Sign in
Sign in
Recover your password.
A password will be e-mailed to you.
ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ
https://youtu.be/d96m7Gm73gs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା ତରଫରୁ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ ଦୁଇ ଦିନ ତଥା ୧୬ ଏବଂ ୧୭…
ଗୁଣୁପୁର ଠାରେ ରବିପାଢି ଙ୍କ ପୂଣ୍ଯତିଥିରେ କୃଷକଙ୍କ ସମ୍ବର୍ଦ୍ଧିତ
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ଅଗ୍ରଣୀ କୃଷକ ତଥା ବିଜୁବାବୁଙ୍କ ଏକାନ୍ତ ପଟଶିଷ୍ଯ ସ୍ବର୍ଗତ ରବିପାଢି ଙ୍କ ତୃତିୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ସ୍ଥାନୀୟ ପଣଷଗୁଡା ସ୍ବାଭିମାନ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛକରେ ସ୍ଥାପିତ ହୋଇଥିବା ସ୍ବର୍ଗତ ପାଢି ଓ ବିଜୁ…
ଜିଲ୍ଲାପାଳଙ୍କୁ ଭେଟିଲେ ଏନୱାଇ ଜାତୀୟ ଯୁବ ମୟୁରଭଞ୍ଜ ୟୁନିଟ ସଦସ୍ୟ
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର - ଆଜି ଏନୱାଇପି ସଂଗଠନର ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅନୁମତି ଓ ସୂଚନାପତ୍ର ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମହାତ୍ମାଗାନ୍ଧୀଙ୍କ ଦିଗଦର୍ଶନରେ ଆଜୀବନ ଦେଶର ସେବା କରିଥିବା,…
ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଭକ୍ତ ସମାଜ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ…
(ନିଶ୍ଚିନ୍ତକୋଇଲି-ଶାସକପ୍ରଶାସକ): ମାଳିକା ପ୍ରସିଦ୍ଧ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପ୍ରସିଦ୍ଧ ପଦ୍ମବନ ପୀଠ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣ ନିମନ୍ତେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 23 କୋଟି 3 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି…
ଗଜପତି ମହୋତ୍ସବ -୨୦୨୩ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ-୨୦୨୩ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାର ଲୋକ କଳା ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ…
ମାଁ ଦୁର୍ଗା ଙ୍କର କଲସଯାତ୍ରା: କଲସଯାତ୍ରା ଅଵସର ରେ ଝିଅ ଜ୍ୱାଇଁ ଙ୍କୁ ଭବ୍ୟ ସ୍ୱାଗତ
ବରଗଡ଼ :- ଗତ 26 ବର୍ଷ ହେଲା ପାଇକମାଲ ବ୍ଲକ ନୃସିଂହନାଥ ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ମାଁ ଜଗତଜନନୀ ଦୁର୍ଗା ଙ୍କର ଶାରଦୀୟ ପୂଜା ପୂର୍ଣ ଶ୍ରଦ୍ଧା ଓ ଭକ୍ତି ପୂର୍ଣ ପରିବେଶ ରେ ହୋଇ ଆସୁଛି । ଦୂର୍ଗା ପୂଜା ସମୟ ରେ ମହାପ୍ରଭୁ ନୃସିଂହନାଥ ଙ୍କର ଦର୍ଶନ ପାଇଁ ହେଉ କି ବିଶ୍ୱ ପ୍ରସିଦ୍ଧ…
ଚିନ୍ମୟ ବିଦ୍ୟାଳୟରେ ମାତୃପୂଜା
ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୭ସ୍ଥିତ ଓଡ଼ିଆ ମାଧ୍ୟମ ଚିନ୍ମୟ ବିଦ୍ୟାଳୟ ଠାରେ ମାତୃ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତା ଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ପୂଜ୍ୟ ସ୍ବାମୀ ଅରୂପାନନ୍ଦଜୀ ଙ୍କ ପ୍ରତ୍ୟକ୍ଷ…
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ
ରାଉରକେଲା,(ବସନ୍ତ କୁମାର ଜେନା ): ଚଳିତ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍ ପରିସରରେ ଆୟୋଜିତ…
ଶିଶୁ ଚାଲାଣ ପ୍ରତିକାର ଓ ସଚେତନତା କାର୍ଯ୍ୟକ୍ରମ
ଗାଇସିଲାଟ/ମନ ଡନସନା - ଜିଲ୍ଲା ପ୍ରଶସନ,ୟୁନିସେଫ , ଏଡ୍ ଏଟ୍ ଆକ୍ସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ ର ମିଳିତ ଉଦ୍ୟମ ରେ ବିଜେପୁର ବ୍ଲକ ର ଭଟିଗାଁ ରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀ ଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯକ୍ରମ ରେ…
ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଆରଏଲଆଇ ସ୍ନାତକ କାର୍ଯ୍ୟକ୍ରମ
ରାଉରକେଲା, (ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ରୋଟାରୀଆନ ମାନଙ୍କ ପାଇଁ ଏକ ନେତୃତ୍ୱ ପ୍ରଶିକ୍ଷଣ ସ୍ନାତକ କାର୍ଯ୍ୟକ୍ରମ ଆରଏଲଆଇ ଅଂଶ ୧ ଓ ଅଂଶ ୩ ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଉରକେଲା ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ଗଣେଶ୍ୱର…