Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ରାସ୍ତା ଦୁର୍ଘଟଣାରେ 5 ଶ୍ରମିକଙ୍କ ମୃତ୍ୟୁ : ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ
ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା ସହ ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ
ଭୁବନେଶ୍ବର : ଆଜି ମାଲକାନଗିରି ର ସ୍ୱାଭିମାନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
ଜଗନ୍ନାଥ ଭକ୍ତଙ୍କ ସପକ୍ଷରେ କହିଲେ ବିଜେଡିକୁ ବାଧୁଛି କାହିଁକି- ସମୀର ମହାନ୍ତି
o ବିଜୁ ଜନତା ଦଳ ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କ୍ଷମା ମାଗୁ
o ବିଜେଡି ମୁଖପାତ୍ର ଜଗନ୍ନାଥ ବିରୋଧୀ ହେବାର କାରଣ କଣ
o ନିଜ ଦଳର ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କୁ କେବଳ ସନ୍ତୁଷ୍ଟ କରିବା ପାଇଁ ଏଭଳି ହୀନ ପ୍ରତିକ୍ରିୟା
o ମୁଖ୍ୟମନ୍ତ୍ରୀ…
ରାୟଗଡା ଜିଲ୍ଲାରେ ଲକ୍ଷ୍ଣୀ ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୫୨ଟି ବସ୍ ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ଯୋଡିବ,
୩୦୦ଟି ନୂଆ ବସ୍ ଷ୍ଟପେଜ ନିର୍ମିତ, ପଞ୍ଚାୟତରୁ ବ୍ଲକ୍କୁ ଚାଲିବ ବସ
ଲୋକଙ୍କ ମତାମତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ,
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲକ୍ଷ୍ମୀ ବସ୍ ଯୋଜନାର…
ପାଣ୍ଡିଆନଙ୍କୁ ଭେଟିଲେ ଓଡିଶା ମନ୍ଦିର ସେବାୟତ ସଂଘ : ମନ୍ଦିର ଓ ଐତିହ୍ୟ ସ୍ଥଳ ରୂପାନ୍ତର କାମ ପାଇଁ…
ମନ୍ଦିର ରୂପାନ୍ତର କାମ ପାଇଁ ସହଯୋଗ ଲୋଡିଲେ5T ଅଧ୍ୟକ୍ଷ .
ଭୁବନେଶ୍ବର: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ର ସଦସ୍ୟ ମାନେ 5T ଅଧ୍ୟକ୍ଷତ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କୁ ନବୀନ ନିବାସ ରେ ଭେଟି ଥିଲେ. 5T ଉପକ୍ରମ ରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟ ସ୍ଥଳ ଗୁଡିକ ର ରୂପାନ୍ତର ଉଦ୍ୟମ…
ପାଣ୍ଡିଆନଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ସଦସ୍ୟ
ପରିବାର ସଦସ୍ୟ ମାନଙ୍କ ପାଇଁ ରାଜ୍ୟ ସରକାର ଉତ୍ତରକାଶୀ ଯିବାର ବ୍ୟବସ୍ଥା କଲେ
ରାଜ୍ୟ ସରକାରଙ୍କ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ଯୋଗାଯୋଗରେ ଅଛନ୍ତି
ଶ୍ରମିକ ମାନଙ୍କ ଉଦ୍ଧାର ଆଶା ଉଜ୍ଜଳ ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ଅବଗତ ଅଛନ୍ତି
ଆଶ୍ବାସନା ଦେଲେ 5T…
୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ
ଦାୟିତ୍ୱ ନିର୍ବାହ ଓ କର୍ତ୍ତବ୍ୟ ସମ୍ପାଦନ ବେଳେ ସର୍ବାଧିକ ସତର୍କତା ଅବଲମ୍ବନ ଓ ସାଧୁତା ବଜାୟ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
ଭୁବନେଶ୍ୱର: ୨୦୨୦ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ…
ଦୀପାଙ୍କ ପ୍ରୟାସ ପରେ ଟ୍ରେନ ଦୁର୍ଘଟଣାରେ ଗୁରୁତର ଅହତଙ୍କୁ ମିଳିଲା ସହାୟତା
ଜିଲ୍ଲାପାଳଙ୍କ ତରଫରୁ ମଂଜୁର ହେଲା ୨୦ ହଜାର ଟଙ୍କା
ବରଗଡ଼: ଟୁଇଟର ଆଞ୍ଜେଲ ଦୀପା ବାରିକଙ୍କ ଲଗାତାର ପ୍ରୟାସ ଫଳରେ ଟ୍ରେନ ଦୁର୍ଘଟଣାରେ ଗୁରୁତର ଅହତଙ୍କ ପାଇଁ ଜିଲ୍ଲାପାଳଙ୍କ ତରଫରୁ ମିଳିଲା ୨୦ ହଜାର ଆର୍ଥିକ ସହାୟତା |
ଘଟଣାଟି ଏମିତି , ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ…
ଓଡ଼ିଶା ମିଲ୍ଲେଟ୍ସ ମିଶନ ତଥା ତ୍ରିରଙ୍ଗା ଯୁବକ ସଂଘ ପଦ୍ମପୁର ତରଫରୁ ବାନ୍ଦୂପାଲି ଗ୍ରାମରେ ଏକ ମାଣ୍ଡିଆ ଅମଳ ମହୋତ୍ସବ…
https://youtu.be/DNxljdjl78w
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଓଡ଼ିଶା ମିଲ୍ଲେଟ୍ସ ମିଶନ ତଥା ତ୍ରିରଙ୍ଗା ଯୁବକ ସଂଘ ପଦ୍ମପୁର ତରଫରୁ ବାନ୍ଦୂପାଲି ଗ୍ରାମରେ ଏକ ମାଣ୍ଡିଆ ଅମଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟିକା ଶ୍ରୀମତୀ…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ରାଜ୍ୟ ଶ୍ରେଷ୍ଠ ସ୍ବେଛାକୃତ ରକ୍ତଦାନ ୟୁନିଟ ଭାବେ ପୁରସ୍କୃତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଗତ ୨୦୨୨-୨୩ ବର୍ଷରେ ସର୍ବାଧିକ ସ୍ବେଛାକୃତ ରକ୍ତଦାନ ଶିବରର ଆୟୋଜନ କରିଥିବାରୁ ଆଜି ଏହି ସେବା ଯୋଜନା ୟୁନିଟ କୁ ଶ୍ରେଷ୍ଠ ରକ୍ତଦାତା ୟୁନିଟ ଭାବେ ସମ୍ମାନିତ କରାଯାଇଛି। ଓଡ଼ିଶା…
“ବିକଶିତ ଭାରତ ସଙ୍କଳ୍ପ ଯାତ୍ରା”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତୁତ "ବିକଶିତ ଭାରତ ସଙ୍କଳ୍ପ ଯାତ୍ରା" ରାଣିପେଣ୍ଠ ଗ୍ରାମ ପଞ୍ଚାୟତରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଅତିରିକ୍ତ ମୁଖ୍ୟ ଉନ୍ନୟନ…