Sign in
Sign in
Recover your password.
A password will be e-mailed to you.
ବଢୁଛି ଜମିଜମା ସମସ୍ୟା:ଘାଣ୍ଟି ହେଉଛନ୍ତି ୨ ଲକ୍ଷ ଭୋଇ ପରିବାର
ଜଗତସିଂହପୁର,ତା-୧୯.୧୦.୨୦୨୩/ସୁମନ୍ତ କୁମାର ଦାସ: ସିକିମ ରୟତ୍ରୀଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ ଦିଗରେ ଗୁରୁତ୍ବାରୋପ କରିଛନ୍ତି। ପ୍ରାଥମିକ ଭାବେ ସମ୍ବଲପୁର ଜିଲ୍ଲା…
କୁଚିଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…
କୁଚିଣ୍ଡା,: କେନ୍ଦ୍ର ସରକାର ଙ୍କ ଯୋଜନା ଅନୁସାରେ ଛାତ୍ରଛାତ୍ରୀ ଙ୍କ ମନରୁ ପରୀକ୍ଷା ବୋଝ କୁ ହାଲୁକା କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିଥାନ୍ତି l ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା - ୨୦୨୩ ରେ ବିଦ୍ୟାଳୟର ଅଧ୍ୟକ୍ଷ…
ରେଳ କର୍ମଚାରୀଙ୍କ ପାଇଁ 1968.87 କୋଟି ଟଙ୍କାର ଉତ୍ପାଦନ ଲିଙ୍କ୍ ବୋନସ୍ କୁ କ୍ୟାବିନେଟ୍ ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ 2022-23 ଆର୍ଥିକ ବର୍ଷ ପାଇଁ 78 ଦିନିଆ ମଜୁରୀ ସହିତ ଉତ୍ପାଦକତା ଲିଙ୍କଡ ବୋନସ (PLB) କୁ ଅନୁମୋଦନ କରିଛି ଯାହା ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଇ ଟ୍ରାକ ରକ୍ଷକ, ଲୋକୋ…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ଗ୍ରାମୀଣ ମହିଳା ଦିବସ ପାଳିତ
ଗୋପାଳପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍), ଗୋପାଳପୁର ପକ୍ଷରୁ ଗଂଜାମର ଛତ୍ରପୁର ସ୍ଥିତ ଡିଆର୍ଡିଏ୍ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଗ୍ରାମୀଣ ମହିଳା ଦିବସ ପାଳନ କରାଯାଇଛି । ନିଜ ଗୋଷ୍ଠୀ ସମୁଦାୟ ଓ କୃଷି କ୍ଷେତ୍ର ପ୍ରତି ଗ୍ରାମୀଣ ମହିଳାମାନେ ପ୍ରଦାନ କରୁଥିବା…
ସୋଆ କୃଷି ମହାବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୮/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍ସେସ୍ (ଆଇଏଏସ)ର ନବାଗତ ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସୋଆ କୁଳପତି ପ୍ରଫେସର…
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସପ୍ତଦଶ ଶ୍ରାଦ୍ଧ ବାର୍ଷିକ ପାଳନ!
ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସପ୍ତଦଶ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି l ଏଥିରେ ବାଣପୁର ଅଞ୍ଚଳର ସୁସାହିତ୍ୟିକ, କବି, ରାଜନେତା ଓ ସମାଜସେବୀ ତଥା ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ…
ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ”ମହକ” କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କୁ ନେଇ ଶିଶୁ ମହୋତ୍ସବ ''ମହକ'' ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଞ୍ଚ ଗୋଟି ଶିଶୁ…
ଗତ ସପ୍ତାହେ ଭିତରେ ଚୋରି ହୋଇଗଲା 20 ରୁ ଅଧିକ ମୂଲ୍ୟବାନ ଗଛ
କୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ବିଭାଗ
ଗଛ ଚୋରି ରେ ବିଭାଗୀୟ କର୍ମଚାରୀ ମାନଙ୍କର ସମ୍ପୃକ୍ତି ସନ୍ଦେହ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟେମରି ଜଙ୍ଗଲ ରୁ ନିୟମିତ ଭାବରେ ଶହ ଶହ ବର୍ଷ ର ପୁରୁଣା ମୂଲ୍ୟବାନ ଗଛ କାଟି ଚୋରା ଚାଲାଣ କରାଯାଉଛି । ଏଇ…
ଜିଲ୍ଲାସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ “ଅଦ୍ୱିକା କପ୍”- ୨୦୨୩ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ କିଶୋରୀ ସଶକ୍ତି କରଣ ପାଇଁ ''ଅଦ୍ୱିକା କପ୍''-୨୦୨୩ ଆଜି ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ପ୍ରଶସନ , ସମାଜ ମଙ୍ଗଳ କଲ୍ୟାଣ ବିଭାଗ ଓ ଆକ୍ସନ୍ଏଡ୍ ଓ ଉନିସେଫେ ର ମିଳିତ…
ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରୁ ଜିଲ୍ଲାର ୫ ଟି ଶିଶୁ ଯତ୍ନ ଅନୁଷ୍ଠାନର ୬୭…