୫୪ତମ ଇଣ୍ଡିଆନ୍‍ ପାନୋରମା ୨୦୨୩ରେ ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ମନୋନୀତ

ଭୁବନେଶ୍ୱର ୨୬ ।୧୦: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଅନୁଷ୍ଠିତ ହେବାକୁ ଥିବା ୫୪ତମ…

ଘରୋଇ ବସ୍ ମାଲିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

 ବ୍ୟକ୍ତିଗତ ଓ କମ୍ପାନୀମାନଙ୍କ ସ୍ୱାର୍ଥ ପାଇଁ ଘରୋଇ ବସ୍ମାଲିକଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର  ୨୩ବର୍ଷ ଶାସନରେ ଗମନା ଗମନ ବ୍ୟବସ୍ଥାରେ ରାଜ୍ୟ ସରକାର ବିଫଳ ହୋଇଥିଲା ବେଳେ କେନ୍ଦ୍ର ସରକାର ବିଭିନ୍ନ ଜିଲ୍ଲାକୁ ପ୍ୟାସେଞ୍ଜର ଟ୍ରେନ୍ ଚଳାଇ ଲୋକଙ୍କୁ ସୁବିଧା ପ୍ରଦାନ…

ବେଦାନ୍ତ ଆଲୁମିନିୟମ ସିଆଇଆଇ ଦ୍ୱାରା ବ୍ୟବସାୟ ଓ ଶକ୍ତି ଉତ୍କର୍ଷତା ପାଇଁ ସ୍ୱୀକୃତି ଲାଭ କରିଛି

ଯୋଗାଣ ଶୃଙ୍ଖଳାରେ ଏହାର ଉଲ୍ଲେଖନୀୟ ଶକ୍ତି ପରିଚାଳନା ଓ ନିରପତା ଡିଜିଟାଇଜେସନ ପାଇଁ ବେଦାନ୍ତକୁ ପୁରସ୍କାର ପ୍ରଦାନ କରାଯାଇଛି ଝାରସୁଗୁଡ଼ା, ଓଡ଼ିଶା ୨୬ଅକ୍ଟୋବର,୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଇଣ୍ଡଷ୍ଟ୍ରୀର ଆଇକ୍ୟୁ ନ୍ୟାସନାଲ ଓ ଆଂଚଳିକ ଉତ୍କର୍ଷ…

ମୃତ ଚାଷୀଙ୍କ ପରିବାରକୁ ସାହା ହେଲା ଓଡ଼ିଶା-ମୋ ପରିବାର

 ଭୁବନେଶ୍ୱର : କ୍ଷେତରେ କାମ କଲେ ପରିବାର ଚଳୁଥିଲା । ହଠାତ୍ ଦୁଃଖର ପାହାଡ଼ ମାଡ଼ି ବସିଲା ଓ ଅକାଳରେ ଝରିପଡ଼ିଲେ ଚାଷୀ ରଞ୍ଜିତ୍ । ଶେଷକୃତ୍ୟ ସମ୍ପନ୍ନ ପାଇଁ ମୃତଶରୀର ଘରକୁ ନେବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନଥିଲେ ପତ୍ନୀ । ମୃତଦେହ ସ୍ଥାନାନ୍ତରଣ କରିବାକୁ ଆଗେଇ ଆସିଲା ଓଡ଼ିଶା- ମୋ ପରିବାର…

ଜିଓଫାଇବର, ଜିଓ ଏୟାରଫାଇବର ପରେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏଆଇ ଶକ୍ତି ସମ୍ପନ୍ନ ଇନ୍‌-ହୋମ୍ (ଗୃହ) ସେବା

ପ୍ଲମ୍ ସହିତ ଜିଓର ସହଯୋଗିତା ସ୍ଥାପନ; ପ୍ଲମ୍‌ର କ୍ଲାଉଡ୍ ପ୍ଲାଟଫର୍ମ ବ୍ୟବହାର ହେବ ଭୁବନେଶ୍ୱର: ଗ୍ରାହକମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର ଶକ୍ତି ସମ୍ପନ୍ନ ସ୍ମାର୍ଟ ହୋମ୍ ଓ କ୍ଷୁଦ୍ର ବ୍ୟବସାୟ ସେବା ପ୍ରଦାନ କରିବା ଲାଗି ପ୍ଲମ୍ ସହ ସହଭାଗିତା କରିଛି ରିଲାଏନ୍ସ ଜିଓ…

ମନେ ରହିବେ ଲୋକଙ୍କ ପ୍ରିୟ ବିଡିଓ ବିଶ୍ଵ ରଞ୍ଜନ କର

ସୋହେଲା :-( ସୁରେଶ ବାଗ ) ଯେ କୌଣସି ଅଫିସ ହେଉ , ଅଫିସର ମାନଙ୍କ ବଦଳି ଏକ ସାଧାରଣକେଉଁ ଜାଗାରେ । ସରକାରୀ ଚାକିରୀ ରେ ଅଫିସର ତଥା ଜନସାଧାରଣ ଏକଥା ଭଲ ଭାବରେ ଜାଣିଛନ୍ତି ଯେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ବେଶି ସମୟ ରହି ପାରିବେନି । ନିଜ ଅଞ୍ଚଳ କୁ ଯଦି କୌଣସି ଭଲ ଅଧିକାରୀ ଆସନ୍ତି…

ଉତ୍କଳ ଆଲୁମିନାରେ ମହା ସମାରୋହରେ ଦଶହରା ମହୋତ୍ସବ ପାଳିତ

ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ : ପାରି ପାର୍ଶ୍ବକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତା, ଐତିହ୍ୟ, ଆଧ୍ୟାତ୍ମିକତାଏବଂ ପାର୍ବଣର ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ…

“ପ୍ରଚାର ସର୍ବସ୍ୱ ରାଜ୍ୟ ଯୋଜନାର କରୁଣ ପରିଣତି”

୧୧ଜଣ ଜୁଆଙ୍ଗଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପ୍ରତିଫଳନ : ସତ୍ୟବ୍ରତ ପଣ୍ଡା  ସରକାରୀ ଅବହେଳା ଓ ପ୍ରଶାସନିକ ଉଦାସିନତା ଯୋଗୁଁ କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ଓଡିଶାର ଆଦିବାସୀ ଜନଜାତିଙ୍କ ପାଇଁ ବିକାଶ ଅପହଂଚ  ବିଜେପିର ଏକ ପ୍ରତିନିଧି ଦଳ ବିଧାୟକ ତଥା…

ଆମ ଓଡିଶା ନବୀନ ଓଡିଶା ପଞ୍ଚମ ଦିନରେ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଆମ ଓଡିଶା ନବୀନ ଓଡିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି – ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାର 7ଟି ନିର୍ବାଚନମଣ୍ଡଳୀ ପାଇଁ ୯୫ କୋଟି – ୨୭୬୩ ପ୍ରକଳ୍ପ ଜଗତସିଂହପୁରର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୯ କୋଟି – ୨୯୨୨ ପ୍ରକଳ୍ପ ସବୁ ଗାଁର ବିକାଶ ହେବ, ଶୀଘ୍ର…

ବିଦା ହେଲେ ଚଇନି : କଟକ ଜିଲ୍ଲାପାଳ ହେଲେ ନରହରି ସେଠି

ଭୁବନେଶ୍ୱର : ବିଦା ହେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି | ତାଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି ସରକାର | ତାଙ୍କ ସ୍ଥାନରେ  କଟକ ଜିଲ୍ଲାପାଳ ହେଲେ ବର୍ତ୍ତମାନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ  ନରହରି ସେଠି | ଆଜି ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…