Sign in
Sign in
Recover your password.
A password will be e-mailed to you.
ସୋଲାର ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ ସମ୍ମାନୀତ
ଭୁବନେଶ୍ୱର, ୩ ।୧୧: ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍ ଇଣ୍ଡିଆ (ଏସ୍ଇଏସ୍ଆଇ) ପକ୍ଷରୁ ସମ୍ମାନୀତ କରାଯାଇଛି। କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ…
ବେଦାନ୍ତ ଆଲୁମିନିୟମ୍ ଯୁବ ପ୍ରତିଭାକୁ ଗୁରୁତ୍ୱ ଦେବା ସହିତ ‘ସୁରଭି’ ଶିଶୁ ମହୋତ୍ସବକୁ ସମର୍ଥନ କରିଛି
ଝାରସୁଗୁଡା - ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ ଜିଲ୍ଲାର ‘ସୁରଭି’ ଶିଶୁ ମହୋତ୍ସବକୁ ସମର୍ଥନର ହାତ ବଢାଇଛି । ଛାତ୍ରଛାତ୍ରିମାନଙ୍କ ପ୍ରତିଭାକୁ ଆଲୋକିତ କରିବା ପାଇଁ ଏକ ପୋଷଣ ପ୍ଲାଟଫର୍ମ ଭାବରେ ଡିଜାଇନ୍ ହୋଇଥିବା ଏହି କାର୍ଯ୍ୟକ୍ରମରେ କଳା ଏବଂ…
ଆମ ଓଡିଶା ନବୀନ ଓଡିଶା ନବମ ଦିନରେ: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡିର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୫ କୋଟି – ୪୬୭୮ ପ୍ରକଳ୍ପ
ନବରଙ୍ଗପୁରର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୪.୫୦ କୋଟି – ୨୯୪୨ ପ୍ରକଳ୍ପ
ଭୁବନେଶ୍ବର,: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା…
ହାଇସ୍କୁଲମାନଙ୍କରେ ଖାଲିଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ନିମନ୍ତେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଜାରି
ଭୁବନେଶ୍ୱର: ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ୭୫୪୦ ଗୋଟି ବିଭିନ୍ନ ବର୍ଗର (TGT PCM,TGT CBZ , ARTS, HINDI, SANSKRIT, URDU, TELUGU H PET) ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ossc) ମାଧ୍ୟମରେ ଚୟନ ପ୍ରକି୍ରୟା ଚାଲୁଅଛି । ଉକ୍ତ ଚୟନ ପ୍ରକ୍ରିୟା…
ଡାବୁଗାଁ ସାପ୍ତାହିକ ହାଟରେ ଆତଙ୍କ, ଫିଲ୍ମ ଷ୍ଟାଇଲ ରେ ଦିନ ଦ୍ଵିପହରରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ଲୁଟ
୧୦ ରୁ ଉର୍ଦ୍ଧ ମୁଖାଧାରି ଲୁଟେରା ଅଟୋ ଓ ବାଇକ୍ ରେ ଖଣ୍ଡା,ଭୁଜାଲି ବୁଲାଇ ଲୁଟି ନେଲେ ଟଙ୍କା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୨/୧୧/୨୩ :ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରେ ଆଜି ଦିନ ଦ୍ଵିପହରରେ ଫିଲ୍ମ ଷ୍ଟାଇଲ ରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦…
ଗଜଲକ୍ଷ୍ମୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗୁଣପୁର ସହର। ପୂଜା ପାଇଁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ଙ୍କ ଦର୍ଶନ ଏବଂ ସନ୍ଧ୍ୟା ଆଳତି ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ଆକର୍ଷଣୀୟ…
ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା ବେଲଗୁଣ୍ଠା ସେବା ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ବେଲଗୁଣ୍ଠା ଠାରେ ସେବା ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ…
ଗଞ୍ଜାମ ଜିଲ୍ଲାରେ ଶୁଭାରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା
ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ
ଗଂଜାମ,(ନିଲୁ ବିଷୋୟୀ) , ୦୨/୧୧ : ଓଡ଼ିଶାର ଗ୍ରାମାଞ୍ଚଳରେ ସହରାଞ୍ଚଳ ଭଳି ସୁବିଧା ଯୋଗାଇବା ସହ ଗାଁର ସାମଗ୍ରିକ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି…
ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ
ଜଗତସିଂହପୁର,ତା-୦୨.୧୧.୨୦୨୩/ସୁମନ୍ତ କୁମାର ଦାସ:ଆଜିର ଛାତ୍ରଛାତ୍ରା ଆଗାମୀ କାଲିର ଭବିଷ୍ୟତ, ସେମାନଙ୍କର ଉନ୍ନତି ରେ ନିର୍ଭର କରେ ଦେଶର ଉନ୍ନତି।ତେଣୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଶିକ୍ଷିତ ଓ ସଚେତନ ହେଲେ ହିଁ…
ରାୟଗଡ଼ା ସ୍ୱଳ୍ପ ସଞ୍ଚୟ ସଂସ୍ଥା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାୟଗଡା ରୁ ବୈକୁଣ୍ଠ ଦୁରିଆ - ରାୟଗଡ:-ତା.୦୨/୧୧-ରାୟଗଡ଼ା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂସ୍ଥା ତରଫରୁ ବିଶ୍ୱ ମିତଵ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗତ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ…