Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଵିକାଶ ଚାଲିଛି ବିଧାୟକ ପ୍ରତାପ ଙ୍କ ହାତରେ
ରାସ୍ତା-ସେତୁ ଶିଳାନ୍ୟାସ ସହ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା-ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିକାଶମୂଳକ ଶାସନ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ କରିତକର୍ମା ବିଧାୟକ ପ୍ରତାପ ଜେନା ଙ୍କ…
ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ୍ ଶିବିର ଉଦଯାପିତ l
ପଦ୍ମପୁର :- ବରଗଡ଼ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଗତ ତିନିଦିନ ଧରି ଗାଇସିଲେଟ ନୋଡାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜି ଓଡିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ କୃତି ଜୁନିଅର, ସାଧନ କର୍ମୀ,…
ଭିକେ ପାଣ୍ଡିଆନଙ୍କ ଚିଲିକା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ ଯୋଗ ଦେଲେ ସାଂସଦ ମାନସ ମଙ୍ଗରାଜ
ଚିଲିକା (ସେକ କୌସର ): ଆସନ୍ତା ୧୦ ତାରିଖରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ।ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ ଶ୍ରୀ ପାଣ୍ଡିଆନ। ଏନେଇ ଆଜି ମଧ୍ୟାହ୍ନରେ ନାଚୁଣୀ…
ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ
ବାଲୁଗାଁ (ସେକ କୌସର ): ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି। ଏହି ଉଦଯାନୀ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା…
ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ
ବାଲୁଗାଁ (ସେକ କୌସର ): ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି। ଏହି ଉଦଯାନୀ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା…
ମଧ୍ୟାହ୍ନ ଭୋଜନ ହଡ଼ପ ନେଇ ଅଭିଯୋଗ ଆଣିଲେ ସଭାପତି : ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଗ୍ରାମବାସୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧକାରୀ କାର୍ଯ୍ୟାଳୟ ଅଧୁନସୁ ସରପଡ଼ା ପଞ୍ଚାୟତ ବୋଧଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ହଡ଼ପ ହେବା ସମୟରେ ଧରାପଡ଼ିଯିବା ନେଇ ବିଇଓ ଙ୍କ ନିକଟରେ ଅଭିଯୋଗ ହୋଇଛି । ହଡ଼ପକାରୀ ଠାରୁ ଦୁଇ ବସ୍ତା (୧ କ୍ଵିଣ୍ଟାଲ) ଚାଉଳ…
ଓଡିଶା ଡ୍ରାଇଭର ମହାସଂଘର ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ପ୍ରାୟ ନଅ ମାସ ପରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ବେଲଗୁଣ୍ଠା ଅଞ୍ଚଳ ଗୋଶାଳା ଛକ ନିକଟରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ବ୍ଲକର ପ୍ରାୟ ଶତାଧିକ ଚାଳକ ଏକତ୍ରିତ ହୋଇ ଭାରତ ସରକାରଙ୍କ ନୂଆଁ ଦଣ୍ଡବିଧାନ ନିୟମ ଓ ଓଡିଶା…
ଭଞ୍ଜନଗର ରେ,୭୫ ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ଜାନୁଆରୀ ୬ ତାରିଖ ଶନିବାର ୨୦୨୪ ଅପରାହ୍ନ ରେ ଭଞ୍ଜନଗର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାଣତନ୍ତ୍ର ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଙ୍କ…
ଶ୍ରୀମନ୍ଦିର ରେ ସଂସ୍କୃତି ସମ୍ପନ୍ନ ପୋଷାକ ପିନ୍ଧିବା ର ସଚେତନ ବାର୍ତ୍ତା ରଖିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ଆମ ଭାରତ ଏକ ସଂସ୍କୃତି ସଂପନ୍ନ ଦେଶ ଅଟେ। ଓଡ଼ିଶା କୁ ଅନ୍ୟ ରାଜ୍ୟରେ ଠାକୁର୍ ଦେଶ ବୋଲି ଆଖ୍ୟା ଦିଆଯାଏ । ଆମର ସଂସ୍କୃତିକୁ ଅନ୍ୟ ଦେଶର ଲୋକ ଆପଣାନ୍ତି । ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ଵର ଆରାଧ୍ୟ ଦେବତା। ତାଙ୍କର ଦେଉଳ ବଡଦେଉଳ…
ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ ଅଯୋଧ୍ୟା ର ଅକ୍ଷତ କଳସ
ଭଞ୍ଜନଗର: ପ୍ରଭୁ ଶ୍ରୀରାମ ଭଗବାନ୍ ଙ୍କ ଜନ୍ମଭୂମି ଅଯୋଧ୍ୟା ରୁ ଅକ୍ଷତ କଳସ ସମ୍ପୂର୍ଣ ଭାରତ ଦେଶକୁ ପହଁଞ୍ଚି ସାରିଛି। ସେହି ଅକ୍ଷତ କଳସରେ ହଳଦିଆ ଅକ୍ଷତ ଚାଉଳ ରହିଛି। ଏବଂ ଚାଉଳ କୁ ସାରା ଦେଶର ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଆର୍.ଏସ.ଏସ୍ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ଦେଶର…