ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ଚିଠା ଭୋଟର ତାଲିକା ଆଜି ୨୭.୧୦.୨୩ତାରିଖରେ ପ୍ରକାଶିତ ହୋଇଛି । ଜିଲ୍ଲାପାଳ ସ୍ଵାଧାଦେବ ସିଂଙ୍କ ନିର୍ଦେଶ କ୍ରମେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ ଅଧ୍ୟକ୍ଷତା କରି…

ଗଜ ଲକ୍ଷ୍ମୀ ପୂଜା ନିମନ୍ତେ କଳସ ଯାତ୍ରା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୭/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ରେଲି ସାହିରେ ଆସନ୍ତା କାଲି ୨୮ ତାରିଖ ରେ ହେବାକୁ ଥିବା ମା ଗଜ ଲକ୍ଷ୍ମୀ ଙ୍କ ପୂଜା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଶତାଧିକ ସଂଖ୍ୟାରେ ଗ୍ରାମ ର ମହିଳା ମାନେ…

ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ଯାତ୍ରା

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ- ତା-୨୬/୧୦/୨୦୨୩ : ରାୟଗଡ ଜିଲ୍ଲାର କୋଳାନାରା ବ୍ଲକ୍‍ ଅନ୍ତର୍ଗତ ଟେଲିଗୁଡା ଗ୍ରା. ପ.ଠାରେ ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ମୋ ମାଟି ମୋ ଦେଶ ଅଭିଯାନ ଉପଲକ୍ଷେ ସହିଦ ବୀର ଓ…

ଭୁବନ ବନ ବିଭାଗ ଦ୍ବାରା ବେଆଇନ କାଠ ବୋଝେଇ ଗାଡ଼ି ଜବତ

ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ରେଞ୍ଜ୍ ଅନ୍ତର୍ଗତ ମଠକରଗୋଳା ନିକଟ ଜାତୀୟ ରାଜପଥ ରୁ ଆଜି ଗୋଟିଏ ଟାଟା ଏସି ଗାଡ଼ି ସହିତ ୧୨ ସିଫ୍ଟ ମୂଲ୍ୟବାନ ଶାଗୁଆନ କାଠ ଜବତ କରିବାରେ ସଫଳ ହୋଇଛି ଭୁବନ ବନବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଭୁବନ ରେଞ୍ଜର ଶ୍ରୀ ରାକେଶ କୁମାର ଦଳେଇ ଏବଂ ଫରେଷ୍ଟର…

ଗୁଣୁପୁର ଗ୍ରସ୍ତରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ।

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣୁପୁର ଗ୍ରସ୍ତରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆସି ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ଗୁଡିକର ତଦାରଖ କରିଛନ୍ତି । ତାଙ୍କ ସହ ବିଶାଖପାଟଣା ଡିଭିଜନର ଡିଆରଏମ ସୌରଭ ପ୍ରସାଦ ଏବଂ ଅନ୍ୟ…

ଦେଶପ୍ରେମର ଉଚ୍ଛ୍ୱାସ ଓ ବୀର ଶହୀଦମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ସମାପିତ

ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ ମାଟି କଳସ ଯାତ୍ରା ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରେରଣା ଯୋଗାଇବ- ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

କିଟ୍‍ ବିଶ୍ୱବିଦ୍ୟାଳୟକୁ ‘୫ଜି ୟୁଜ୍‍ କେସ୍‍ ଲ୍ୟାବ୍‍’

ଭୁବନେଶ୍ୱର ୨୭ ।୧୦: ୭ମ ଇଣ୍ଡିଆନ୍‍ ମୋବାଇଲ୍‍ କଂଗ୍ରେସ ଉଦ୍‍ଘାଟନ କରିବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଟ୍‍ ବିଶ୍ୱବିଦ୍ୟାଳୟ ସମେତ ଦେଶର ଶହେଟି ଉଚ୍ଚତର ଶିକ୍ଷାନୁଷ୍ଠାନକୁ ୫ଜି ୟୁଜ୍‍ କେସ୍‍ ଲ୍ୟାବ ପ୍ରଦାନ କରିଛନ୍ତି । ଏହି ୫ଜି ୟୁଜ୍‍ କେସ୍‍ ଲ୍ୟାବଗୁଡ଼ିକରେ…

‘ମିଡିଆର ଅବକ୍ଷୟ ପାଇଁ ଗଣ ସମପରିମାଣରେ ଦାୟୀ’

ଭୁବନେଶ୍ୱର,୨୭ା୧୦: କିଛି ଗଣମାଧ୍ୟମ ଗୋଦି ମିଡିଆର ଭୂମିକାରେ, କିନ୍ତୁ ସବୁ ଗଣମାଧ୍ୟମ ଯେ ନିଜର ଧର୍ମ ପାଳନ କରୁନାହାନ୍ତି ବୋଲି କହିବା ଭୁଲ ହେବ । ତେବେ ଗଣମାଧ୍ୟମର ଯେଉଁ ଅବକ୍ଷୟ ସାମ୍ନାକୁ ଆସୁଛି ଏଥିପାଇଁ ସମ ପରିମାଣରେ ଗଣ ମଧ୍ୟ ଦାୟୀ । ଗଣଙ୍କ ମଧ୍ୟରେ ଚେତନାର ଜାଗୃତିରେ ଗଣମାଧ୍ୟମର…

ଭାରତର ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ: ୫ଜି ଲ୍ୟାବ ସ୍ଥାପନ ନିମନ୍ତେ ମନୋନୀତ

ଭୁବନେଶ୍ୱର,୨୭/୧୦ : କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ୫ଜି ଲାବୋରେଟୋରୀ ସ୍ଥାପନ ନିମନ୍ତେ ମନୋନୀତ ଦେଶର ୧୦୦ଟି ଉଚ୍ଚ ଶିକ୍ଷାନୁ୍ଷ୍ଠାନ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି ।ଶୁକ୍ରବାର ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ୍…

ଦେଶର ଅପହଞ୍ଚ ଅଞ୍ଚଳକୁ ଉପଗ୍ରହଭିତ୍ତିକ ଗିଗାବିଟ୍ ପ୍ରଯୁକ୍ତି ସହ ଯୋଡ଼ିବ “ଜିଓ ସ୍ପେସ୍ ଫାଇବର’’

- ପୃଥିବୀ, ବାୟୁ, ସମୁଦ୍ର ଓ ମହାକାଶ ସବୁ ସ୍ଥାନ ଓ ସବୁ ଜିନିଷକୁ ଯୋଡ଼ିବ ଜିଓ - ଗ୍ରାମୀଣ ଭାରତ ଓ ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ୍ ଇଟଂରନେଟ୍ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର - ଦୂରଦୂରାନ୍ତ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତନ -…