Sign in
Sign in
Recover your password.
A password will be e-mailed to you.
ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତଥା ଜୟ ଓଡ଼ିଶା ଆନୁକୂଲ୍ୟରେ ମା ଲକ୍ଷ୍ମୀ ପୂଜା ର ଶୁଭାରମ୍ଭ
ଭୁବନେଶ୍ୱର : ଆଶ୍ଵିନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ, ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତଥା ଜୟ ଓଡ଼ିଶା ଦ୍ଵାରା, ୟୁନିଟ୍ ୩ ଠାରେ ପବିତ୍ର ମା ଲକ୍ଷ୍ମୀ ପୂଜା ର ଶୁଭାରମ୍ଭ ହୋଇଛି।ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ କାରଣରୁ, ଦିବା ୭ ଟାରୁ କଳସ ଯାତ୍ରା ଆରମ୍ଭ ହୋଇ ଦିନ ୧୧ ଟାରୁ ପୂଜା କାର୍ଯ୍ୟ…
ବେଲଗୁଣ୍ଠାରେ ଗଜ ଲକ୍ଷ୍ମୀ ପୂଜା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସହରର ହାଟପଦା ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ଛକରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ହାଟପଦା ପୂଜା ମଣ୍ଡପରେ…
ବିଶ୍ୱ ଷ୍ଟ୍ରୋକ୍ ଦିବସ: ସନ୍ତୁଳିତ ଜୀବନଶୈଳୀ ଓ ସତର୍କତା ଷ୍ଟ୍ରୋକ୍ରୁ ରକ୍ଷା କରିପାରିବ-କିମ୍ସ ବିଶେଷଜ୍ଞ
ଭୁବନେଶ୍ୱର,୨୮ । ୧୦: ସାମାନ୍ୟ ଅବହେଳା ବ୍ରେନ ଷ୍ଟ୍ରୋକ୍ (ମସ୍ତିଷ୍କାଘାତ) ବା କେବଳ ଷ୍ଟ୍ରୋକର କାରଣ ହୋଇପାରେ । ମସ୍ତିଷ୍କକୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହେଲେ ମସ୍ତିଷ୍କାଘାତ ହୋଇଥାଏ । ରୋଗୀର ଜୀବନ ବଞ୍ଚାଇବା ପାଇଁ ଷ୍ଟ୍ରୋକ୍ ହେବାର ସାଢ଼େ ୪ଘଣ୍ଟା ମଧ୍ୟରେ ନିକଟସ୍ଥ ଡାକ୍ତରଖାନାକୁ…
ସୁବର୍ଣ୍ଣପୁର ରେ ଭୋଟର୍ ସଚେତନତା ଉପଲକ୍ଷେ ପଥ ଉତ୍ସବ ଓ ୱାକIଥନ ଅନୁଷ୍ଠିତ l
ସୁବର୍ଣ୍ଣପୁର , (ଆର୍ତ୍ତତ୍ରାଣ ମହାପାତ୍ର) : ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଧେଶ କ୍ରମେ ଏବେ ସମଗ୍ର ରାଜ୍ୟରେ ଭୋଟର ତାଲିକାରେ ନୂତନ ନାମ ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ଚାଲୁଅଛି l ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ସଚେଚନତା ପାଇଁ ସ୍ଥାନୀୟ ଝିଙ୍କି ଛକ…
ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ: ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ-୨୦୨୪…
ଭୁବନେଶ୍ୱର:ଚିଠା ଭୋଟର ତାଲିକା-୨୦୨୪ ପ୍ରକାଶ ପାଇବା ପୂର୍ବରୁ ୧୭ ବର୍ଷ ବୟସରୁ ଉର୍ଧ୍ଵ ନୂତନ ଯୁବ ମତଦାତାମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଭୋଟ…
ଗୁଣୁପୁର ଠାରେ ପଥ ଉତ୍ସବ, ୱ।କ।ଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:28-10-2023ରିଖ ଦିନ ଉପଖଣ୍ଡ ସ୍ତରୀୟ ପଥ ଉତ୍ସବ, ୱ।କାଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ-2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 01-01-2024 ସୁଦ୍ଧା ଯେଉଁ ମାନଙ୍କ ବୟସ 18 ବର୍ଷ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ…
ଅସ୍ତରଙ୍ଗ ବେଳାଭୁମି ମହୋତ୍ସବର ପ୍ରଥମ ବୈଠକ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ଚଳିତ ବର୍ଷ କାର୍ତ୍ତିକ ପୂର୍ଣମୀ ତିଥିଲେ ଅସ୍ତରଙ୍ଗ ର ପିର ଯାହାନିଆ ବେଳାଭୂମି ରେ ଦୁଇ ଦିନ ଧରି ହେବାକୁ ଥିବା ଅସ୍ତରଙ୍ଗ ବେଳାଭୂମି ମହୋତ୍ସଵ ର ପ୍ରଥମ ବୈଠକ ଶନିବାର ଦିନ ନିକଟ କୈଲାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ବୈଠକ ରେ ବ୍ଲକ ଅଞ୍ଚଳ…
ଶଙ୍ଖ ଫୁଙ୍କିଲେ ବିଜେପି ଏନଏସି ଅଧ୍ୟକ୍ଷ ଓ କାଉନସିଲର
ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ଏନଏସି ଅଧ୍ୟକ୍ଷ ଦୀନେଶ ଗହିର ଓ ବିଜେପୁର ଏନଏସି ୪ନଂ ୱାର୍ଡ଼ର କାଉନସିଲର ଦୀପକ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ…
ବିଜ୍ଞାନ ଏବଂ ସଭ୍ୟତା ଯେତେ ପ୍ରଗତି ପଥେ ଗଲେ ମଧ୍ୟ ସଂସ୍କୃତି , ପରମ୍ପରା ସାମାଜିକ ଶୃଙ୍ଖଳା ଆଦର୍ଶକୁ ଉଚିତ ଶିକ୍ଷା…
https://youtu.be/_wYc8g2yypE
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ "କୁମାର ଉତ୍ସବ"-୨୦୨୩ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଗତିର…
୨୦୨୪ ରେ ଅଧିକରୁ ଅଧିକ ସଂଖ୍ଯାରେ ଭୋଟର ମାନଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ପଦ୍ମପୁରରେ ଓ୍ବାକାଥନ୍ ଓ ପଥ ଉତ୍ସବ…
ପଦ୍ମପୁର :- ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ ରେ ଅଧିକରୁ ଅଧିକ ସଂଖ୍ଯାରେ ଭୋଟର ମାନଙ୍କୁ ସାମିଲ କରିବା ଲକ୍ଷ୍ୟରେ ପଦ୍ମପୁରରେ ଓ୍ବାକାଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ଯକ୍ରମରେ ପଦ୍ମପୁର ସିନିୟର ସିଭିଲ୍ ଜଜ୍…