Sign in
Sign in
Recover your password.
A password will be e-mailed to you.
ମୋଟରସାଇକେଲ୍ ଧକ୍କାରେ ବୃଦ୍ଧ ମୃତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସକାଳେ ଏକ ମୋଟରସାଇକେଲ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି I ସୁଚନା ପ୍ରକାରେ ଆଜି ସକାଳ ଆଠ ଘଣ୍ଟା ତିରିଶି ମିନଟ୍ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଗ୍ରାମର ମୋଚୀରାମ ସାହୁ (64) ଉଢୁରାରୁ ବେଲଗୁଣ୍ଠା ଆସୁଥିବା ସମୟରେ ତାଙ୍କ…
ମିଶନ ଶକ୍ତି ସ୍କୁଟର ଯୋଜନାରେ 54 ଜଣଙ୍କୁ ସ୍କୁଟି ବଣ୍ଟନ, 125 ଏସଏଚଜି ଗ୍ରୁପକୁ ବିନା ସୁଧରେ ଋଣ ବଣ୍ଟନ, ମିଶନ ଶକ୍ତି…
https://youtu.be/nDm8swQ2xLw
(ମାହାଙ୍ଗା-ଶାସକ ପ୍ରଶାସକ): ସାଢେ ଚାରି କୋଟି ଓଡିଆ ଙ୍କ ଲୋକପ୍ରିୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ମଧ୍ୟରେ ଅତି ଉଚ୍ଚକୋଟୀର ଯୁଗାନ୍ତକାରୀ ପଦକ୍ଷେପ ହେଉଛି ମହିଳା ମିଶନ ଶକ୍ତି କାର୍ଯ୍ୟକ୍ରମ l ଗ୍ରାମାଞ୍ଚଳର…
ସୋଆ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ଭୁବନେଶ୍ୱର, ୨୦/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗୁରୁବାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର…
ସାଂସଦ ପିନାକୀ ମିଶ୍ରଙ୍କ କାରନାମା ଜନବିରୋଧୀ ନୁହେଁ କି ? : ମନୋଜ ମହାପାତ୍ର
ସଂସଦରେ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲ
ଜନବିରୋଧୀ କାର୍ଯ୍ୟ ପାଇଁ ସାଂସଦ ପିନାକୀ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ତା.୨୦/୧୦: ବହୁଚର୍ଚ୍ଚିତ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ରଙ୍କ ସଂପୃକ୍ତି ଅଛି ବୋଲି…
ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କ ଦ୍ୱାରା ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟକୁ…
ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଉକ୍ତ କାର୍ଯ୍ୟକ୍ରମରେ…
ଗଜପତିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଚାଲିଲା ୩୬ଟି ବସ୍
ଜିଲ୍ଲାର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ
ଗଜପତିରେ ୬୯ଟି ନୂଆ ବସ୍ ଷ୍ଟପେଜ୍, ୬୪ଟି ବସ୍ ଷ୍ଟପେଜ୍ର ଉନ୍ନତିକରଣ
୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ- ଉପକୃତ ହେବେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ
ସାରା ରାଜ୍ୟରେ ଚାଲିବ ୧୦୦୦ରୁ ଅଧିକ ବସ୍…
ସବୁଜ ଜୀବନ ଶୈଳୀକୁ ପ୍ରୋତ୍ସାହନ ପାଇଁ ଟିପିଏସ୍ଓଡିଲର ୱାକାଥନ୍
୬ ଟି ସର୍କଲରେ ସାମିଲ ହେଲେ ୪୦୦ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ
ବ୍ରହ୍ମପୁର, ଅକ୍ଟୋବର: ଟିପିଏସ୍ଓଡିଲ୍ (ଓଡ଼ିଶା ସରକାର ଓ ଟାଟା ପାୱାରଙ୍କ ଏକ ଯୌଥ ଉଦ୍ୟୋଗ) ପକ୍ଷରୁ ସଷ୍ଟେନେବଲିଟି (ପରିବେଶ ଅନୁକୂଳ ଜୀବନଶୈଳୀ)ର ବାର୍ତ୍ତା ଦେବା ପାଇଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୱାକାଥନମାନ…
ନ୍ୟାସନାଲ ଗେମ୍ସରେ ପ୍ରତିନିଧିତ୍ୱ କରିବେ ସୋଆର ଫ୍ୟାକଲ୍ଟି ଓ ଦୁଇ ଛାତ୍ରୀ
ଭୁବନେଶ୍ୱର, ୧୯/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ଫ୍ୟାକଲ୍ଟି ଓ ଦୁଇ ଜଣ ଛାତ୍ରୀ ଆସନ୍ତା ଅକ୍ଟୋବର ୨୫ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ଆୟୋଜିତ ହେବାକୁ ଥିବା ୩୭ତମ ନ୍ୟାସନାଲ ଗେମ୍ସରେ ମିନି ଗଲ୍ଫ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ । ଏହି ଆଥଲେଟମାନେ…
ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ତଥା କାର୍ଯ୍ୟର ସୁରକ୍ଷା ପାଇଁ ସୁରକ୍ଷା ସମ୍ମିଳନି ଆୟୋଜିତ କରିଛି
ଝାରସୁଗୁଡ଼ା, ଓଡ଼ିଶା, ୧୯.୧୦.୨୦୨୩: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡ଼ା ପ୍ଲାଂଟରେ ସୁରକ୍ଷା ସଂପର୍କିତ ଜ୍ଞାନର ଆଦାନ ପ୍ରଦାନ ଓ ଔଦ୍ୟୋଗୀକ ସୁରକ୍ଷା ଅଭ୍ୟାସ ଆବଶ୍ୟକତା ଉପରେ ଏକ ଅଧିବେଶନ ଆୟୋଜନ କରିଥିଲା । ଆଇନ ଶୃଙ୍ଖଳା ଓ ଔଦ୍ୟୋଗିକ ସୁରକ୍ଷା…
“ମୋ ସରକାର’ ପ୍ରକୋଷ୍ଠରେ ମିଳିଥିବା ଅଭିଯୋଗ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା…
ଭୁବନେଶ୍ୱର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଦ୍ୱାରା ପରିଚାଳିତ "ମୋ ସରକାର' ପ୍ରକୋଷ୍ଠରେ କେତେକ କର୍ମଚାରୀମାନଙ୍କ ବିରୁଦ୍ଧରେ ଅଭିଯୋଗ ହସ୍ତଗତ ହୋଇଥିଲାା ଉକ୍ତ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କଲା ପରେ ଜଣାପଡ଼ିଲା ଯେ ଏଗୁଡ଼ିକ ମୁଖ୍ୟତଃ ଶିକ୍ଷକମାନଙ୍କର ପେନ୍ସନ୍, ଅବସରକାଳୀନ…