Sign in
Sign in
Recover your password.
A password will be e-mailed to you.
ବାଣପୁର ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ !!!
ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ତା୨୨/୧୧/୨୦୨୩ ରିଖ ବୁଧବାର ଅପରାହ୍ନ ୦୫ ଘଟିକା ସମୟରେ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତା ୨୩/୧୧/୨୦୨୩ ରିଖ ଗୁରୁବାର ଦିନ ପ୍ରତ୍ୟୁଷ…
ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ: ପାଇପ ଯୋଗେ ଜଳସେଚିତ ହେବ ସମୁଦାୟ ୩୧,୩୫୦ ହେକ୍ଟର ଜମି
ପ୍ରକଳ୍ପର ଜଳ ବ୍ୟବହାର ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା: ପ୍ରତ୍ୟେକ ବୁନ୍ଦା ଜଳର ସର୍ବୋତ୍ତମ ବ୍ୟବହାର କରିବାକୁ ପରାମର୍ଶ
• ରବି ଋତୁରୁ ଜଳ ସେଚନ ଆରମ୍ଭ, ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ
• ପୂରଣ…
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗବୋନରୁ ଫେରୁଛନ୍ତି ୫ ଶ୍ରମିକ
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣ ଭାରତ ଫେରୁଛନ୍ତି ଓ ଅନ୍ୟ ୧୬ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି |…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି
◆ଆବେଦନର ଶେଷ ତାରିଖ ନଭେମ୍ବର ୨୯
◆ଆସନ୍ତା ୨୭ ପର୍ଯ୍ୟନ୍ତ ଚାଲିବ ଜିଲ୍ଲା ଓ ବ୍ଲକସ୍ତରୀୟ ସ୍ବତନ୍ତ୍ର କ୍ୟାମ୍ପ
ଭୁବନେଶ୍ୱର, ୨୦।୧୧: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବର୍ଗରେ ପୁରସ୍କାର ପାଇଁ ଆବେଦନର ସମୟସୀମା ନଭେମ୍ବର ୨୯ ତାରିଖକୁ ବୃଦ୍ଧି ପାଇଛି ।…
ବୌଦ୍ଧ ଜିଲ୍ଲା ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,
୩୨୪ କୋଟି ଟଙ୍କା ମଞ୍ଜୁର, ଉପକାର ପାଇବେ ବୌଦ୍ଧର ଜନସାଧାରଣ
ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ : ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ
5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ, ପ୍ରସ୍ତାବ ଅନୁଯାୟୀ…
ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଟିଟିଲାଗଡ ଗସ୍ତ
ସମୀକ୍ଷା ବୈଠକ, ଖାଦ୍ୟର ଗୁଣବତ୍ତା ଯାଞ୍ଚ, ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ, ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଭୁବନେଶ୍ୱର:ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁଙ୍କ ତିନିଦିନିଆ ବଲାଙ୍ଗିର ଗସ୍ତର ଦ୍ୱିତୀୟ ଦିନରେ ଟିଟିଲାଗଡରେ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଠିକା ଶ୍ରମିକଙ୍କ ପାଇଁ ‘ମେଗା ସ୍ୱାସ୍ଥ୍ୟ ଶିବିର’
କଳିଙ୍ଗନଗର, ନଭେମ୍ବର ୨୩, ୨୦୨୩: ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗରର (ଟିଏସକେ)କୋକ ପ୍ଲାଂଟ୍ ସିସିଆର୍ ସମ୍ମିଳନୀ କକ୍ଷରେ ଠିକା ଶ୍ରମିକଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରକୁ ଟିଏସକେର ଏଗ୍ଲୋମେରେଟ୍ସ ବିଭାଗର…
ଶ୍ରୀ ସତ୍ୟ ସାଇବାବା ଙ୍କ ୯୮ ଜୟନ୍ତୀ ପାଳନ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଶ୍ରୀ ସତ୍ୟ ସାଇବାବା ଙ୍କ ୯୮ ବର୍ଷ ଜନ୍ମ ଦିନ ଅବସରରେ ଗୁଣୁପୁର ସହରରେ ଥିବା ସାଇବାବା ଙ୍କ କମିଟି ସଦସ୍ୟ ଏବଂ ଭକ୍ତଙ୍କ ଦ୍ବରା ସକାଳ ମନ୍ଦିରରେ ବାବାଙ୍କ ନିତ୍ୟ ପୂଜା କରିବା ପରେ ୯ ଘଣ୍ଟା ସମୟରେ ସାଇଵାଵା ଙ୍କ ପତି ମୂର୍ତ୍ତିକୁ ନଗର ପରିକ୍ରମା…
ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ସମାରୋହ ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ।
ବାସୁଦେବପୁର - ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ ର ଉଦ୍ ଘାଟନ ସ୍ଥାନୀୟ ବ୍ଲକ୍ ରୋଡ କାଳୀ ପୂଜା କମିଟି ଯାତ୍ରା ପଡିଆ ରେ ତିନି ଦିନ ଧରି ଅନୁଷ୍ଟିତ ହୋଇ ଯାଇଛି। ପ୍ରଥମ ଦିନ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ସମ୍ମାନିତ ଅତିଥି ଭାବେ…
ମଣିଷପଣିଆ ଦେଖାଇଲେ ରୁଦ୍ର ସାମନ୍ତରାୟ
ଭୁବନେଶ୍ୱର :ନିଜ ମଣିଷ ପଣିଆ ଓ ଦରଦୀ ହୃଦୟ ପାଇଁ ଜଣାଶୁଣା ଯୁବ ସମାଜସେବୀ ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ତାଙ୍କ ମାନବିକତାର ଉଦାହରଣ ଦେଇ ଜଣେ ଭିନ୍ନକ୍ଷମ ବାଳକଙ୍କୁ ବଚାଇଛନ୍ତି ସହଯୋଗର ହାତ |ୟୁନିଟ୍ ୩ ଖାରବେଳ ନଗର ପାର୍କ ନିକଟରେ ବାସ କରେ ୧୪ ବର୍ଷୀୟ ବାଳକ ସଂଜୟ ପଣ୍ଡା।…