ଜଗତସିଂହପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ

ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାର ଆଜି ଆଠୋଟି ବ୍ଲକରେ ଆମ ଓଡିଶା ନବୀନ ଓଡିଶାର ଶୁଭରାମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଜିଲ୍ଲାର ଆଠୋଟି ବ୍ଲକ ତଥା ନାଉଗାଁ, ଜଗତସିଂହପୁର, ତିର୍ତ୍ତୋଲ, ବିରିଡି, ରଘୁନାଥପୁର, କୁଜଙ୍ଗ,…

ଗଞ୍ଜାମ ବୁଢ଼ାମ୍ବ ରେ ବଡ ଆଡମ୍ବରେ ପାଳିତ ହୋଇଛି ଗ୍ୟାରିମ ସରିଫ ଓ ଗଉଷପାକ ଉରୁଷ l

ଗଞ୍ଜାମ :( ସେକ୍ କୌଶର ):ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢ଼ାମ୍ବ ଗ୍ରାମରେ ବଡ ଆଡମ୍ବରେ ପାଳିତ ହୋଇଛି ଗ୍ୟାରିମ ସରିଫ, ବୁଢ଼ାମ୍ବ ଗ୍ରାମର ମସଜିତ ଇମାମ ସାହେବ.ସଗିର ଆହେମଦ,ଙ୍କ ନିର୍ଦେଶ କ୍ରମେ ପ୍ରତେକ ବର୍ଷ ଏକ ଗଉଷପାକ ଉରୁଷ ଗ୍ୟାରିମ ସରିଫ ଅନୁଷ୍ଠିତ ହେଉଛି,ଏହି ଉରୁଷ ରେ…

ଭଞ୍ଜନଗରରେ ନୂତନ ଉପଜିଲ୍ଲାପାଳ ଙ୍କ ଯୋଗଦାନ।

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ରେ ନୂତନ ଉପଜିଲ୍ଲାପାଳଭାବେ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଯୋଗଦାନ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର , ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ଶ୍ରୀ ଅନିଲ କୁମାର ପଣ୍ଡା,ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ବଂଶୀଧର ବେହେରା,…

୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଧୁମୁଛାଇ ଗ୍ରାମରେ ବେଲଗୁଣ୍ଠା ପୋଲିସ ଚଢଉ କରି ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିଥିବା ଖବର ମିଳିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଆଜି ଦିନ ୧୦ ଟା ବେଳେ ବେଲଗୁଣ୍ଠା ପୋଲିସ…

ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବଂଶୀଧର ସ୍ମୃତି କମିଟି ସଭାପତି ଡ଼. ରଙ୍ଗନାଥ ବେହେରାଙ୍କ ସଭାପତିତ୍ୱରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ, ନାଟ୍ୟକାର, ସମାଜସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ବଂଶୀଧର ସାହୁଙ୍କ ପଞ୍ଚମ ଶ୍ରାଦ୍ଧ…

ଉଲ୍ଲାସ ବେହେରାଙ୍କ ବିୟୋଗରେ ଶୋକସଭା

ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଲଢ଼ୁଆ ଯୁବନେତା ଉଲ୍ଲାସ ଚନ୍ଦ୍ର ବେହେରାଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ବର୍ଗତ ବେହେରାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ…

ବେଲଗୁଣ୍ଠାରେ ବିଦାୟ ନେଲେ ମାଆ ; ବାଜା ବାଣରେ ଦୁଲୁକିଲା ସହର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦଶହରା ପର୍ବ ଧୂମଧାମରେ ପାଳିତ ହେବା ପରେ ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ଶୋଭାଯାତ୍ରା ମଧ୍ୟରେ ମାଆ ଦୂର୍ଗା ବିଦାୟ ନେଇଛନ୍ତି I ଆଜି ସନ୍ଧ୍ୟାରେ ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗ ପକ୍ଷରୁ ମାଆଙ୍କ ଭସାଣି ମହା ଆଡମ୍ବରରେ ଅନୁଷ୍ଠିତ…

ନିଶ୍ଚିନ୍ତକୋଇଲି ବ୍ଲକ ରେ ନୂତନ ବିଡ଼ିଓଙ୍କ ଯୋଗଦାନ

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ରେ ନୂତନ ବିଡ଼ିଓ ଭାବେ ଧର୍ମରଂଜନ ପଣ୍ଡା ଗୁରୁବାର ଦିନ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଏହା ପୂର୍ବରୁ ଗରଦପୁର ବ୍ଲକରେ କାର୍ଯ୍ୟରତ ଥିଲେ । ବିଡ଼ିଓଙ୍କ ଯୋଗଦାନ ପରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀ ନଳିନୀକାନ୍ତ…

ଓଡ଼ିଶା ଭୂଗୋଳ ନୁହେଁ, ଏକ ମହାଭାବ : ପ୍ର.ଗଣେଶୀ ଲାଲ୍

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜ ଭବନରେ ବିଦାୟ ସମ୍ବର୍ଦ୍ଧନା "ମୋ ଚେତନାର ଅନନ୍ୟ ଉଦ୍ଧ୍ୱର୍ଉଡ଼ାଣ ଘଟିଛି ଏଇ ଭୂମିରେ" ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି ।…

ନ୍ୟାୟୋଚିତ ଦାବି ପୂରଣ ନହେଲେ ପ୍ରତିବାଦ ତୀବ୍ରତର କରିବ ଓଡିଶା ସଚିବାଳୟ ସେବା ସଂଘ

ଆସନ୍ତା ଦିନରେ କାର୍ଯ୍ୟବନ୍ଦ ସହ ବିଧାନ ସଭା ଅଧିବେଶନ ସମୟରେ ଅସହଯୋଗ ପାଇଁ ନିଷ୍ପତି ନେବ ସଂଘ  ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ସଚିବାଳୟ ସେବା ସଂଘର ନ୍ୟାଯ୍ୟ ଦାବି ପୂରଣ ପାଇଁ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଯଦି ଦାବି ପୁରଣ ଦିଗରେ ସରକାର ଉଚିତ୍ ପଦକ୍ଷେପ…