Sign in
Sign in
Recover your password.
A password will be e-mailed to you.
ଦଶପଲ୍ଲାକୁ ରେଳ ଚଳାଚଳ ବିଳମ୍ବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ଡାକରା
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଦଶପଲ୍ଲାକୁ ରେଳ ଚଳାଚଳରେ ଅଯଥା ବିଳମ୍ବ ତଥା ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚପକ୍ଷରୁ ଆସନ୍ତା ୨୦ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ନୟାଗଡ଼ ସମେତ ଦଶପଲ୍ଲା ଅଞ୍ଚଳବାସୀ ସାମିଲ ହୋଇ ରେଳ ବିଭାଗ…
– ମେଡିକାଲ୍ କଲେଜ୍ ଦାବି, ଜାଗ୍ରତ ନାଗରିକ ମଞ୍ଚର ଧାରଣା
ଜଗତସିଂହପୁର,ତା-୦୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବିରେ ଜାଗ୍ରତ ନାଗରିକ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି। ମଞ୍ଚର ଦାବି ମୁତାବକ ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ୧୬ ଏକ ଜମିରେ ଥାନା, ପୌରପରିଷଦ…
ପ୍ରେରଣାଦାୟୀ ମଣିଷପଣିଆର ଖବର : ଅସହାୟ ଯାଯାବର ଶିଶୁମାନଙ୍କୁ ସାହା ହେଲା ବୈତାଳି ସ୍କୁଲ କ୍ୟାବିନେଟ
ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଅସହାୟ ଶିଶୁଙ୍କୁ ବାଣ୍ଟିଲେ ଶୀତବସ୍ତ୍ର
ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ କ୍ୟାବିନେଟ ଛାତ୍ରଛାତ୍ରୀ ମାନେ ନିଜ ସମ ବୟସ୍କ ଅସହାୟ ଶିଶୁମାନଙ୍କୁ ସହାୟତା ଯୋଗାଇଦେଇ ଉଦାହରଣ…
ଗଜପତି ଉତ୍ସବ-୨୦୨୩ରେ ପ୍ରଫେସର୍ ନାଗ ରାଜୁ , ପ୍ରଫେସର ବିପିନ ନାଏକ , ଡ.ରଜତ ପାଣିଗ୍ରାହୀ ଅତିଥି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ - ୨୦୨୩ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ତୃତୀୟ ଦିବସ ସନ୍ଧ୍ୟାରେ ଗଜପତି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଏବଂ ଅନ୍ୟାନ୍ୟ…
ବିମଳା ମାଁ ମେରୀଙ୍କର ଗୁମ୍ଫା ଠାରେ ମାଁ ଙ୍କ ପର୍ବ
https://youtu.be/AV4qfe6wvF8
ନବରଙ୍ଗପୁର/ ଅଶୋକ ସାହୁ(ଶାସକ ପ୍ରଶାସକ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗତ ପୂଜାରୀଗୁଡା ଗ୍ରାମପଞ୍ଚୟତ ର ପୋଖନା ଗୁଡ଼ା ଗ୍ରାମରେ ପ୍ରତିଷ୍ଠିତ ହୋଇ ଥିବା ବିମଳା ମାଁ ମେରୀଙ୍କର ଗୁମ୍ଫା ଠାରେ ମାଁ ଙ୍କ ପର୍ବ ବହୁ ଆଡମ୍ବର ସହକାରେ…
ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟର ଏକଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଜମନକିରା, ୮/୧୨:(ଲିପନ ନାଏକ ) ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ସେବାଶ୍ରମ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ଶୁକ୍ରବାର ଦିନ ଏକ ଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଷଣ୍ଢପଥର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ…
ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଡ ପଦକ୍ଷେପ
ସୁବର୍ଣ୍ଣପୁରରେ ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ
ଭୁବନେଶ୍ବର, 8 ଡିସେମ୍ବର 2023 : ରାଜ୍ୟରେ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଦୃଷ୍ଟିହୀନତା ଅନ୍ୟତମ । ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ…
ବିଜେଡି ଶାସନରେ ଓଡିଶା,ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଏବଂ ସଚେତନତା ଅଭାବ କାରଣରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି
ଗତ ୪ ବର୍ଷରେ ଓଡିଶାରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୨୫କୁ ଖସି ଆସିଛି
ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ…
ନିର୍ବାଚନ ପରିଚାଳନା ପାଇଁ “ସାହୁ ବଦର୍ସ ଆଣ୍ଡ କୋ” ପାଖରେ ଗଚ୍ଛିତ ଥିବା ଟଙ୍କା ବିଜେଡିର ନୁହେଁ ତ?: ମନୋଜ ମହାପାତ୍ର
ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା “ସାହୁ ବଦର୍ସ ଆଣ୍ଡ କୋ”ଙ୍କ ନିକଟକୁ ନଗଦ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଲା କେଉଁଠୁ ?
“ସାହୁ ବଦର୍ସ ଆଣ୍ଡ କୋ” ସହ ବିଜେଡିର କଣ ସଂପର୍କ ରହିଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ
ତଦନ୍ତ ଭାର ସିବିଆଇକୁ ତୁରନ୍ତ…
ପବିତ୍ର ମୋହନ ପ୍ରଧାନ ହସ୍ପିଟାଲକୁ ତୁରନ୍ତ ମେଡିକାଲ କଲେଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର-…
• ସ୍ଥାନୀୟ ଲୋକଙ୍କ ଅପେକ୍ଷା ଅନୁସାରେ ପ୍ରଥମ ଦିନରୁ ପବିତ୍ର ମୋହନ ପ୍ରଧାନ ହସ୍ପିଟାଲ ସହ ମେଡିକାଲ କଲେଜ ନାଁରେ ଶୁଭାରମ୍ଭ ହୋଇଥିଲେ ଭଲ ହୋଇଥା’ନ୍ତା
• ଓଡ଼ିଶା ସରକାର ଏଥିପାଇଁ ଅବିଳମ୍ବେ ନ୍ୟାସନାଲ ମେଡିକାଲ କମିଶନକୁ ଦରଖାସ୍ତ କରନ୍ତୁ
• ତାଳଚେରରେ ପୁରୁଣା ମେଡିକାଲର…