Sign in
Sign in
Recover your password.
A password will be e-mailed to you.
ଆମ୍ବେଦକର ଯୁବକ ସଂଘ ତରଫରୁ ୧୧ ତମ ନୂଆଁଖାଇ ଭେଟଘାଟ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରିକେଲ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆମ୍ବେଦକର ଯୁବକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷୟତ୍ରୀ ସରୋଜିନୀ ବନଛୋର ଯୋଗଦେଇ କାର୍ଯ୍ୟକ୍ରମ…
ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ତତ୍ଵାବଧାନରେ ମାହାଙ୍ଗା ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
https://youtu.be/C-K1YSHaXQo
(ମାହାଙ୍ଗା-ଶାସକ ପ୍ରଶାସକ): ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆନ୍ତରିକତା ର ଉଦ୍ୟମ ଆହ୍ୱାନ କ୍ରମେ ଦେଶ ପାଇଁ ସହିଦ ହୋଇଥିବା ବୀର ସହିଦ ମାନଙ୍କ ସ୍ମୃତି ଓ ସ୍ମରଣାର୍ଥେ ଦିଲ୍ଲୀର କର୍ତ୍ତବ୍ୟ ପଥ ଠାରେ ଏକ ଭବ୍ୟ ଅମୃତ ବାଟିକା ସ୍ଥାପନା…
ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି ଭାରତରତ୍ନ ଡ.ଅବଦୁଲ କାଲାମଙ୍କ ୯୨ତମ ଜନ୍ମବାର୍ଷିକ ପାଳିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ,ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଡ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୨ତମ ଜନ୍ମବାର୍ଷିକୀ ନୟାଗଡ଼ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ…
ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଆଶ୍ରମ ପାଟଣା ପରିସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ ଅନୁଷ୍ଠିତ
ଜଗତସିଂହପୁର,ତା-୧୫.୧୦.୨୦୨୩/ସୁମନ୍ତ କୁମାର ଦାସ-ଜଗତସିଂହପୁର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଆଶ୍ରମପାଟଣା ରେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ପକ୍ଷରୁ ଏକ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ…
ସନ୍ଦିଗ୍ଧ ଭାବେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଯୁବକ ଉଦ୍ଧାର ।
ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ:: ରାତ୍ର 11 ଘଟିକା ସମୟରେ 112 ହେଲ୍ପ ଲାଇନରୁ ସୂଚନା ପାଇ ଝାରପୋଖରିଆ ଥାନା ଅନ୍ତର୍ଗତ ମାନଭଞ୍ଜ ଅଞ୍ଚଳରେ ସନ୍ଦିଗ୍ଧ ଭାବେ ବୁଲୁଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଝାରପୋଖରିଆ ଥାନା ପେଟ୍ରୋଲିଂ ଟିମ ଉଦ୍ଧାର କରିଥିଲେ। ମୟୂରଭଞ୍ଜ…
ବଡ ଭଉଣୀଙ୍କ ବିୟୋଗ ପାଇଁ ଜନ୍ମଦିନ ପାଳିବେନି ନବୀନ
ଭୁବନେଶ୍ବର : ଗତ ମାସ ରେ ବଡ ଭଉଣୀ ଗୀତା ମେହେଟା ଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମ୍ ଦିବସ ପାଳନ କରିବେ ନାହିଁ | ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି |
ପୋଖରୀ ରେ ବୁଡି ବୃଦ୍ଧ ମୃତ
ସାରସକଣା ଶାସକ ପ୍ରଶାସକ :: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନସ୍ଥ ପାଣିଶୋଳ ଗ୍ରାମର ବିଜୟ କୁମାର ମହାନ୍ତ(69) ଗାଁ ମୁଣ୍ଡ ପୋଖରୀକୁ ନିତ୍ୟକର୍ମ ଓ ଶୌଚ ହେବା ପାଇଁ ଯାଇଥିଲେ କିନ୍ତୁ ସେଠାରୁ ଫେରି ନ ଥିଲେ । ସୂଚନା ମୁତାବକ ବିଜୟ କୁମାର ମହାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ…
୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ଭାବେ ପାଳନ କରିବାକୁ ଶ୍ରୀ ନବୀନ ଜିନ୍ଦଲଙ୍କ ଆହ୍ବାନ
କଟକ, ଅକ୍ଟୋବର ୧୪: ଜାନୁଆରୀ ୨୩ ତାରିଖରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ…
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଆୟୋଜିତ
ଭୁବନେଶ୍ୱର: ଆନ୍ତର୍ଜାତିକ ବିପର୍ଯ୍ୟୟ ଆପଦ ପ୍ରଶମନ ଦିବସରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କସିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଠାରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…
କୁଳିଆ ବଜାର ବ୍ୟବସାୟୀ ସଂଘ ପୁର୍ନଗଠିତ ଓ ଦଶହରା ପ୍ରସ୍ତୁତି
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କୋଲଣପୁର ପଂଚାୟତ କଟକ ଚାନ୍ଦବାଲି ରାସ୍ତା ପାର୍ଶ୍ୱ କୁଳିଆ ବଜାରର ବ୍ୟବସାୟୀ ମାନଙ୍କୁ ନେଇ ଶୁକ୍ରବାର ରାତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କୁଳିଆ ବଜାର ବ୍ୟବସାୟୀ ସଂଘର ନୂତନ କର୍ମକର୍ତା ମନୋନୀତ ହୋଇଛନ୍ତି ।…