ଗ୍ରାମରୁ ବିଶ୍ୱକୁ ମିଲେଟ୍ସର ଯାତ୍ରା : ମିଲେଟ୍ସ ପ୍ରୋତ୍ସାହନରେ ଓଡ଼ିଶାର ଉଦ୍ୟମ ପ୍ରଶଂସନୀୟ

ଭୁବନେଶ୍ୱର: ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରିବା ନିମନ୍ତେ ଭାରତ ମିଳିତ ଜାତିସଂଘରେ ପ୍ରସ୍ତାବ ଦେବା ପରେ ବିଶ୍ୱର ବହୁ ରାଷ୍ଟ୍ରରେ ମିଲେଟ ଆଲୋଚନାର ପରିସରକୁ ଆସିଥିଲା । ଏହାଦ୍ୱାରା ୨୦୨୩ରେ ବିଶ୍ୱବାସୀ ମିଲେଟରେ ଭରପୂର ହୋଇ ରହିଥିବା ଲାଭଦାୟକ ଗୁଣଗୁଡ଼ିକ ବିଷୟରେ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଧାରାରେ ସାଂସ୍କୃତିକ କାର୍ଯ୍ୟକ୍ରମର…

ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଧାରାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ…

ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ( ଆଦିବାସୀ କଲ୍ୟାଣ ବିଭାଗ) ପରିସର ରେ ବରଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ର ପ୍ରସ୍ତୁତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଛପ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଅତିରିକ୍ତ…

ଅଞ୍ଚଳ ମହାବିଦ୍ୟାଳୟ ରେ ଯୁବ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଡିଆରେ ଓଡିଶା ସରକାରଙ୍କ ନୂଆଁ ଓ ଯୁବ ଓଡିଶା - ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ଖୋ - ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଉକ୍ତ…

ବିଏସକେୱାଇ ବଞ୍ଚାଇଲା ପରେଶଙ୍କ ଜୀବନ: ସହଯୋଗର ସେତୁ ସାଜିଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ମୁଣ୍ଡରେ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ହେଲେ କେନ୍ଦ୍ରାପଡ଼ାର ପରେଶ, ଅର୍ଥ ଅଭାବରୁ ଅସ୍ତ୍ରୋପଚାର କରି ନ ପାରି ଛଟପଟ ହେଉଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ପ୍ରଥମେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ । ସରକାରଙ୍କ…

ପ୍ରତିଷ୍ଠାତାଙ୍କୁ ସମ୍ମାନ ଦେଇ ନ ପାରିଲେ ନାହିଁ , ଅସମ୍ମାନ କାହିଁକି ?

ଖାଲି ସେତିକି ନୁହେଁ, ଏଠି ମୁଖ୍ୟମନ୍ତ୍ରୀଙ୍କ ନମ୍ର ମର୍ଯ୍ୟାଦା ବି ରହୁନି ! ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ରେ ରହିଛି ରହିଛି ପ୍ରତିଷ୍ଠିତ ବିନ୍ଧ୍ୟବାସିନୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ । ତତ୍କାଳୀନ ବିଧ୍ୟାୟକ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର…

ଚାଷ ଜମି ପରେ ଗାଁ ମୁହାଁ ହେଲେଣି ଗଜରାଜ : ଅଳ୍ପକେ ବର୍ତିଲେ ବୃଦ୍ଧ ଦମ୍ପତି

ଜମନକିରା ୦୯/୧୨/୨୩ (ଲିପନ ନାଏକ ) ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ଓ ବଡ଼ରମା ରେଞ୍ଜ ଅଞ୍ଚଳରେ ଗତ କିଛି ମାସ ଧରି କିଛି ହାତୀ ପଲ ଚାଷୀଙ୍କ ଏକର ଏକର ଫସଲ ନଷ୍ଟ କରିଚାଲିଥିବା ବେଳେ ଏବେ ଗାଆଁ ମୁହାଁ ହେଲେଣି ଗଜରାଜ l ଜମନକିରା ରେଞ୍ଜ ଅଧିନସ୍ତ ଫୁଲକୁଶମ ବିଟ ଅଞ୍ଚଳରେ ୨ ମାସ ରୁ…

ପାଇକମାଲ ନୃସିଂହନାଥ-ନିର ଫ୍ଯାକ୍ଟ୍ରିକୁ ସିଲ୍ କଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ l

ପାଇକମାଲ :- ଋଣ ଖିଲାପୀ ସଂସ୍ଥା ନୃସିଂହନାଥ ନିର ପାଣି ପାଉଚ ଫ୍ଯାକ୍ଟ୍ରି ଓ ମାଲିକ ରାଜେଶ କୁମାର ପଟେଲ ଙ୍କ ଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ କରିଛନ୍ତି l ସୂଚନା ଅନୁଯାୟୀ ପାଇକମାଲ ନିବାସୀ ଶ୍ରୀ ରାଜେଶ କୁମାର ପଟେଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ବିଭିନ୍ନ ସମୟରେ ଗୃହ ନିର୍ମାଣ ଓ…

-ସିଜିମାଳି ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ ନିମନ୍ତେ ପଲ୍ଲୀସଭା।

କାଶୀପୁର ରୁ ବୈକୁଣ୍ଠ ଦୁରିଆ =ସିଜିମାଳୀ ଖଣି ପ୍ରଭାବିତ ଅଞ୍ଚଳରେ ସରକାରୀ ପର୍ଯ୍ୟାୟରେ ତା ୮/୧୨/୨୩ରିଖ ରେ ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତକୁ ଲାଗିଥିବା ପ୍ରାୟ ୧୦ ଗୋଟି ଗ୍ରାମ ରେ ଜଙ୍ଗଲ ଜମି କିସମ ପରିବର୍ତନ (FRA ) ନିମନ୍ତେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିବା ଜଣା…

ପୂର୍ବତନ ସରପଞ୍ଚ, ସମାଜସେବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଷ୍ଟାଲିନ ରାଉତ ଙ୍କ ସ୍ମୃତି ସଭା l…

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ ): ନିଶ୍ଚିନ୍ତକୋଇଲି ବ୍ଳକ ନତକାଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମିତିସଭ୍ୟ,ସଫଳ ଚାଷୀ,ସମାଜସେବୀ, ବିଶିଷ୍ଟ ରାଜନୀତିଜ୍ଞ ସର୍ଗତ ଷ୍ଟାଲିନ ରାଉତଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ମୀନକେତନ…