ମା ଧର୍ମପତ୍ନୀ ପ୍ରିୟା ଶର୍ମା, ରଜନୀ ଦାସ ଓ ଧର୍ମପତ୍ନୀ ଉର୍ମିଳା ପଣ୍ଡା , କ୍ଷମାନିଧି ପଧାନ ଓ ଧର୍ମପତ୍ନୀ…

ଅସହାୟ ମା କୁ ଦଶହରା ଭେଟି ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ୍ଲ କୁମାର ମଲ୍ଲ ମଣିଷ ଜୀବନରେ ବଞ୍ଚିବା ପାଇଁ ମୌଳିକ ଅଧିକାରରେ ଖାଦ୍ୟ,ବସ୍ତ୍ର,ବାସଗୃହ ନିହାତି ଆବଶ୍ୟକ । ଆଜି ଏହି ମହଙ୍ଗା ଯୁଗରେ ତାହା ଯୋଗାଡ କରିବା ପାଇଁ ଏକ ଅସହାୟ ଲୋକ ନିମନ୍ତେ କଷ୍ଟକର କାମ ଅଟେ । ଆପଣ ମାନେ ଦେଖିଥିବେ କି କେତେ ଆଡେ କେତେ…

ଶ୍ରୀ ସିଦ୍ଧ ମହାବୀର ପୀଠ ଓ ମହେନ୍ଦ୍ରଗିରି ବସ୍ତି ଠାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବୀଙ୍କ ଆଗମନ ବିଭିନ୍ନ ରୂପରେ ଧରାପୃଷ୍ଠରେ ଅବତରଣ କରନ୍ତି । ୟା ଦେବୀ ସର୍ବେଭୂତେଷୁ.....। ରବିବାର ଦିନ ନବରାତ୍ରିଙ୍କ ପ୍ରଥମ ଦିବସ ଅବସରରେ ଶାନ୍ତି ନଗର , ଶ୍ରୀ ସିଦ୍ଧ ମହାବୀର ପୀଠ ଠାରେ ପ୍ରାଥମିକ ସଂସ୍କାର କେନ୍ଦ୍ରର ପ୍ରତିନିଧି ପ୍ରମୋଦ…

ଗୁଣପୁର ମହାବିଦ୍ୟାଳୟରେ ଉଦ୍ଧିଦ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ ଠାରେ ଉଦ୍ଧିଦ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟର ଅଧକ୍ଷ ତଥା ରସାୟନ…

ଗୋବରା ଶ୍ରୀଅରବିନ୍ଦ ଶିକ୍ଷାନିକେତନ ଅଭିଭାବକ ସମିଳନୀ ରେ ପାଠଚକ୍ର

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-: ଗୋବରା ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷାନିକେତନ ବିଦ୍ୟାଳୟ ରେ ଅଭିଭାବକ ସମିଳନୀ ସଭାପତି କୁଞ୍ଜବିହାରୀ ନାୟକ ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା କର୍ମକର୍ତ୍ତା ତରଫରୁ ସମିତି ସଭ୍ୟ ବିଭୁପାଦ ଜେନା, ଅଧାପକ ସନ୍ତୋଷ ବିଶ୍ୱାଳ, ଅବସରପ୍ରାପ୍ତ…

ମା ଶ୍ୟାମା କାଳୀ ପୂଜା ପାଇଁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ - ସ୍ଥାନୀୟ ହନୁମାନ ପଡାଠାରେ କାଳୀ ପୂଜା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକରେ ଆସନ୍ତା ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା କାଳୀ ଙ୍କ ପୂଜା ମହା ଆଡମ୍ବର ରେ ପାଳନ କରା ଯିବାକୁ ନିଷ୍ପତି ନିଆଯିବା ସହିତ କମିଟି…

ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ପ୍ରସ୍ତୁତି…

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସୁକରପଡ଼ା ଡ଼ାକବଙ୍ଗଳା ସଭାଗୃହରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଏକ ପାକ୍ ପ୍ରସ୍ତୁତି ବୈଠକ…

ଭାରତ ବିକାଶ ପରିଷଦର ର ବାଳବିକାଶ କାର୍ଯ୍ୟକ୍ରମ।

ପଦ୍ମପୁର :- ସ୍ଥାନୀୟ ଜେନିଥ ଗୁରୁକୁଳ ଠାରେ ଭାରତ ବିକାଶ ପରିଷଦ ତରଫରୁ ଡକ୍ଟର ବାଞ୍ଛାନିଧି ପଣ୍ଡା ଙ୍କ ସଭାପତିତ୍ବରେ ବାଳବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଦୀପ ପ୍ରଜୣଳନ କରିଥିଲେ। ପ୍ରଥମ ସତ୍ର ରେ ଅଧ୍ୟାପକ ସୁଶାନ୍ତ ମିଶ୍ର…