Sign in
Sign in
Recover your password.
A password will be e-mailed to you.
ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୩ ପାଳନ ଉଦଯାପିତ
ସ୍ୱଚ୍ଛ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଦ୍ୱାରା ପ୍ରତ୍ୟେକ ଶିଶୁ ପାଇବେ ପରିବାର
ଏହି ବର୍ଷର ଥିମ୍ - "ବଡ ଶିଶୁ (୬-୧୮ ବୟସ ) ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା'
ପ୍ରତ୍ୟେକ ଶିଶୁ ସ୍ନେହ, ଯତ୍ନ ଓ ପରିବାରର ସହଯୋଗ ପାଇବାକୁ ଯୋଗ୍ୟ - ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ…
ଭଦ୍ରକ – ବାଲେଶ୍ୱର – ଭଦ୍ରକ ମେମୁ ସାମୟିକ ବାତିଲ
ଭୁବନେଶ୍ୱର: 08032/08031 ଭଦ୍ରକ - ବାଲେଶ୍ୱର - ଭଦ୍ରକ ମେମୁ ଚଳିତ ମାସ 23 ରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ l ବାଲେଶ୍ୱର - ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ - ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି…
ଗଣପୁର କେନ୍ଦ୍ରିୟ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସୃତିପ୍ରଜ୍ଞା ଦାଶ ଜାତୀୟ ଜୁନିଅର ସ୍ତରରେ ଆସନ୍ତା ୨୩ ରୁ ୨୫ ତାରିଖରେ ହେବାକୁ ଥିବା ୩୧ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉତର ପ୍ରଦେଶର ଆଗ୍ରା କେଭି-୧ ଠାରେ ଯୋଗଦାନ କରିବେ ।…
ବଡରମା ବନ ବିଭାଗ ପକ୍ଷରୁ ଗଜସାଥିଙ୍କୁ ନେଇ ପ୍ରଶିକ୍ଷଣ ଶିବିର
ଜମନକିରା,୨୨/୧୧:(ଲିପନ ନାଏକ ) ଜମନକିରା ବ୍ଲକ ବାମରା ବନଖଣ୍ଡ ବନାଞ୍ଚଳ ଅନ୍ତର୍ଗତ ବଡରମା ରେଞ୍ଜ ସ୍ଥିତ ବଙ୍ଗଳା ଠାରେ ଆଜି ବୁଧବାର ଦିନ ଅଞ୍ଚଳର ୨୫ଟି ବନ ସୁରକ୍ଷା ସମିତିରୁ ମୋଟ ୧୨୫ ଜଣ ଗଜସାଥିଙ୍କୁ ନେଇ ଏକ ଦିନିଆ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାମରା ଏସିଏଫ୍…
ହରିନାମରେ କମ୍ପୁଛି ସହର: ଜଗନ୍ନାଥ ମନ୍ଦିର ରେ ୨୪ ପ୍ରହର, ସେଫାଳି ପାହାଡରେ ଅଷ୍ଟ ପ୍ରହର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-କାର୍ତ୍ତିକ ମାସ ପବିତ୍ର ଅବସରରେ ଆଜି ସହରର ବିଭିନ୍ନ ମନ୍ଦିର ରେ ଭିଡ ଦେଖିବାକୁ ମିଳିଥିବା ବେଳେ ହରିନାମ ରେ ପ୍ରକମ୍ପିତ ହେଉଛି ପୁରା ସହର। ଜଗନ୍ନାଥ ମନ୍ଦିର ରେ ଗତକାଲି ଗଙ୍ଗା ଆବାହନ ସହ ଅଧିବାସ କରାଯାଇ ଆଜି ସକାଳ ଠାରୁ ହରିନାମ ଜଜ୍ଞ ଆରମ୍ଭ…
ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ
ଜମନକିରା /କୁଚିଣ୍ଡା,୨୨/୧୧; ଆଦିବାସୀ ଜନନେତା ,ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ଉତ୍ସବ କୁଚିଣ୍ଡା ଯୁଲେନ୍ ପୋଲ ନିକଟସ୍ଥ ଆଦିବାସୀ ଭବନରେ ପାଳିତ ହୋଇ ଯାଇଛି । ସୁଶ୍ରୀ କ୍ଷତି ପ୍ରଭ ବାଗ ଙ୍କ ସଭାପତିତ୍ବରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଓ…
ଜିଲ୍ଲା ପ୍ରଶାସନକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ଭ୍ୟାନ ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନକୁ ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ଭ୍ୟାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆଜି ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ…
ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିବସ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ରେ ଅଧକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବ ରେ ଯୁକ୍ତ ଦୁଇ ଏବଂ ଯୁକ୍ତ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିୋଗିତାମୂଳକ କାର୍ଯ୍ୟକ୍ରମ ର…
ଭୋଜପୁର ରେଞ୍ଜ କାର୍ଯ୍ୟାଳୟ ରେ ମା ଜଗଦ୍ଧତ୍ରୀ ପୂଜା ଅନୁଷ୍ଠିତ l
ଜମନକିରା ୨୨/୧୧ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ଭୋଜପୁର ରେଞ୍ଜ କାର୍ଯ୍ୟାଳୟ ରେ ଆଜି ମା ଜଗଦ୍ଧତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କର୍ତ୍ତା ଭାବରେ ରେଞ୍ଜର ଲଷ୍ମୀନାରାୟଣ ନାଏକ ଓ ତାଙ୍କ ସହ ଧର୍ମିଣୀ ତ୍ରିବେଣୀ ନାଏକ ହୋମ ରେ ବସିଥିବା ବେଳେ ପୂଜକ ଭାବରେ ନୀଳାଞ୍ଚଳ…
ସୋସିଆଲ ୱାର୍କ ଏକ୍ଟିଭିଟି କାର୍ଯ୍ୟକ୍ରମ ଅନୁଷ୍ଟିତ
ଜମନକିରା ୨୨/୧୧(ଲିପନ ନାଏକ )ଓଡ଼ିଶା ସରକାର ଙ୍କ ଖେଳ ଓ ଯୁବ ବିକାଶ ଯୋଜନାର ନିର୍ଦ୍ଦେଶ କ୍ରମେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି, ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାସ ଙ୍କ ନେତୃତ୍ୱ ରେ ବିଦ୍ୟାଳୟ ର ଛାତ୍ର…