Sign in
Sign in
Recover your password.
A password will be e-mailed to you.
ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ରାଜ୍ଯ ସ୍ତରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାମନାଗୁଡା ପ୍ରଥମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ମହାପାତ୍ର,ପୁରୁଷ ସ୍ବାସ୍ଥ୍ୟ କର୍ମୀ ଶ୍ରୀଯୁକ୍ତ ସୁରେଶ କୁମାର ମହାଙ୍କୁଡ ଓ ଆଶାକର୍ମୀ…
ରାଜ୍ୟ ଏନଏସ ଏସ ପୁରସ୍କାର ବିତରଣ ଉତ୍ସବ
ଆମେ ସମସ୍ତେ ଜଣେ ଜଣେ ସ୍ବେଚ୍ଛାସେବୀ, ବାହାନାଗା ବିପତ୍ତି ସମୟରେ ଏନଏସଏସର ସ୍ବେଚ୍ଛାସେବୀ ଯୁବକଯୁବତୀ ମାନଙ୍କୁ ମଣିଷ ଆମ୍ବୁଲାନ୍ସର ଆଖ୍ୟା ଦିଆଯାଉଥିଲା l ଲୋକଙ୍କ ସେବା ହିଁ ସବୁଠାରୁ ବଡ ଧର୍ମ: ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଉଚ୍ଚଶିକ୍ଷା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ…
ବେଦାନ୍ତ ଆଲୁମିନିୟମ ଆଦର୍ଶ ମୂଳକ କର୍ମଚାରୀ ଅଭ୍ୟାସ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରୋ କେୟାର ପୁରସ୍କାର ଲାଭ କରିଛି
ଝାରସୁଗୁଡ଼ା, ୨୪ ନଭେମ୍ବର ୨୦୨୩, : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଗ୍ରୋ କେୟାର ପୁରସ୍କାରରେ ବଡ଼ ବିଜୟ ହାସଲ କରି ଭାରତୀୟ ଉତ୍ପାଦନ ଶିଳ୍ପରେ ପସନ୍ଦର ନିଯୁକ୍ତିଦାତା ଭାବରେ ଏହାର ସୁନାମକୁ ବୃଦ୍ଧି କରିଛି । କର୍ମଚାରୀଙ୍କ ଯୋଗଦାନ ଓ ଶ୍ରେଷ୍ଠ ଏଚଆର ରଣନୀତି…
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍ଘାଟିତ : ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ନଭେମ୍ବର ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ୱ ଅ।ରୋପ…
ବରଗଡ ଜିଲ୍ଲା ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
୧୦୪ କୋଟି ଟଙ୍କା ମଞ୍ଜୁର: ଉପକାର ପାଇବେ ଝାରବନ୍ଧ, ପାଇକମାଳ ବ୍ଲକ୍ର ଜନସାଧାରଣ
ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ
5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ବରଗଡ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ, ପ୍ରସ୍ତାବ…
ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ “ଓଡିଆପ୍ରିନୁ୍ୟର’ ସ୍ମାର୍ଟ ଓଡିଶା ହାକାଥନ୍-୨.୦ ରାଜ୍ୟସ୍ତରୀୟ…
ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ହାକାଥନର ଦ୍ୱିତୀୟ ସଂସ୍କରଣ ପୁସ୍ତିକା ଉନ୍ମୋଚିତ
ଭୁବନେଶ୍ୱର: ରାଜ୍ୟସ୍ତରୀୟ "ଓଡିଆପ୍ରିନୁ୍ୟର' ସ୍ମାର୍ଟ ଓଡିଶା ହାକାଥନ୍ ଦ୍ୱିତୀୟ ସଂସ୍କରଣ ପାଇଁ ଆଜି ପୂର୍ବାହ୍ନରେ ଓ.ୟୁ.ଟି.ଆର. ଭୁବନେଶ୍ୱର କ୍ୟାମ୍ପସରେ ଆନୁଷ୍ଠାନିକ ଭାବେ ଷ୍ଟାର୍ସ…
ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣଙ୍କୁ ରାଜ୍ୟପାଳ ପଦବୀର ଆଇନା ଦେଖାଇଲା ବିଜେଡି
ରାଜ୍ୟପାଳଙ୍କ ଭୂମିକା ନିରପେକ୍ଷ ରହୁ: ବିଜେଡି
ଓଡିଶାର ବିଭିନ୍ନ ପ୍ରସଙ୍ଗରେ ମତ ରଖୁଛନ୍ତି ବିଶ୍ୱଭୂଷଣ
ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବିଶ୍ୱଭୂଷଣ ବ୍ୟଗ୍ର
ସାମ୍ବିଧାନିକ ବିଧୂ ବ୍ୟବସ୍ଥା ମଧ୍ଯରେ ରାଜ୍ୟପାଳ ରହିବା ଗ୍ରହଣୀୟ
ଭୁବନେଶ୍ୱର: ବିଗତ ୭୬ ବର୍ଷ ଧରି…
ଅକାଳରେ ପ୍ରାଣ ହରାଇଥିବା ସଲିମଙ୍କ ମୃତ ଶରୀର ଦିଲ୍ଲୀରୁ ଓଡ଼ିଶା ଫେରିଲା
ଭଦ୍ରକ: ଭଦ୍ରକ ଜିଲ୍ଲାର ୪୦ବର୍ଷିୟ ବାସିନ୍ଦା ସଲିମ ଖାନ୍ ଦୀର୍ଘ ୧୫ବର୍ଷ ଧରି ଦିଲ୍ଲୀରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ନଭେମ୍ବର ୨୦ ତାରିଖରେ ସେ ଅସୁସ୍ଥ ଥିବାରୁ କାମ କରିବାକୁ ଯାଇନଥିଲେ । ତାଙ୍କ ଭଉଣୀ ତାଙ୍କୁ ଦିଲ୍ଲୀସ୍ଥିତ ଆର.ଏମ୍.ଏଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ଅଡିଟୋରିୟମରେ ଛତୁ ଚାଷ ସମନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ଗୁଣୁପୁର ନିକଟସ୍ତ ସିର୍ଝୋଲି ପଞ୍ଚାୟତର ଦଶମନ୍ତପୁର ଗ୍ରାମର ୪ ଗୋଟି ସୟଂସହାୟକ…
ପାରାଦ୍ବୀପ ପୋର୍ଟ ୱେଷ୍ଟର୍ଣ୍ଣ ଡକ୍ ନିମନ୍ତେ ନବୀନ ଜିନ୍ଦଲଙ୍କ ଭୂମିପୂଜନ
ପାରାଦ୍ବୀପ / ଭୁବନେଶ୍ବର: ପାରାଦ୍ବୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଦ୍ବାରା ଆଜି ଭୂମିପୂଜନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ…