ଭଞ୍ଜନଗରରେ ଭୋଟର୍ ଓ୍ବାକାଥନ୍ ଓ ପଥୋତ୍ସବ ଶୋଭାଯାତ୍ରା

ଭଞ୍ଜନଗର/ଉଦୟନାଥ ପଣ୍ଡା -ଭୋଟର୍ ସଚେତନତା ରାଲି ଭଞ୍ଜନଗରରେ ଯୋଗଦେଲେ ଛାତ୍ରଛାତ୍ରୀ ଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକ। ଆଜି ୨୮ ଅକ୍ଟୋବର ୨୦୨୩ ରିଖ ସକାଳ ଆଠଘଣ୍ଟା ସମୟରେ ଭଞ୍ଜମାଟି ଭଞ୍ଜନଗର ସହରରେ -ଭୋଟର ପଞ୍ଜିକରଣ,ନିର୍ବାଚନ ରେ ଅଶଂଗ୍ରହଣ,ନିର୍ଭୁଲ ଭୋଟର ତାଲିକା…

ବିକାଶ ଏଠି ମାରୁଛି ମାଙ୍କଡ ଡିଆଁ : ରାସ୍ତା ଓ ପିଇବା ପାଣିରୁ ଏଯାଏ ବଂଚିତ ବଲିଙ୍ଗିଆ

ନେତା ଓ ଅଫିସରଙ୍କ ପାଦ ପଡୁନି, ସମସ୍ୟାର ସମାଧାନ ପାଇଁ ଦାବୀ କଲେ ଗ୍ରାମବାସୀ ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କତିଙ୍ଗିଆ ଗ୍ରାମ ପଞ୍ଚାୟତରେ ଥିବା ବଲିଙ୍ଗିଆ ଗ୍ରାମ I ଏହାକୁ ଏକ ବାହ୍ୟ ମଳମୁକ୍ତ ଆଦର୍ଶ ରାଜସ୍ବ ଗ୍ରାମ ଭାବେ ପ୍ରଶାସନ…

ଭଗବତୀ ବିଦ୍ୟାପୀଠ ପୁରାତନ ଛାତ୍ର ସଙ୍ଘ ର ବାର୍ଷିକ ଉତ୍ସବ ।

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକର ଶୁକ୍ଳେଶ୍ୱର ଠାରେ ଅବସ୍ଥାବିତ ଅନ୍ୟତମ ପୁରାତନ ତଥା ସୁନାମଧନ୍ୟ ଭଗବତୀ ବିଦ୍ୟାପୀଠ ଶୁକ୍ଳେଶ୍ୱର ପୁରାତନ ଛାତ୍ର ସଂଗଠନ ର ବାର୍ଷିକ ଉତ୍ସବ ପୁରାତନ ଛାତ୍ର ସିଡିଏ ର ଅଧ୍ୟକ୍ଷ ତଥା ପ୍ରାକ୍ତନ ରାଜସ୍ବ ଆୟୁକ୍ତ ଅନିଲ ସାମଲ ଙ୍କ ସଭାପତିତ୍ବ ରେ…

ବର୍ଷା ଅଭାବରୁ ଚାଷ କାର୍ଯ୍ୟ ସୁରକ୍ଷିତ ରଖିବା ନେଇ ଜିଲ୍ଲାପାଳଙ୍କ ଆଗୁଆ ପଦକ୍ଷେପ

ଗଞ୍ଜାମ(ନିଲୁ ବିଷୋୟୀ),୨୭/୧୦ : ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ ଯେମିତି କ୍ଷତି ସହିବେ ନାହିଁ ସେମାନଙ୍କ ଚାଷ କାର୍ଯ୍ୟ ଯେମିତି ନଷ୍ଟ ହେବ ନାହିଁ ସେଥି ପ୍ରତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଗଜା ମରୁଡି ଯେମିତି ହେବ ନାହିଁ ତାହାର ଆଗୁଆ…

ବଡ଼ ଧୁମ୍ ଧାମ ରେ ପାଳିତ ହେଲା ଦୂର୍ଗା ପୂଜା

ସାରସକଣା ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକାଣା ବ୍ଳକ୍ ସ୍ଥିତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ଜଗତ ଜନନୀ ଶକ୍ତି ସ୍ୱରୁପିଣୀ ମାଆ ଦୂର୍ଗା ଙ୍କ ନବରାତ୍ରି ଉତ୍ସବ । ବ୍ଳକ୍ ର ବିଭିନ୍ନ ସ୍ଥାନ ଯଥା ଝାରପୋଖରିଆ , ସାରସକଣା, ନୁହଁ।ମାଳିଆ ବଡ଼ଚାଟରା, ସାନଚାଟରା,…

ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଓ ଡ୍ରାଫ ଭୋଟର ତାଲିକାର-୨୦୨୪ ଆଜି ପ୍ରକାଶିତ ହୋଇଅଛି। ଏହି ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…

ହମିରପୁର ରେ ସୁନ୍ଦରକାଣ୍ଡ ଓ ରାମଚରିତ ମାନସ କାର୍ଯ୍ୟକ୍ରମ

ରାଉରକେଲା,(ବସନ୍ତ କୁମାର ଜେନା): ହମିରପୁର ସ୍ଥିତ କଣ୍ଟ୍ରାକର କଲୋନୀ ଠାରେ ସୁନ୍ଦରକାଣ୍ଡ , ହନୁମାନ ଚାଳିଶା ଓ ରାମଚରିତ ମାନସ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ଦାସ ଓ ଶୁଭ୍ରାବାବି ଦାସ କର୍ତ୍ତା ଭାବେ ଯୋଗଦେଇ ଥିବାବେଳେ ପୂଜକ ଭାବେ ନିତ୍ୟାନନ୍ଦ…

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନ ଆସନ୍ତା ୪ ଓ ୫ ରେ

ରାଉରକେଲା,(ବସନ୍ତ କୁମାର ଜେନା):ଓଡ଼ିଆ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖିଥିବା ସାଂସ୍କୃତିକ ଅନୁଷ୍ଠାନ * ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ପ୍ରାୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ର ଅଡିସନ ଆସନ୍ତା ନଭେମ୍ବର ମାସ ୪ ଓ ୫ତାରିଖ ଦିନ ଦିବା ୯ଘଟିକା ସମୟରେ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ…

ବଲାଙ୍ଗୀର ଦିନ୍ ଉତ୍ସବ ଉପଲକ୍ଷେ ଆଲୋଚକାଚକ୍ର ‘ଜନସାଧାରଣ ନିଜସ୍ୱ ଏଜେଣ୍ଡା ପ୍ରସ୍ତୁତ କରନ୍ତୁ’

ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) :୨୭/୧୦- ବଲାଙ୍ଗୀର ଦିନ୍ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଦିନ୍ ଉତ୍ସବ ଉପଲକ୍ଷେ ଶିକ୍ଷା, କୃଷି ଓ ଜଳସେଚନ ୨୦୪୦ ଶୀର୍ଷକ ଏକ ଆଲୋଚନାଚକ୍ର ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ସନ୍ଦୀପ…

ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମହୋତ୍ସବ ‘ମହକ’ ଓ ‘ଉତ୍ସାହ ‘ ଉଦଯାପିତ

ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ:"ଆଜିର ଶିଶୁ କାଲିର ଭବିଷ୍ୟତ ଓ ସେମାନଙ୍କର ଯତ୍ନ ପ୍ରତ୍ୟେକଙ୍କର କର୍ତ୍ତବ୍ଯ, ତା ଠାରୁ ବଡ ଦାୟିତ୍ବ ହେଉଛି ସେମାନଙ୍କୁ ଯୁଗୋପଯୋଗୀ କରି ଗଢିବା", ଜିଲ୍ଲାପାଳ ଙ୍କ ର ଏପରି ଅଭିଳାଷୀ ଆହ୍ବାନ ସହିତ ଆଜି ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ…