ବଡ଼ଚଣା ସିହା ପଞ୍ଚାୟତରେ ବିଜେପି ନେତା ଅମର ନାୟକଙ୍କ ଗୃହ ସମ୍ପର୍କ ପଦ ଯାତ୍ରା

0

ବଡ଼ଚଣା/ପ୍ରଫୁଲ୍ଲ ସାହୁ : ବଡ଼ଚଣା ବିଜେପି ତରଫରୁ ବିଜେପି ନେତା ଶ୍ରୀଯୁକ୍ତ ଅମର ନାୟକ ଙ୍କ ନେତୃତ୍ୱରେ ସିହା ପଞ୍ଚାୟତ ରେ ଗୃହ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି ,ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ଦଳ ଭାବେ ନିଜର ସ୍ଵତଂତ୍ର ପରିଚୟ ସୃଷ୍ଟି କରିବା ସହ, ଅଦିତ୍ଵ ନେତା ଜସ୍ବସି ପ୍ରଧାନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ ରେ ବହୁ ଲୋକାଭିମୁଖି ଯୋଜନା ଓ କଳା ଆଇନ ର ବିଲପ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବହୁ ଗୁରୁତ୍ୱପୂର୍ଣ ଯୋଜନା କେନ୍ଦ୍ର ସରକାର କରିଛନ୍ତି
ଖାଦ୍ୟ ସୁରକ୍ଷା ଅଇନି ବଳ ରେ ଅଶି କୋଟି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବ ସହ ଉଜ୍ଜଳା ଯୋଜନା ରେ ଘରେ ଘରେ ଗ୍ୟାସ ସଂଯୋଗ ସହ ସ୍ଵର୍ଣ ଚତୁରଭୁଜ୍ ଯୋଜନା ରେ ପ୍ରତ୍ୟକ ଗ୍ରାମାଞ୍ଚଳ କୁ ସଂଯୋଗ କରୁଥିବା ଗ୍ରାମ ସଡ଼କ ପ୍ରଧାନ ମନ୍ତ୍ରୀ ଆବାସ ,ପ୍ରତ୍ୟକ ଗ୍ରାମକୁ ପଣ୍ଡିତ ଦିନଦୟାଲ ଉପଧ୍ୟୟ୍ ଯୋଜନା ରେ ଟ୍ରାନ୍ସପର୍ମର ସ୍ଥାପନ,ଗରିବ ହିତଦିକରିଙ୍କୁ ମାଗଣା ରେ ବିଦୂତ ସଂଯୋଗ ,ମହିଳା ମାନଙ୍କୁ ଉନ୍ନତି ପାଇଁ ଋଣ ସହାୟତା କୃଷକ କଲ୍ୟାଣ ଯୋଜନା ରେ ଫସଲ ବୀମା ଫସଲ ସହାୟକ ମୂଲ୍ୟ ବୃଦ୍ଧି କରିବା, କରୋନ ସମୟରେ ମାଗଣା ଟୀକା କରଣ ସହ ବହୁ ଲୋକାଭିମୁଖି ଯୋଜନ କୁ ଲୋକ ଙ୍କ ପହଞ୍ଚାଇବା ଲକ୍ଷ୍ୟ ରେ ଗୃହ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଥିବା ବେଳେ ବଡ଼ଚଣା ତଥା ଚଣ୍ଡିଖୋଲ ର ସାମଗ୍ରୀକ ବିକାଶ ,ବଇରୀ ଉପୁଳା ଠାରେ ରେଲୁଏ ଓଭରବ୍ରିଜ୍ ବରିଠେଙ୍ଗଡ ,ଧାନମଣ୍ଡଳ ଷ୍ଟେସନ ର ଉନ୍ନତି କରଣ ସହ ବହୁ ଲୋକାଭିମୁଖି ଯୋଜନ ସମର୍କ ରେ ଲୋକଙ୍କୁ ଅବଗତ କରିବା ସହ ଏକ ବିକଶିତ ବଡ଼ଚଣା ଗଠନ ରେ ଲୋକଙ୍କୁ ସହଯୋଗ ଲୋଡ଼ିଥିଲେ |

ଏହି ପଦ ଯାତ୍ରା ରେ,ମହେନ୍ଦ୍ର ରାଉତ ସରପଞ୍ଚ ଶାଳପଡା,ଅଜୟ ମହାନ୍ତି ପି ଏସ ପ୍ରତିନିଧି,ବିସ୍ତାରକ ବନମାଳୀ ଜେନା,ଓ ବି ସି ମୋର୍ଚା ଯାଜପୁର ପ୍ରତିନିଧି ଅମରେନ୍ଦ୍ର ପରିଡା ,ଏସ ସି ମୋର୍ଚା ଯାଜପୁର ପ୍ରତିନିଧି, ପ୍ରଭାକର ମାଲିକ ପ୍ରମୋଦ ବିଶ୍ୱାଳ ସିହା ସତ୍ୟନନ୍ଦ ବାହାଲିଆ ଅଭିମନ୍ୟୁ ସାହୁ ପ୍ରତାପ କୁମାର ସାହୁ ପ୍ରହଲଦ ଓଝା ଗୋଡିମଗୁରା ପ୍ରମୁଖ ଯୋଗ ଦେଇଥିଲେ ଏହି ଗୃହ ସମ୍ପର୍କ ପଦ ଯାତ୍ରା ତିନି ଦିନ ଧରି ସିହା ପଞ୍ଚାୟତ ର କମ୍ପିରା ରୁ ଆରମ୍ଭ ହୋଇ ମଙ୍ଗରାଜ ପୁର ଗୋଡିମଗୁରା ହୋଇ ଆସନ୍ତାଏଗାର ତାରିଖ ରେ କୋହ୍ଲାସିଙ୍ଗ୍ ଠାରେ ସମାପନ୍ ହେବ ବୋଲି ସର୍ବ ଶ୍ରୀ ପ୍ରମୋଦ ବିଶ୍ୱାଳ ମତ ଦେଇଥିଲେ

Leave A Reply

Your email address will not be published.