୨୩ ୟୁ ଏଲ୍ ବିରେ ମୁକ୍ତା ସଫ୍ଟ ପ୍ରୟୋଗର ଗୋ – ଲାଇଭ

ଭୁବନେଶ୍ୱର : ୮ । ୧୨ : ମୁକ୍ତା ସଫ୍ଟ ଆପ୍ଲିକେଶନ ରାଜ୍ୟର ଦୁଇଟି ପୌରାଞ୍ଚଳରେ ସଫଳ ହେବାପରେ ଏହାକୁ ଆଉ ୨୩ଟି ପୌରସଂସ୍ଥାରେ କାର୍ଯ୍ୟକାରୀ କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମ୍ପୃକ୍ତ ପୌରସଂସ୍ଥାଗୁଡିକୁ ପତ୍ର ଲେଖିଛନ୍ତି ।…

ଏକାଗ୍ରତା ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ୨୦୨୩ ରେ ଏମ୍ ଆର୍ଟ ର ନୃତ୍ୟ ଶିଳ୍ପୀ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭାରତୀୟ କଳା ସଂସ୍କୃତି ତଥା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ଅହରହ ପ୍ରୟାସ ଜାରି ରଖିଛି ଏମ୍ ଆର୍ଟ ଅନୁଷ୍ଠାନ । ଗୁଣପୁର ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଭାରତୀୟ କଳା ଓ ସାଂସ୍କୃତିକ କେନ୍ଦ୍ର ରାୟଗଡ଼ା…

ଆଦିତ୍ୟ ବିର୍ଲା ସ୍କୁଲରେ ଜ୍ଞାନ ବିଜ୍ଞାନ ମେଳା

କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଉଷାପଡ଼ାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥି…

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭୟ କାହିଁକି : ଦିଲୀପ ମଲ୍ଲିକ

 ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି  ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ଭୁବନେଶ୍ୱର,: ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ନବୀନ ପଟ୍ଟନାୟକଙ୍କ ଶାସନରେ ରାଜନୀତିର ଅପରାଧିକରଣ ବଢ଼ି ଚାଲିଛି: ରଶ୍ମି ମହାପାତ୍ର

"ନାରୀ ନିର୍ଯ୍ୟାତନା ଏବଂ ଅପରାଧିଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ" ଭୁବନେଶ୍ୱର ତା. ୦୭.୧୨–ବିଗତ ଦିନମାନଙ୍କରେ ନାରୀ ନିର୍ଯ୍ୟାତନା ଏବଂ ଅପରାଧିଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ । ପ୍ରକାଶ ଥାଉକି ବେବିନା, କୁନ୍ଦୁଲି, ଟିକିରି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା

 ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମିଳିଛି ୭୯୫୬୫ଟି ଆବେଦନ ଭୁବନେଶ୍ୱର,୦୭/୧୨/୨୦୨୩: "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତିା ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛିା…

ଅଦିନିଆ ବର୍ଷା ସାଥିରେ ହାତୀଭୟ ଚାଷୀଙ୍କ ପାଇଁ କାଳ ସାଜିଛି,

ଓଡ଼ଗାଁ ସୀମାନ୍ତରେ ଘୁରିଲେଣି ୧୩ ଟିକିଆ ହାତୀପଲ ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର):ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜେଇଦେଇଥିବା ବେଳେ ଏବେ ପୁଣି ହାତୀ ଭୟ ଚାଷୀଙ୍କ ଫସଲ ପାଇଁ ଯେପରି କାଳ ସାଜିଛି । କିଛି ମାସର ବ୍ୟବଧାନ ପରେ ପୁଣିଥରେ ହାତୀପଲ ଓଡ଼ଗାଁ ମୁହାଁ ହୋଇଛନ୍ତି। ବୁଧବାର…

ସଂସ୍କୃତ ମହାବିଦ୍ୟାଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଆନୁକୁଲ୍ୟରେ ଡିସେମ୍ବର ୨ତାରିଖରୁ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଚାଲୁ ରହିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି ।…

ଶରଣକୁଳ ବଡ଼ଦେଶ ହରିପୁରୁ ବିପ୍ର ସ୍ବାଇଁ ହତ୍ୟାକାଣ୍ଡର ରାୟ ପ୍ରକାଶ,

ବେଲରେ ଥିବା ୪ ଅପରାଧୀଙ୍କୁ ଆଜୀବନ ଜେଲ, ୧୦ ହଜାର ଜରିମାନା ଓଡ଼ଗାଁ ୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବଡ଼ଦେଶ ହରିପୁରୁ ବିପ୍ର ସ୍ବାଇଁ ହତ୍ୟାକାଣ୍ଡ ଘଟଣାର ରାୟ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି । ସାଥି, ପ୍ରତ୍ୟକ୍ଷଦର୍ଶୀ ଏବଂ ବୋମା ମାଡ଼ରେ…

ବିରିଡ଼ି ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

ଜଗତସିଂହପୁର,ତା-୦୭.୧୨.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ ଶିବିର ଆୟୋଜନ କରାଯାଉଅଛି। ଏହି ଅଭିଯାନ ଅନ୍ତର୍ଗତ ଆଜି ବିରିଡ଼ି ବ୍ଳକ କାର୍ଯ୍ୟାଳୟ ଠାରେ ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ…