Sign in
Sign in
Recover your password.
A password will be e-mailed to you.
ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ତରଫରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଆଜି (ଗୁରୁବାର ଦିନ) ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ୟ ଛାତ୍ରୀ ତଥା କର୍ମଚାରୀ ମାନେ…
ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠରେ ଜେ.ବି.ଏମ କମ୍ପ୍ୟୁଟର ଏଜୁକେସନ ତରଫରୁ ମୁରୁଜ ପ୍ରତିଯୋଗିତା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ବର୍ଷକ ଭିତରେ କାର୍ତ୍ତିକ ମାସ ହେଉଛି ଧର୍ମ ର ମାସ | କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ରେ ପ୍ରତେକ ଲୋକମାନେ ବୃନ୍ଦାବତୀ ଙ୍କ ଆଗରେ ମୁରୁଜ ପକାଇଥାନ୍ତି | ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ପଦ୍ମବନ ପୀଠ ଶ୍ରୀ ଶ୍ରୀ ମହାପୁରୁଷ…
ଛେଳି ଚାଷିଙ୍କ ଉନ୍ନତି ନିମନ୍ତେ ଛେଳି କ୍ଳଷ୍ଟର ସ୍ଥାପନ l
ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଟେମରି ଓ କୁଲାଣ୍ଟି ଠାରେ ଛେଳି ଚାଷିଙ୍କ ଉନ୍ନତି ନିମନ୍ତେ ଓଡିଶା ଜୀବିକା ମିଶନ ବରଗଡ଼ ଆନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ଛେଳି କ୍ଳଷ୍ଟର ସ୍ଥାପନ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି…
ଶ୍ରମଶକ୍ତି କଲେଜରେ ‘ନୂଆ ଓ’ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା
ରାଉରକେଲା, (ବସନ୍ତ କୁମାର ଜେନା ): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ତଥା ଝାଡ଼ଖଣ୍ଡ ସୀମାରେ ଥିବା ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି କଲେଜ ଓ ଶ୍ରମଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ 'ନୂଆ ଓ ' ତରଫରୁ ସାଂସ୍କୃତିକ ପ୍ରତିଯୋଗିତାମାନ ଆୟୋଜିତ ହୋଇଯାଇଛି l…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର
ବେଲଗୁଣ୍ଠା,:-(ଶିବରାମ ଚୌଧୁରୀ )-ରିଖ ଦିନ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି। ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ପିଙ୍କି ପାତ୍ରଙ୍କ ଆବାହକତ୍ୱରେ ସୁଶ୍ରୀ ପ୍ରମିତା ରାଣୀ ଗୌଡ଼ "ଉଚ୍ଚଶିକ୍ଷା" ସମ୍ବନ୍ଧୀୟ ସନ୍ଦର୍ଭ ପଠା…
ଗଞ୍ଜେଇ ଚୋରା ଚାଲାଣ : ୩ ଗିରଫ
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଜଗଦଳପୁର ପୋଲିସ ଅଙ୍ଗନଦୀ ନିକଟରେ ଯାଞ୍ଚ କରି ଦୁଇଗୋଟି ବାଇକ ଓଡି ୧୭ କେ ୭୩୪୫ ଓ ଓଆର ୦୩ ୫୨୭୩ ରୁ ୧୩ କେଜି ୩୫୦ଗ୍ରାମ ଓଜନର ଗଂଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ୩ ଜଣ ଯୁବକ ବୌଦ୍ଧ ଜିଲ୍ଲା…
ଉଦଯାପିତ ହେଲା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ
ସ୍ବତନ୍ତ୍ର ଉନ୍ନୟନ ପରିଷଦ ଯୋଗୁଁ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି ଜନଜାତି ସମ୍ପ୍ରଦାୟ : ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି
• ଆଦିବାସୀ ହାଇସ୍କୁଲ ଗୁଡିକରେ 100 ଟି ଜନଜାତି ଭାଷା ଲ୍ୟାବ୍ କରାଯିବ ନିର୍ମାଣ
• ଆଦିବାସୀ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଇ 3…
ଯୁବ ସଶକ୍ତିକରଣପାଇଁ ନୂତନ ଉନ୍ନତ ଅଭିଳାଷ ଯୋଜନା: ନିଯୁକ୍ତି କ୍ଷେତ୍ରରେ ଆସିବ ବ୍ୟାପକ ରୂପାନ୍ତରଣ
ଭୁବନେଶ୍ୱର: "ସ୍କିଲ-ଇନ୍-ଓଡ଼ିଶା' ବ୍ରାଣ୍ଡକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଦକ୍ଷତା ବିକାଶ କ୍ଷେତ୍ରକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ପୁରୀସ୍ଥିତ ମେଫେୟାର ଭେସ୍ ଠାରେ "ଓଡ଼ିଶାରେ ଭାଇବ୍ରେଣ୍ଟ ସ୍କିଲ୍ ଇକୋସିଷ୍ଟମ୍:…
ବାଣପୁର ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ !!!
ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ତା୨୨/୧୧/୨୦୨୩ ରିଖ ବୁଧବାର ଅପରାହ୍ନ ୦୫ ଘଟିକା ସମୟରେ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତା ୨୩/୧୧/୨୦୨୩ ରିଖ ଗୁରୁବାର ଦିନ ପ୍ରତ୍ୟୁଷ…
ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ: ପାଇପ ଯୋଗେ ଜଳସେଚିତ ହେବ ସମୁଦାୟ ୩୧,୩୫୦ ହେକ୍ଟର ଜମି
ପ୍ରକଳ୍ପର ଜଳ ବ୍ୟବହାର ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା: ପ୍ରତ୍ୟେକ ବୁନ୍ଦା ଜଳର ସର୍ବୋତ୍ତମ ବ୍ୟବହାର କରିବାକୁ ପରାମର୍ଶ
• ରବି ଋତୁରୁ ଜଳ ସେଚନ ଆରମ୍ଭ, ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ
• ପୂରଣ…