Sign in
Sign in
Recover your password.
A password will be e-mailed to you.
ସୋସିଆଲ ମିଡ଼ିଆ, ଫେସବୁକ ଓ ଇନଷ୍ଟଗ୍ରାମ ବ୍ୟବହାର ପାଇଁ ରାୟଗଡ ଜିଲ୍ଲାକୁ ତୃତୀୟ ପୁରସ୍କାର l
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୨୨/୧୧-ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମ ଯଥା ଫେସବୁକ, ଇନ୍ଷ୍ଟଗ୍ରାମ ଓ ଟ୍ୱିଟରରେ ବ୍ୟବହାର ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମ ବହୁଳ ପ୍ରଚାର ପ୍ରସାର ଏବଂ ଲୋକାଭିମୁଖୀ ହେବାର ପ୍ରୟାସ ନିମନ୍ତେ ଜିଲ୍ଲାପରିଷଦର ସମସ୍ତ…
ଜିଲ୍ଲାପାଳଙ୍କ ଦ୍ୱାରା ଲକ୍ଷ୍ମୀ ବସ ନିମନ୍ତେ ଡ୍ରାଇଭର ମାନଂକୁ ନିଯୁକ୍ତି ପତ୍ର ଓ ପୋଷାକ ବଣ୍ଟନ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା ୨୨/୧୧/୨୩-ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ଯୋଜନା ପାଇଁ ମନୋନୀତ ବସ୍ ଡ୍ରାଇଭରମାନଙ୍କ ପାଇଁ ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ କାର୍ଯ୍ୟାଳୟ, ରାୟଗଡା ଠାରେ ନିଯୁକ୍ତି ପତ୍ର ଏବଂ ୟୁନିଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଜିଲ୍ଲାପାଳ…
ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ବଲାଙ୍ଗିର ଗସ୍ତ
ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨ଟି ହୁଇଲଚେୟାର, ୨ଟି ଟ୍ରାଇ ସାଇକେଲ ସହାୟତା
ମିସନ କ୍ଷମତା ଯୋଜନା ଆଧାରରେ ପଚାଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ
ଭୁବନେଶ୍ୱର:ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ତିନି ଦିନିଆ…
ଗୋଷ୍ଠି ସହଭାଗିତାରେ ବିଦ୍ୟାଳୟର ଗୁଣାତ୍ମକ ବିକାଶ
ସାରା ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୨/୧୧/୨୦୨୩: ଆଜି ରାଜର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦାଳୟରେ (ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ) ଅଭିଭାବକ -…
ଯୁବ ସମାଜ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ :- ଗୌତମ ସିଂ
ବରଗଡ଼ :- ଆଉ ମାତ୍ର କିଛି ମାସ ରହିଲା ସାଧାରଣ ନିର୍ବାଚନ କୁ । 2024 ସାଧାରଣ ନିର୍ବାଚନ ପାଇଁ ଇତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ , ରାଜ୍ୟ ସାରା ସମସ୍ତ ବିଧାନସଭା ଅଂଚଳରେ ବିଜୁ ଜନତା ଦଳର ପ୍ରସ୍ତୁତି ସବୁଠାରୁ ଆଗରେ ଅଛି । ମୁଖ୍ୟମନ୍ତ୍ରୀ ଙ୍କର…
ଖୋଲିଲା ଆହୁରି ଦୁଇ ମଣ୍ଡି
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ପେକ୍ସ ଅଧୀନରେ ଥିବା ମାଣ୍ଡିଆଢିପା ଓ ଝିଟିକି ଧନ ମଣ୍ଡି କୁ ଆଜି ଚାଷୀ ଭାଇ ମାନଙ୍କ ଧାନ ଖରିଦ୍ ପାଇଁ ବିଧିବଦ୍ଧ ଭାବରେ ଖୋଲି ଦିଅ ଯାଇଛି । ପାଇକମାଲ ପେକ୍ସ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କର ଦ୍ୱାରା , ସମ୍ପାଦକ ରମେଶ…
ଭୁବନେଶ୍ୱରରେ ଆୟୋଜିତ ହେଉଛି ୭୭ତମ ଆଇଆଇଏମ୍-ଏଟିଏମ୍ ମିଟ୍
ଧାତବ ଶିଳ୍ପର ଦୀର୍ଘସ୍ଥାୟୀ ରୂପାନ୍ତରଣ ମୁଖ୍ୟ ପ୍ରସଙ୍ଗ
ଭୁବନେଶ୍ୱର : ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ମେଟାଲ୍ସର ୭୭ତମ ବାର୍ଷିକ ବୈଷୟିକ ବୈଠକ ଏବଂ ନ୍ୟାସନାଲ ମେଟାଲର୍ଜିଷ୍ଟ ଆୱାର୍ଡସ୍ (ଆଇଆଇଏମ୍-ଏଟିଏମ୍ ୨୦୨୩ ଆଣ୍ଡ୍ ଏନଏମ୍ଏ) ଚଳିତ ନଭେମ୍ବର ୨୨ ତାରିଖରେ ଭୁବନେଶ୍ୱରସ୍ଥିତ…
ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ
ଭୁବନେଶ୍ୱର, ନଭେମ୍ବର ୨୨: ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା,…
ସୁଜାତାଙ୍କୁ ଓଡ଼ିଆଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର : ମିଶନ ଶକ୍ତି ବିଭାଗ ସଚିବ ଥିବା ଆଇଏଏସ ଅଫିସର ସୁଜାତା ରାଉତ କାର୍ତିକେୟନଙ୍କୁ ରାଜ୍ୟ ସରକାର ଦେଇଛନ୍ତି ଅତିରିକ୍ତ ଦାୟିତ୍ୱ | ତାଙ୍କୁ ମୂଳ ଦାୟିତ୍ୱ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି |
ପ୍ରଥମ ଥର ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀର ଆୟୋଜନ, ସମୃଦ୍ଧ ହେବ ଜନଜାତିଙ୍କ ଲେଖନୀ
ଭୁବନେଶ୍ବର, 22 ନଭେମ୍ବର 2023: ଜନଜାତିଙ୍କ ଅନନ୍ୟ ଐତିହ୍ୟ, ଭାଷା, ସଂସ୍କୃତି, ଲେଖନୀ, କାବ୍ୟ କବିତା ଆଦିର ସଂରକ୍ଷଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । ନିକଟରେ ଆୟୋଜିତ ହୋଇଥିବା ଜନଜାତି ଲେଖକ ସମ୍ମିଳନୀରେ ବିଭିନ୍ନ ଲେଖକଙ୍କଠାରୁ ଜନଜାତି ପାଣ୍ଡୁଲିପି…